Daily Archives

November 4, 2018

କଠିନ ପରିଶ୍ରମ ଆଗରେ ହାର ମାନିଲା ଅର୍ଥ ! ଚାଷ କ୍ଷେତରୁ ଡାକ୍ତର ହେଲେ ମେଘନାଥନ୍, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ…

ଯଦି ଆପଣ ଆପଣଙ୍କ ଲକ୍ଷ୍ୟ ହାସଲ କରିବା ନିମନ୍ତେ କଠିନ ପରିଶ୍ରମ କରୁଛନ୍ତି, ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ରୋକି ପାରିବ ନାହିଁ । ଏମିତି ହିଁ କିଛି କମାଲ କରି ଦେଖାଇଛନ୍ତି, ତାମିଲନାଡୁର କାଲିପଟ୍ଟି ଗାଁରେ ରହୁଥିବା ମେଘନାଥନ । ଯିଏକି ଏବେ ଡାକ୍ତର…

ଘରେ ରଖିନାହାଁନ୍ତି କି ଫାଷ୍ଟ ଆଡ୍ ବକ୍ସ? ତେବେ ରୋଷେଇଶାଳରେ ଥିବା ଏହି ସବୁ ଜିନିଷରୁ କରିପାରିବେ ଉପଚାର

ଘରେ କୌଣସି ବି ଲୋକକୁ କେବେବି ଆଘାତ ଲାଗିପାରେ କିମ୍ବା ଅସାବଧାନତା କାରଣରୁ ଜଳା କଟା  ଭଳି ଅଘଟଣର ଶିକାର ମଧ୍ୟ ହୋଇପାରନ୍ତି । ତେବେ ଏଭଳି ପରିସ୍ଥିତିରେ ଘରେ ଫାଷ୍ଟ ଆଡ ବକ୍ସ ରଖିବା  ନିହାତି ବହୁତ ଜରୁରୀ । ଯେଉଁଥିରେ କ୍ଷତ ସ୍ଥାନର ଉପଚାର କରିବା ପାଇଁ ଅନେକ ଦରକାରୀ ଜିନିଷମାନ ଉପଲବ୍ଧ…

ମିରଟରେ ଅଭାବନୀୟ କାଣ୍ଡ । ବାପାର ଚାପୁଡା ବଦଳରେ ପୁଅ ଚଳାଇଲା ଗୁଳି, ଚାଲିଗଲା ବାପାଙ୍କ ଜୀବନ

କନକ ବ୍ୟୁରୋ : ସାଧାରଣ ଭାବରେ ପିଲାମାନେ କୌଣସି ପ୍ରକାର ବଦମାସି କଲେ କିମ୍ବା ଦୁଷ୍ଟାମି କଲେ ତାହାକୁ ତାର ବାପା ଓ ମା ସଜାଡି ଥାଅନ୍ତି । ତେଣୁ ଏହା ପରିବାର ମଧ୍ୟରେ ଏକ ନିତିଦିନ କଥା । ତେବେ ଏହି ସାମନ୍ୟ କଥାରୁ ଏପରି ଏକ ଘଟଣା ଘଟିଛି ଯାହାକୁ କେହି କେବେ ବିଶ୍ୱାସ କରିପାରିବେ ନାହିଁ ।…

ବ୍ରାଣ୍ଡ ନାଁରେ ଲୋକଙ୍କୁ ଠକୁଛନ୍ତି କମ୍ପାନୀ ? ମାତ୍ର ୬ ଟଙ୍କାରେ ପ୍ରସ୍ତୁତ ହେଉଥିବା ପାଣି ବୋତଲ ବଜାରରେ ବିକ୍ରି…

ଜଳ ହିଁ ଜୀବନ ! ଅନେକ ସ୍ଥାନରୁ ଆମେ ପାଣି ପିଇଥାଉ । ତେବେ ଆପଣ ପିଉଥିବା ପାଣି କେତେ ସୁରକ୍ଷିତ ? ବଜାରରୁ କିଣୁଥିବା ବୋତଲ ପାଣିକୁ ଆପଣ ସୁରକ୍ଷିତ ବୋଲି ଭାବିଥାନ୍ତି । କିନ୍ତୁ ଆମେ ଜାଣିନଥାଉ ଏହା ସତରେ ସୁରକ୍ଷିତ କି ନୁହେଁ । ତେବେ ଏପରି ଭାବିବାର କାରଣ ହେଉଛି, ବୋତଲ କିଣିବା ପାଇଁ…

ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ରରେ ସ୍ମୃତି ଇରାନୀ ! ଅମେଠିବାସୀଙ୍କୁ ଦେଲେ ଦୀପାବଳୀ ଭେଟି, ବାଣ୍ଟିଲେ ୧୦ ହଜାର…

ମୋଦି ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଏବେ ଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ରରେ ନିଜର ବିସ୍ତାର କରିବା ପ୍ରକ୍ରିୟାରେ ଲାଗିଗଲେଣି । ଏଥର ଦୀପାବଳୀ ଅବସରରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଅମେଠିରେ ୧୦ ହଜାର ଶାଢ଼ୀ ବାଣ୍ଟିଛନ୍ତି…

ବିରୋଧୀଙ୍କୁ ଏକେ-୪୭ ସହ ତୁଳନା କଲେ ମୋଦି: କହିଲେ, ବନ୍ଧୁକରୁ ବାହାରୁଥିବା ଗୁଳି ଭଳି ମିଛ ପରେ ମିଛ କହୁଛନ୍ତି ବିରୋଧୀ

କନକ ବ୍ୟୁରୋ : ନିର୍ବାଚନ ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ହେବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ମୋଦି ସରକାରକୁ କ୍ରମାଗତ ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିବାରେ ଲାଗିଛନ୍ତି । ରାଫେଲ ଦୁର୍ନୀତି…