Daily Archives

August 15, 2018

ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ରାଜ୍ୟରେ ଲଗାଣ ବର୍ଷା ଜାରି : ଆଗାମୀ ୨୪ ଘଂଟା ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ…

କନକ ବ୍ୟୁରୋ : ଉତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ରାଜ୍ୟରେ ଲଗାଣ ବର୍ଷା ହେଉଛି । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ,…

ପୁଣି ଥରେ ଲଂଚ ହେଲା ପତଞ୍ଜଳୀର କିମ୍ଭୋ ଆପ୍ ! ହ୍ୱାଟସଆପ୍ ସହ ହେବ କଡ଼ା ଟକ୍କର

ସ୍ୱାଧୀନତା ଦିବସ ଅବସରରେ ପତଞ୍ଜଳୀ ପୁଣି ଥରେ ଲଂଚ କରିଛି କିମ୍ବୋ ଆପ୍ । ପୂର୍ବରୁ ଲଂଚ ହୋଇଥିଲା ରାମଦେବ ବାବାଙ୍କ କିମ୍ଭୋ ଆପ୍ । କିନ୍ତୁ କୌଣସି ତ୍ରୁଟିବଶତଃ ଏହି ମେସେଜିଙ୍ଗ ଆପକୁ ବନ୍ଦ କରିଦିଆଯାଇଥିଲା । କୁହାଯାଉଛି ହ୍ୱାଟସଆପକୁ କଡ଼ା ଟକ୍କାର ଦେବ ସ୍ୱଦେଶୀ କିମ୍ଭୋ ଆପ୍ । ଏହି ଆପର…

ଆମ ଆଦମି ପାର୍ଟିକୁ ବଡ ଝଟକା : ଦଳ ଛାଡିଲେ ବରିଷ୍ଠ ନେତା ଆଶୁତୋଷ

କନକ ବ୍ୟୁରୋ : ଆମ ଆଦମି ପାର୍ଟିକୁ ବଡ ଝଟକା । ଦଳର ବରିଷ୍ଠ ନେତା ଆଶୁତୋଷ ଆଜି ସକାଳୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ସେ ନିଜେ ଏହି ଘୋଷଣା କରିଛନ୍ତି । ସାମ୍ବାଦିକରୁ ନେତା ବନିଥିବା ଆଶୁତୋଷ ଆଜି ଟ୍ୱିଟ କରି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ, ସବୁ…

ଅଭିଭାଷଣ ସମୟରେ ଲାଲ୍ କିଲ୍ଲାରୁ କାମର ହିସାବ ଦେବା ସହ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖାଇଲେ ମୋଦି : ଆଗାମୀ ନିର୍ବାଚନ…

କନକ ବ୍ୟୁରୋ : ୭୨ତମ ସ୍ୱାଧୀନତା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚମ ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ଓ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ମୋଦି…

ଅଳିଆ ଗଦାରେ ପରିଣତ ହେଲା ଲାଲ୍ କିଲ୍ଲା ମଇଦାନ : ସ୍ୱତନ୍ତ୍ରତା ଉତ୍ସବ ପାଳନ ପରେ କିଛି ଏଭଳି ଦେଖାଗଲା ଲାଲ୍ କିଲ୍ଲା

ଗୋଟିଏ ପଟେ ଯେଉଁଠି ସରକାର ‘ସ୍ୱଚ୍ଛ ଭାରତ ଅଭିଯାନ’ ଉପରେ ଜୋର୍ ଦେଉଛନ୍ତି, ସେଇଠି ଲାଲ୍ କିଲ୍ଲା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ପ୍ଲାଷ୍ଟିକ ବୋତଲ ଓ କଦଳୀ ଚୋପା ବିଛେଇ ପଡିଥିବା ନଜର ଆସିଥିଲା । ସମାରୋହରେ ଯେଉଁଠି ପିଲା ଓ ଜନସାଧାରଣ…

ଗୋଟିଏ ବର୍ଷରେ ପରଦାକୁ ଆସିଥିଲା ଏହି ସ୍ୱାଧିନତା ସଂଗ୍ରାମୀଙ୍କ ଉପରେ ଆଧାରିତ ୩ ଟି ଫିଲ୍ମ !

ଭାରତକୁ ଆଜାଦ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଶହିଦ କ୍ରାନ୍ତିକାରୀ ଭଗତ ସିଂଙ୍କୁ ଆଜି ଛୁଆଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ପରିଚିତ ଏବଂ ସମୟ ସମୟରେ ବଲିଉଡରେ ମଧ୍ୟ ଦେଶର ସ୍ୱତନ୍ତ୍ରତାକୁ ନେଇ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହିଭଳି ବର୍ଷକ ମଧ୍ୟରେ ଭଗତ ସିଂଙ୍କ ଉପରେ…