Daily Archives

November 26, 2018

ଜମୁଛି ପାରାଦୀପ ବାଲିଯାତ୍ରା ! ଫୁଡ ଷ୍ଟଲ ଓ କିଣାକିଣି ସାଙ୍ଗକୁ ପଲିଶ୍ରୀ ମେଳାର ମଜ୍ଜା ଉଠାଉଛନ୍ତି ଦର୍ଶକ ।

କନକ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଜମୁଥିବା ବେଳେ ପାରାଦୀପର କଳିଙ୍ଗ ବାଲିଯାତ୍ରା ବି ଜମୁଛି । କଳିଙ୍ଗ ବାଲିଯାତ୍ରାର ଚତୁର୍ଥ ସଂଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରବିବାର ସାଙ୍ଗକୁ ଛାଡଖାଇ ଥିବାରୁ ଯାତ୍ରାରେ ପ୍ରବଳ ଗହଳି ଲାଗିଥିଲା । ଫୁଡ ଷ୍ଟଲରେ ବିଭିନ୍ନ ପ୍ରକାରର…

ଅବହେଳିତ ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ! ପରିଚୟ ଖୋଜୁଛି ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି ।

କନକ ବ୍ୟୁରୋ : ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଗାଁ ଖୋଜୁଛନ୍ତି ପରିଚୟ  । ସହିଦ ଲକ୍ଷ୍ମଣ ନାୟକଙ୍କୁ ଝୁରୁଛି ଗାଁ ମାଟି  । ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ କୋରାପୁଟ ମେଡିକାଲ କଲେଜ କରାଯାଇଛି । ହେଲେ ଆଜି ବି ଏହି ସହିଦ୍ ଜନ୍ମମାଟି  ବୈପାରିଗୁଡ଼ା ବ୍ଳକରେ ଥିବା ତେନ୍ତୁଳିଗୁମା…

ପାଣି ପାଇଁ ଆଉ ରାତି ଅଧରୁ ଉଠି ୩କିମି ଦୂରକୁ ଯିବେନି ଝିଅବୋହୂ ! ଦୂର ହେଲା ସମସ୍ୟା, ଦାଣ୍ଡ ଦୁଆରେ ପହଂଚିଲା ପାଇପ୍…

କନକ ବ୍ୟୁରୋ : ସୁଧୁରିଲା ଦୀର୍ଘ ଦିନର ସମସ୍ୟା । ଦୂର ହେଲା ଜଳାଭାବ । ରାତି ଅଧରୁ ଉଠି ଆଉ ବାଇପାସ ପାଖକୁ ଯିବେ ନାହିଁ ଗାଁର ଝିଅବୋହୂ । କାରଣ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ ପାଣି ଟାଙ୍କି ଉଦଘାଟନ ଦେବା ପରେ ଏବେ ଘର ଅଗଣାରେ ପହଂଚିଛି ପିଇବା ପାଣି । ପାଇପ୍ ଯୋଗେ ଗଞ୍ଜାମ…

ହାଇଟେକ ହେବ କାଳିଆ ଦର୍ଶନ ! ଅନଲାଇନରେ ଭକ୍ତ ପାଇବେ ଟିକେଟ 

କନକ ବ୍ୟୁରୋ : ହାଇଟେକ୍ ହେବ କାଳିଆ ଦର୍ଶନ । ଏଣିକି  ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ । ଅନଲାଇନରେ ୬୦ ପ୍ରତିଶତ ଟିକେଟ ବିକ୍ରି ହେବ  । ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ୍ତ ମହାପାତ୍ର ।…

ହକି ବିଶ୍ୱକପ୍ ପାଇଁ ରାଜଧାନୀରେ ପହଚିଂଲେ ଧକ୍ ଧକ୍ ଗାର୍ଲ ! ଉଦଘାଟନୀ ଉତ୍ସବରେ ସାମିଲ ହେବେ ମାଧୁରୀ ଦୀକ୍ଷିତ୍

ଆସନ୍ତା ୨୭ ଅର୍ଥାତ୍ ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ବିଭିନ୍ନ ଦେଶର ହକି ଦଳ ବି ରାଜଧାନୀରେ ଆସି ପଂହଚିଗଲେଣି। ସବୁଠାରୁ ବଡ କଥା ହେଲା, ଏହି ଦିନ ଉଦଘାଟନୀ ଉତ୍ସବ ଧମାକେଦାର ହେବାକୁ ଯାଉଛି । ଉଦଘାଟନୀ ଉତ୍ସବରେ…

ଗୁହାରୀ ଶୁଣିଲାନି ପ୍ରଶାସନ ! ଚାନ୍ଦା ଆଦାୟ କରି ନଦୀ ଉପରେ ପୋଲ କଲେ ଗ୍ରାମବାସୀ ।   

କନକ ବ୍ୟୁରୋ : ଘର ପିଛା ଏକ ଗ୍ଲାସ ଚାଉଳ ଓ ୧୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗ୍ରାମବାସୀ । ପ୍ରଶାସନ ନଶୁଣିଲା ନାହିଁ ନିଜ  ଉଦ୍ୟମରେ ପୋଲ କରି, ନଦୀ ପାର ହୋଇ, ବ୍ଲକ କାର୍ଯ୍ୟାଳୟରେ ପହଂଚୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ୩ ପଂଚାୟତର ଆଦିବାସୀ ମଣିଷ । ଗାଁ…