Daily Archives

August 25, 2018

ରାହୁଲଙ୍କ ୨୦୧୯ ନିର୍ବାଚନ ରଣନୀତି । ଏଆଇସିସିର ବିଭିନ୍ନ କମିଟି ଘୋଷଣା, ପ୍ରଚାର କମିଟିରେ ଓଡିଶାରୁ ଭକ୍ତ ଦାସଙ୍କୁ…

କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ କମିଟି ଘୋଷଣା କଲା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) । ଏହି କମିଟି ଗୁଡିକ ହେଲା କୋର ଗ୍ରୁପ୍ କମିଟି, ଇସ୍ତାହାର କମିଟି ଏବଂ ପ୍ରଚାର କମଟି । ତେବେ ଏଆଇସିସି ୧୩ ଜଣିଆ ପ୍ରଚାର କମିଟିରେ ଓଡିଶାରୁ ସ୍ଥାନ ପାଇଛନ୍ତି ଭକ୍ତ ଚରଣ…

୨୧୦୦ କୋଟି ଟଙ୍କାର ମାଲିକ, ଏବେ ଜେଲରେ ୨୦ ଟଙ୍କା ପାରିଶ୍ରମିକରେ କରୁଛନ୍ତି କାମ । ଜାଣନ୍ତୁ ଜେଲରେ କେଉଁ କାମ…

୨୫ ଅଗଷ୍ଟ ୨୦୧୮ । ଆଜକୁ ଠିକ୍ ଏକବର୍ଷ ପୂର୍ବେ ହରିୟାଣା ଓ ପଞ୍ଜାବରେ ଦେଖିବାକୁ ମିଳିଥିଲା ହିଂସାର ମାହୋଲ । ତାହା ମଧ୍ୟ ଜଣେ ଦୁଷ୍କର୍ମକାରୀ କଏଦୀଙ୍କ ପାଇଁ । କାରଣ କଏଦୀଙ୍କୁ ଦୁଇଟି ଦୁର୍ଷ୍କମ ଅଭିଯୋଗରେ ୧୦ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଥିଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ । ଆଉ ସିବିଆଇ…

ୱାଲ୍ଡ ରେକର୍ଡ ସୃଷ୍ଟି କଲା “ଗୋଲ୍ଡେନ ନିଡଲ୍ସ ଟି” ! କିଲୋପିଛା ୪୦ ହଜାର ଟଙ୍କାରେ ବିକ୍ରୀ ହେଲା ଏହି ଚା’ ।

ଭାରତରେ ଲୋକମାନେ ଚା’ ପିଇବାକୁ ବେଶ ପସନ୍ଦ କରନ୍ତି । ଦିନକୁ ଜଣେ ବ୍ୟକ୍ତି ଦୁଇଥର ଚା’ ପିଉଥିବା ବେଳେ ଆଉ କେତେଜଣ ଦିନକୁ ୩-୪ ଥର ଚା’ ପିଇଥାନ୍ତି । ସାଧାରଣତଃ ବଜାରରେ ଚା’ କିଲୋପିଛା ୧୦୦-୧୫୦ ଟଙ୍କା ମଧ୍ୟରେ ବିକ୍ରୀ ହେଉଥିବା ବେଳେ ଏକ ସ୍ୱତନ୍ତ୍ର ଚା’ ଭାରତରେ ରେକର୍ଡ ବନାଇଛି । ଗତ…

ଏଲଆଇସିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ମାସିକ ଦରମା ୬୦ ହଜାରରୁ ବି ଅଧିକ, ଜାଣନ୍ତୁ ଆବେଦନ କରିବାର…

ଭାରତୀୟ ଜୀବନ ବୀମା ନିଗମରେ ଆସୋସିଏଟ, ଆସିଷ୍ଟାଂଟ ଏବଂ ଆସିଷ୍ଟାଂଟ ମ୍ୟାନେଜର ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ୩୦୦ ପଦବୀ ପାଇଁ ହେଉଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଗ୍ରାଜୁଏଟରୁ ଆରମ୍ଭ କରି ଏମବିଏ ପାସ୍ ଆଶାୟୀପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ତେବେ…

ପୋଲିସ ନା ସୈତାନ ! ରାସ୍ତା ଉପରେ ଘୋଷାଡି ଘୋଷାଡି ମାରିଲା ମାଡ, ମନ ବୁଝିଲାନି ଅଟୋ ଡ୍ରାଇଭରର ତଣ୍ଟି ଉପରେ ହୋଇଗଲା…

ରକ୍ଷକ ସାଜିଲା ଭକ୍ଷକ । ଯେଉଁଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ଗୋଇଠା ଓ ବିଧା ମାରିବାକୁ ପଛାଏ ନାହିଁ ପୋଲିସ । କେବଳ ଗୋଇଠା କିମ୍ବା ବିଧା ନୁହେଁ ବରଂ ନିରୀହ ଲୋକର ଛାତି ଉପରେ ଗୋଡ ରଖି ଦାଦାଗିରି ଦେଖାଉଛି ପୋଲିସ । ଏଭଳି ଏକ ଚିତ୍ର ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଦେଖିବାକୁ…

କୋରାପୁଟ ଜିଲ୍ଲାରେ ଅପରେସନ୍ ଗ୍ରୀନ୍ କ୍ଲିନ୍! ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଅଂଟା ଭିଡିଛି ପୋଲିସ

କନକ ବ୍ୟୁରୋ: ଗଞେଇ ଚୋରା ଚାଲାଣକାରୀ ସାବଧାନ । କୋରାପୁଟ ଜିଲ୍ଳାରେ ଚାଲିଛି ଗ୍ରୀନ୍ କ୍ଳିନ୍ ଅଭିଯାନ । ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ କୋରାପୁଟ ପୋଲିସର ଏହି ଅଭିଯାନ ଅନେକାଂଶରେ ସଫଳ ବି ହୋଇଛି । ୨ ଶହ କ୍ୱିଂଟାଲରୁ ଅଧିକ ଗଞେଇ ଜବତ ସହ ଶତାଧିକ ଅଭିଯୁକ୍ତ ଗିରଫ ବି ହୋଇସାରିଲେଣି ।…