Daily Archives

November 4, 2018

ପ୍ରଶଂସକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ବହୁପ୍ରତୀକ୍ଷିତ ୨.୦ ସିନେମାର ଟିଜର୍ ଏବଂ ତାରିଖକୁ ଟ୍ୱିଟରରେ ସେୟାର୍ କଲେ…

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇ ସାରିଛି । ଅକ୍ଷୟ ଏବଂ ରଜନୀକାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କ ତରଫରୁ ଯେଉଁ ଆଶା ଥିଲା ତାହା ପୂରଣ ହେବା ଭଳି ମନେ ହେଉଛି । କାରଣ ଏହାର ଟ୍ରେଲରକୁ ନେଇ ସସପେନ୍ସ ଜାରି ରହିଥିଲା । କିନ୍ତୁ ୩ ଦିନ ପୂର୍ବରୁ…

ପୁଣି ଜଳିଲା ଧାନ କିଆରୀ । କାମ ଦେଲାନି କୀଟନାଶକ, ଚକଡା ଆକ୍ରାନ୍ତରେ ଚାଷ ନଷ୍ଟ ଯୋଗୁଁ ଫସଲ ଜାଳିଦେଲେ ଚାଷୀ

କନକ ବ୍ୟୁରୋ: ପୁଣି ଜଳିଲା ଧାନ କିଆରୀ । ଚକଡା ଆକ୍ରମଣରେ ଶହ ଶହ ହେକ୍ଟର ଧାନ ବିଲରେ ଫସଲ ନଷ୍ଟ ଯୋଗୁଁ ଶେଷରେ ଫସଲରେ ନିଆଁ ଲଗାଇଦେଲା ଚାଷୀ । ହରଭଙ୍ଗୀ ବ୍ଲକ ପୀତମ୍ବରପୁର ଓ ଜୟପୁର ଗାଁରେ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ହୁ ହୁ ହୋଇ ଜଳୁଛି ଧାନ ବିଲ । ଚଳିତ ବର୍ଷ ସଂପୃକ୍ତ…

ମଧ୍ୟପ୍ରଦେଶରେ ଜୋର ଧରୁଛି ନିର୍ବାଚନୀ ମାହୋଲ ! ଶିବରାଜ ସରକାରଙ୍କୁ ନେଇ ଅସନ୍ତୋଷ ବଢୁଥିବା ଚର୍ଚ୍ଚା, ବାଜି ମାରିପାରେ…

ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ପାଇଁ ଆସନ୍ତା ନଭେମ୍ବର ୨୮ ତାରିଖରେ ଭୋଟ ଗ୍ରହଣ ହେବ । ଏବଂ ନିର୍ବାଚନର ଫଳାଫଳ ଡିସେମ୍ବର ୧୧ ତାରିଖରେ ସାମ୍ନାକୁ ଆସିବ । ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ଧରି ବିଜେପି ଶାସନଗାଦିରେ ରହିଛି । କିନ୍ତୁ ଏଥର କଂଗ୍ରେସ ମଧ୍ୟ ଫୁଲ୍ ଦମରେ ନିର୍ବାଚନୀ ମଇଦାନକୁ…

ସିଗ୍ନେଚର ବ୍ରିଜ୍ : ସବୁଠାରୁ ଉଚ୍ଚ ସେଲଫି ପଏଣ୍ଟ , କୁତୁବମିନାର ଠାରୁ ଦୁଇଗୁଣ ଅଧିକ 

ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲି ବହୁ ପ୍ରତୀକ୍ଷିତ ସିଗ୍ନେଚର ବ୍ରିଜର ଲୋକାର୍ପଣ ହେବାକୁ ଯାଉଛି । ଦିଲ୍ଲୀର ‘ଏଫିଲ୍ ଟାୱାର୍’ କୁହାଯାଉଥିବା ଏହି ଭବ୍ୟ ବ୍ରିଜକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଉଦଘାଟନ କରିବେ ଏବଂ ସୋମବାରଠାରୁ ଏହା ଲୋକଙ୍କ ପାଇଁ ଉତ୍ସର୍ଗ ହେବ । ଯମୁନା ନଦୀ…

ରେଳ ମନ୍ତ୍ରାଳୟର ନୂଆ କଟକଣା : ଷ୍ଟେସନ ଭିତରକୁ ବାହାର ଲୋକ ମନା, କେବଳ ଯାତ୍ରୀ ହିଁ କରିପାରିବେ ପ୍ରବେଶ । ବନ୍ଦ ହେଲା…

ପାର୍ବଣ ଋତୁ ଆସିବା କ୍ଷଣି ହିଁ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଭିଡ ଜମିଯାଇଥାଏ । କିଛି ଲୋକେ ତ ଯାତ୍ରା କରିବା ପାଇଁ ରେଳ ଷ୍ଟେସନ ଆସିଥାନ୍ତି,ଯେବେକି କିଛି ଲୋକ ଏଭଳି ବି ଥାନ୍ତି, ଯେଉଁମାନେ କି ରେଳ ଷ୍ଟେସନ ଆସିଥାନ୍ତି କେବଳ ବୁଲିବାକୁ ତଥା କାହାକୁ ଛାଡିବାକୁ । ଅର୍ଥାତ୍ ଜଣେ…

ଜାପାନରେ ଦିଆଯାଉଛି କାନ୍ଦିବାର ଟ୍ରେନିଙ୍ଗ : ଟ୍ରେନିଙ୍ଗରେ ସାମିଲ ହେଉଛନ୍ତି ଅଫିସ କର୍ମଚାରୀ ଓ ସ୍କୁଲ ପିଲା ।…

କିଛି ଦିନ ହେବ ଜାପାନରେ ଥିବା ବିଭିନ୍ନ ଅଫିସ ଏବଂ ସ୍କୁଲମାନଙ୍କରେ ସମସ୍ତଙ୍କୁ କାନ୍ଦିବା ପାଇଁ ପ୍ରୋତ୍ସାହିତ କରାଯାଉଥିବା ଜଣାପଡ଼ିଛି । ଏହାସହ ଲୋକମାନଙ୍କୁ କାନ୍ଦିବାର ଟ୍ରେନିଙ୍ଗ ଦେବା ପାଇଁ ଖାସ୍ କରି ଟିୟର୍ସ ଟିଚର୍ସ ମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଉଥିବା ସୂଚନା ମିଳିଛି । ତେବେ…