Daily Archives

November 30, 2018

ଆଗକୁ କ’ଣ ରହିବ ବିଜେପିର ଆଭିମୁଖ୍ୟ ? ଅପରାଜିତା ପୂରଣ କରିପାରିବେ କି ଦିଲ୍ଲୀପ ଓ ବିଜୟଙ୍କ ସ୍ଥାନ ?

କନକ ବ୍ୟୁରୋ : ଆଉ ମାତ୍ର ଚାରି ମାସ ରହିଲା ଲୋକସଭା ନିର୍ବାଚନ । ଜାତୀୟ ସ୍ତରରେ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ଶକ୍ତି ଗୋଟାଇବାରେ ଲାଗିଲେଣି । ରାଜ୍ୟ ଗୁଡ଼ିକ ମଧ୍ୟ ପଛରେ ପଡ଼ିନାହାନ୍ତି । ଆଂଚଳିକ ଦଳ ଗୁଡ଼ିକ ମଧ୍ୟ ଏବେଠାରୁ ଗୋଟିଚାଳନା ଆରମ୍ଭ କରିଦେଲେଣି । କ୍ଷମତାଶୀନ ଏନଡ଼ିଏ ସରକାରକୁ…

ବିମାନରେ ବସିଥିଲେ ଯାତ୍ରୀ ,ପାଇଲଟ୍ କଲେ ଏଭଳି କିଛି ସମସ୍ତଙ୍କ ଆଖିରୁ ବହିଆସିଲା ଲୁହ ! ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି ଯେତେ ବି ମହାନ୍ କିମ୍ବା ସଫଳତାର ସିଢି ଚଢିନିଅନ୍ତୁ ନା କାହିଁକି କିନ୍ତୁ ପିତାମାତା ଏବଂ ଗୁରୁଙ୍କ ଆଗରେ ସବୁବେଳେ ଛୋଟ ହିଁ ରହିଥିବେ । ସେହିଭଳି ଶିଷ୍ୟ ଗୁରୁଙ୍କ ଠାରୁ ଦୁଇଗୁଣା ଅଧିକ ସଫଳତା ହାସଲ କଲେ ଗୁରୁଙ୍କୁ ଗୁରୁଦକ୍ଷିଣା ମିଳିଯାଏ । ତେବେ ଗୁରୁ ଏବଂ ଶିଷ୍ୟଙ୍କ…

ଗୋଟିଏ ଦିନ ପାଇଁ ବିଧାୟକ ବନିଲେ ୫ ବର୍ଷୀୟ ଦିବ୍ୟାଙ୍ଗ ଶିଶୁ : ପୁଅକୁ ଦେଖି ଭାବୁକ ହେଲେ ମାଆ-ବାପା

ଅଭିନେତା ଅନିଲ କପୁରଙ୍କ ଫିଲ୍ମ ତ ଆପଣ ଦେଖିଥିବେ । ଫିଲ୍ମରେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଥିବା ଅମରେଶ ପୁରୀ ଅନିଲ କପୁରଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ କରିଥିଲେ । କିଛି ଏମିତି ମାମଲା ମହୋବାର ଚରଖାରୀ ବିଧାନସଭା କ୍ଷେତ୍ରରୁ ଆସିଛି । ଚରଖାରୀରୁ ବିଧାୟକ ବ୍ରଜଭୂଷଣ ରାଜପୁତ…

ବ୍ୟାଙ୍କ ଗ୍ରାହକଙ୍କ ଉପରେ ଜିଏସଟି ମାଡ: ମାଗଣାରେ ମିଳିବନି କୌଣସି ବି ସର୍ଭିସ, ବାଲାନ୍ସ ନଥିଲେ ଲାଗିବ ଫାଇନ,…

ବ୍ୟାଙ୍କ ଉପଭୋକ୍ତାଙ୍କ ଉପରେ ଏବେ ପଡିବ ଜିଏସଟି ମାଡ । ଯେଉଁ କାରଣରୁ ଉଭୟ ବ୍ୟାଙ୍କ କିମ୍ବା ବାହାରେ ହେଉଥିବା ସବୁ ପ୍ରକାରର ଆର୍ଥିକ କାରାବର ଉପରେ ଏଣିକି ଟ୍ୟାକ୍ସ ଦେବାକୁ ପଡିବ । ଚେକରେ ପେମେଂଟ କରିବାଠାରୁ ଆରମ୍ଭ କରି ଏଟିଏମରୁ କ୍ୟାସ ବାହାର କରିବା ପର୍ଯ୍ୟନ୍ତ, ସବୁ କାମ ପାଇଁ…

ଏହି ୫ ଟି ଗମ୍ଭୀର କାରଣ ଯୋଗୁଁ ହୋଇଥାଏ ଫୁସଫୁସ୍ କ୍ୟାନ୍ସର ! ସମୟ ଥାଉ ଥାଉ ଉପଚାର କରନ୍ତୁ ନଚେତ୍ ଅକାଳରେ ଚାଲିଯିବ…

ଅନେକଙ୍କର ଧାରଣା ରହିଛି କି ଧୂମପାନ ଫଳରେ ଲଙ୍ଗ୍ସ କ୍ୟାନ୍ସର୍ ହୋଇଥାଏ। କିନ୍ତୁ ଯେଉଁମାନେ ଧୂମପାନ କରନ୍ତି ନାହିଁ ତାଙ୍କୁ ମଧ୍ୟ ଏହି କ୍ୟାନସର୍ ହୋଇପାରେ। ଏହି ରୋଗ ହେବାର ଅନେକ କାରଣ ରହିବା ସହ ଏହା ଏକ ବିପଦପୂର୍ଣ୍ଣ ରୋଗ ଅଟେ। ଆଜବେଷ୍ଟସ୍ ଫାଇବର୍: ଏହି ଫାଇବର ଘର ବା ଦୋକାନର ଛାତ…

ଚାକିରୀ ପାଇଁ ନକ୍ସଲ ସଂଗଠନ ପ୍ରକାଶ କଲା ବିଜ୍ଞପ୍ତି । ୨ ଡିସେମ୍ବରରୁ ୨ ଜାନୁୟାରୀ ପର୍ଯ୍ୟନ୍ତ ହେବ ଭର୍ତ୍ତି

ବିହାରର ଗୟା ଜିଲ୍ଲାରେ ଏକ ନକ୍ସଲ ସଂଗଠନ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ନକ୍ସଲ ପ୍ରଭାବିତ ଗୁରିୟା ବଜାରରେ ପୋଷ୍ଟର ଲଗାଇ ଯୁବକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଅପିଲ କରାଯାଇଛି । ଏହି ପୋଷ୍ଟର ପରେ ଜିଲ୍ଲାରେ ଆଲର୍ଟ ଜାରି କରିଦିଆଯାଇଛି । ନକ୍ସଲମାନେ ୨ ଡିସେମ୍ବରରୁ ୨…