Daily Archives

November 26, 2018

ଭୁବନେଶ୍ୱରରେ ଧକ୍ ଧକ୍ ଗର୍ଲ । ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ମତୁଆଲା କରିବେ ମାଧୁରୀ

କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ । ଉଦଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଛନ୍ତି ଧକ୍ ଧକ୍ ଗର୍ଲ । ପ୍ରାୟ ୧୧ଶହ…

ଘରୋଇ ଉପାୟରେ କେଶକୁ ଦିଅନ୍ତୁ ଗାଢ କଳାରଙ୍ଗ ! ପ୍ରାକୃତିକ ଉପାୟରେ ଧଳା କେଶକୁ କରନ୍ତୁ କଳା ।

ଆଜିକାଲି କମ୍ ବୟସରେ କେଶ ପାଚିବା ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ଧଳା କେଶକୁ କଳା କରିବା ପାଇଁ ହେୟାର କଲର ଉପଯୋଗୀ କରାଯାଉଛି । ଫଳରେ ଏହାର ପ୍ରଭାବ କେଶ ଉପରେ ପଡୁଛି । ତେବେ ଆସନ୍ତୁ ଜାଣିବା ଗାଢ କେଶ ପାଇବା ପାଇଁ କ’ଣ କ’ଣ ଆବଶ୍ୟକ । – ଅଁଳା କେଶକୁ କଳା କରିବାରେ ସହାୟତା…

ଚୋରି ହୋଇଗଲା ଚପଲ ! ଚୋରକୁ ଖୋଜିବା ପାଇଁ ହନ୍ତସନ୍ତ ହେଲେ ପୋଲିସ୍ ଅଧିକାରୀ ।

ରବିବାର ଦିନ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଚୋରି ହୋଇ ଯାଇଥିବା ଚପଲ ଉଦ୍ଧାର କରିବା ପାଇଁ ଜଣେ ୫୫ ବର୍ଷିୟ ଚେନ୍ନାଇବାସୀ ପୁଲିସର ସହାୟତା ନେଇଛନ୍ତି। ଅଭିଯୋଗ ପରେ ପୁଲିସ ଅଜ୍ଞାତ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ତଦନ୍ତ ଆରମ୍ଭ କରି ଦେଇଛି। ରବିବାର ଦିନ ମଧୁମେହ ଚିକିତ୍ସା ନିମନ୍ତେ ରକ୍ତ…

ବିବାଦରେ ନବରଙ୍ଗପୁର ଏସପି : ସରକାରୀ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଅଭିଯୋଗ 

କନକ ବ୍ୟୁରୋ : ନବରଙ୍ଗପୁର ଏସପି ବିବେକାନନ୍ଦଙ୍କ ଶର୍ମାଙ୍କ ନାଁରେ ନିର୍ଯାତନା ଅଭିଯୋଗ ।  ସରକାରୀ ବାସଭବନକୁ  କାମ କରିବାକୁ ଆସିଥିବାବଳେ ବାବୁଲା ଭତ୍ରା ନାମକ ଜଣେ କେବୁଲ କର୍ମଚାରୀଙ୍କୁ ଏସପି ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।…

ୟୁଟ୍ୟୁବରେ ଧମାଲ କରୁଛି ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜର : ୩୪ କୋଟି ଥର ଦେଖାଯାଇସାରିଛି ଭିଡିଓ 

ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜର ରିଲିଜ ହୋଇଯାଇଛି । ରିଲିଜ୍ ହେବା ସହିତ ୟୁଟ୍ୟୁବରେ  କରୁଛି ଧମାଲ । ଫିଲ୍ମ ରିଲିଜ ହେବାକୁ ବହୁତ ସମୟ ଅଛି, କିନ୍ତୁ ଏହାର ଟିଜର ହିଁ ନୂଆ ରେକର୍ଡ ସୃଷ୍ଟି କରିସାରିଲାଣି । ଡିଜନି ଆଗାମୀ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟ୍ରେଲରକୁ ୨୪ ଘଣ୍ଟାରେ ଦ୍ୱିତୀୟ…

ମାଲକାନଗିରି ସୀମାରେ ପୋଲିସ ମାଓବାଦୀ ଗୁଳିବିନିମୟରେ ୮ ମାଓବାଦୀ ମୃତ, ୨ ଯବାନ ସହିଦ

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ସାକ୍ଲିିର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଚାଲିିଛି। ଗତକାଲି ରାତିରୁ ଏହି ଗୁଳି ବିନିମୟ ଜାରି ରହିଛି। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୮ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବା…