Daily Archives

August 23, 2018

କେରଳ ପୀଡିତଙ୍କୁ ଅମ୍ବାନୀ ପରିବାର ସାହାଯ୍ୟ କଲେ ୭୧ କୋଟି, ଦେଶର ଅନେକ ସ୍ଥାନରୁ କେରଳରେ ପହଞ୍ଚୁଛି ସହାୟତା

କନକ ବ୍ୟୁରୋ : ବନ୍ୟାରେ ନଷ୍ଟ ଭ୍ରଷ୍ଟ ହୋଇ ଯାଇଥିବା କେରଳକୁ ସାହାଯ୍ୟ କରିବା ପାଇଁ ସାରା ଦେଶରୁ ଲୋକ ଆଗକୁ ଆସିଛନ୍ତି, ଏହା ସହିତ ପ୍ରତ୍ୟେକ ରାଜ୍ୟ ସରକାର ମଧ୍ୟ । ଏହା ବ୍ୟତୀତ ଏବେ ଅମ୍ବାନୀ ପରିବାର ରିଲାଏନ୍ସ ଫାଉଣ୍ଡେସନ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କେରଳ…

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରନ୍ତି ସଡ଼କ ସୁରକ୍ଷା ନିୟମର ପାଳନ, ଦେଖନ୍ତୁ ଭିଡିଓ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୈାଣସି ସେଲିବ୍ରିଟି ଠାରୁ କମ୍ ନୁହଁନ୍ତି । ସେ ବହୁତ ଲୋକପ୍ରିୟ , ସୋଶିଆଲ ମିଡିଆରେ କୋଟି କୋଟି ଲୋକ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରନ୍ତି । ପ୍ରଧାନମନ୍ତ୍ରୀ ଦୈନନ୍ଦିନ କାର୍ଯ୍ୟରୁ ଆରମ୍ଭ କରି ତାଙ୍କର ପରିଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ…

ସାତକୋଶିଆରେ ସୁନ୍ଦରୀ ଭୟ : ଜଙ୍ଗଲରେ ବାଘୁଣୀକୁ ଦେଖି ଭୟରେ ଦୌଡିବା ସମୟରେ ଗଛରେ ଧକ୍କା ହୋଇ ବନ କର୍ମଚାରୀ ଆହତ

କନକ ବ୍ୟୁରୋ : ସାତକୋଶିଆ ଜଙ୍ଗଲରେ ଘାରିଛି ବାଘୁଣୀ ସୁନ୍ଦରୀ ଭୟ । ଏଥିରୁ ବାଦ ପଡି ନାହାଁନ୍ତି ଖୋଦ ବନ କର୍ମଚାରୀ । ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଦେଖି ଭୟରେ ଦୌଡି ପଳାଇ ଆସିବା ସମୟରେ ଗଛରେ ଧକ୍କା ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ବନ କର୍ମଚାରୀ ସୁରେଶ ବାରିକ୍ । ସୁରେଶଙ୍କୁ ଗୁରୁତର…

ଓକିଲ ବେଶରେ ଆସୁଥିଲା ଚୋର : ଭୁବନେଶ୍ୱର ବଡଗଡରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଜାଗା ଦେଖି ବଦଳାଇଥିଲା ବେଶ

କନକ ବ୍ୟୁରୋ : ଓକିଲ ବେଶରେ ଆସୁଥିଲା ଚୋର । ଜାଗା ଦେଖି ବଦଳାଉଥିଲା ବେଶ । ଆଉ କରୁଥିଲା ଚୋରି । ଏଭଳି ଘଟଣା ନଜରକୁ ଆସିଛି ଭୁବନେଶ୍ୱରରେ । ଆଉ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ । ଭୁବନେଶ୍ୱରରେ ବାଇକ ଚୋରି ଘଟଣାର ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ ଜଣେ ଅଭିନିବ ଢଙ୍ଗରେ…

ଗ୍ରାହକଙ୍କ ପାଇଁ ଏସବିଆଇର ନିଶ୍ଚିତ ପେନସନ୍ ସ୍କିମ୍ : ଆଜି ହିଁ ଆରମ୍ଭ କରନ୍ତୁ, ସୁରକ୍ଷିତ ରହିବ ଭବିଷ୍ୟତ

ଚାକିରିରୁ ଅବସର ନେଲାପରେ ପେନସନ ହିଁ ଜୀବନ ନିର୍ବାହର ଏକମାତ୍ର ଉପାୟ ଥାଏ । ତେବେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ନିଶ୍ଚିତ ପେନସନ ଯୋଜନା ପ୍ରଦାନ କରୁଛି । ଧରି ନିଅନ୍ତୁ ଆପଣ ୨୧ ବର୍ଷ ବୟସରୁ ଆୟ କରୁଛିନ୍ତି, ତେବେ ଚଳିତ ବର୍ଷ ଠାରୁ ନିଜର ଏନପିଏସରେ ପ୍ରତି ମାସ ୧୦୦୦…

ରାଜୀବ ଗାନ୍ଧି ହତ୍ୟାକାରୀଙ୍କ ମତ୍ୟୁ ସମୟରେ ରାହୁଲ ଓ ପ୍ରିୟଙ୍କାକୁ ଦୁଃଖ ଲାଗିଥିବା କଥା ଏକ ସଭାରେ ପ୍ରକାଶ କଲେ…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତକାଲି ଏକ ସଭାରେ ଯୋଗ ଦେବା ଅବସରରେ କହିଛନ୍ତି ଯେ, ଯେତେବେଳେ ମୋର ବାପା ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ମୃତ୍ୟୁ ସମୟରେ ମତେ ଓ ମୋର ଭଉଣୀକୁ ଭଲ ଲାଗିନଥିଲା ବୋଲି ରାହୁଲ କହିଛନ୍ତି । କାହିଁକି ନା ଯେଉଂ ହିଂସାରେ ସାମିଲ ଥିଲା ଓ…