Daily Archives

November 9, 2018

ରାୟଗଡାରେ ବେଆଇନ ପଥର ଖାଦାନ ବିସ୍ଫୋରଣ । ଘର ଦ୍ୱାର ଭାଙ୍ଗିବା ସହ ଜନଜୀବନ ପ୍ରଭାବିତ । ହେଲେ ଭାଙ୍ଗୁନି ପ୍ରଶାସନର…

କନକ ବ୍ୟୁରୋ: ଗାଁକୁ ଲାଗି ରହିଛି ପଥର କୁଆରି । କୁଆରିରେ ବେଆଇନ ବିସ୍ଫୋରଣ କରି ପଥ ଫଟାଇବା କାରଣରୁ ଗ୍ରାମବାସୀ ଭୟଭୀତ ହେବା ସହ ଘର ମାନଙ୍କରେ ଫାଟ ସୃଷ୍ଟି ହେଉଛି । ତେବେ ଏଭଳି ଅଭିଯୋଗ ଆଣିଛନ୍ତି ରାୟଗଡା ଦିଲ୍ଲା ସାନ ସାର୍ଥିଲି ଗ୍ରାମବାସୀ । ରାୟଗଡା ଜିଲିଲା ବିଷମକଟକ ବ୍ଲକ…

ବନ୍ଧା ହେଲେ ଫେସବୁକ୍ ରୋମିଓ: ଫେସବୁକରେ ଯୁବତୀଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରୁଥିବା ଯୁବକଙ୍କୁ ଗିରଫ କଲା ପୁଲିସ୍

କନକ ବ୍ୟୁରୋ: ଫେସବୁକରେ ଫେକ ଆକାଉଂଟ କରି ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ରାଉରକେଲା ସାଇବର କ୍ରାଇମ ପୁଲିସ । ଗିରଫ ଯୁବକ ଜଣକ ହେଉଛନ୍ତି କିଞ୍ଜିରିକେଲା ଅନ୍ତର୍ଗତ ଖମାରିମୁଣ୍ଡା ଗ୍ରାମର ପ୍ରଦୀପ ତିର୍କୀ। ସେ ଗୋଆରେ ଗୋଟାଏ ମହମବତି କାରଖାନାରେ କାମ…

ମଣିଷ ନୁହଁ କି ରୋବର୍ଟ ନୁହଁ ,କିନ୍ତୁ ୨୪ ଘଣ୍ଟା ନ୍ୟୁଜ୍ ପଢୁଛି ଏହି ଆଙ୍କର ! କ’ଣ ରହିଛି ଏହି ନ୍ୟୁଜ୍ ଆଙ୍କର ପଛର ସତ…

ସବୁକ୍ଷେତ୍ରରେ ବିଚକ୍ଷଣ ପ୍ରଦର୍ଶନ କରୁଥିବା ଦେଶ ଚୀନ୍ ଏବେ ଆଉ ଏକ କ୍ଷେତ୍ରରେ ନିଜ ପାରଦର୍ଶିତାକୁ ସାବ୍ୟସ୍ତ କରିଛି । ପ୍ରଥମ ଥର କରି ଚୀନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ବେସ୍ଡ ନ୍ୟୁଜ୍ ଆଙ୍କରକୁ ପ୍ରସ୍ତୁତ କରାଯାଇଛି । ଚୀନର ନ୍ୟୁଜ୍ ଏଜେନ୍ସି ଜିନହୁଆ ଏଥିପାଇଁ ଚୀନର ସର୍ଚ୍ଚ…

ବିଚ୍ଛିନ୍ନାଂଚଳରେ ବିକାଶର ସମୀକ୍ଷା କଲେ ସରକାରଙ୍କ ଟପ୍ ଅଫିସର ।

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ଉଚ୍ଚସ୍ତରୀୟ ଦଳ । ସ୍ୱାଭିମାନ ଅଚଂଳରେ ବିକାଶମୂଳକ କାର୍ଯ୍ୟର  ସ୍ଥିତି ଅନୁଧ୍ୟାନ କରିବା ପାଇଁ ମାଲକାନଗିରିରେ ବସିଛି ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ସାମିଲ ଅଛନ୍ଚି ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ…

ଥମିବାର ନାଁ ନେଉନି ପ୍ରିୟଙ୍କାଙ୍କ ପ୍ରି-ୱେଡିଂ ପାର୍ଟି : ବ୍ରାଇଡାଲ ସାୱାର ଓ ବ୍ୟାଚଲର ପାର୍ଟି ପରେ ପ୍ରିୟଙ୍କା…

ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାରିଖ ପାଖେଇ ଆସୁଥିବାବେଳେ ଏବେ ସେ ବିଭିନ୍ନ ପାର୍ଟିରେ ମସ୍ତି କରିଥିବାର ନଜର ଆସୁଛନ୍ତି । ଏପରି ଲାଗୁଛି ଯେ ପ୍ରିୟଙ୍କା ପ୍ରି-ୱେଡିଂ ପାର୍ଟି ଏବେ ଥମିବାର ନାହିଁ । ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ଆଉ ଅଳ୍ପ ଦିନ ହିଁ ବାକି ଅଛି । ଦୁହେଁ ଡିସେମ୍ବର ୨ରେ…

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ପ୍ରଚାର ଲଢ଼େଇ ! ରମଣ ସିଂହ ନିର୍ବାଚନ ମଣ୍ଡଳିରେ ରାହୁଲ କହିଲେ, ଅମ୍ବାନୀଙ୍କୁ ମୋଦି…

କନକ ବ୍ୟୁରୋ : ଛତିଶଗଡ଼ରେ ପ୍ରଚାର ଲଢ଼େଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଜଗଦଲପୁରରେ ପ୍ରଧାନମନ୍ତ୍ରୀ ପ୍ରଚାର କରିଥିବା ବେଳେ ରମଣ ସିଂହଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ସଭା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜଗଦଲପୁରରେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାକୁ…