Daily Archives

August 15, 2018

ବିଜେପି ଅଧ୍ୟକ୍ଷ ଅମିତ ଶାହା ତ୍ରିରଙ୍ଗା ଉଡାଇବା ବେଳେ ଘଟିଲା ଅଘଟଣ ! ଖସିପଡିଲା ତ୍ରିରଙ୍ଗା, କଂଗ୍ରେସ କହିଲା କେମିତି…

ସାରା ଦେଶ ଆଜି ପାଳନ କରୁଛି ୭୨ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଲାଲକିଲ୍ଲା ଠାରେ ତ୍ରିରଙ୍ଗା ଉଡାଇବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପାର୍ଟି କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡାଇଛନ୍ତି ।…

ଆଜିଠାରୁ ଦେଶରେ ହେଉଛି ୫ଟି ବଡ଼ ପରିବର୍ତ୍ତନ ! ଆପଣ ବି ଜାଣନ୍ତୁ . . .

ଆଜି ସାରାଦେଶରେ ବେଶ୍ ଧୁମଧାମରେ ପାଳନ ହେଉଛି ସ୍ୱାଧୀନତା ଦିବସ । ଆଉ ଏଥିପାଇଁ ସାରା ଦେଶ ଉତ୍ସବ ମୁଖର । ତେବେ ଆଜି ଠାରୁ ଦେଶରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ହେଉଛି । ଆଜି ଜିଓ ବ୍ରଡ଼ବ୍ୟାଣ୍ଡ ସେବା ଓ ଜିଓଫୋନ୍-୨ ଲଂଚ କରିଛି । ଅନ୍ୟପଟେ ଟ୍ରେନର ସମୟସାରଣୀରେ ପରିବର୍ତ୍ତନ, ଆୟୁଷ୍ମାନ ଭାରତ,…

ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି: କେଉଁଠି ଧୋଇଗଲାଣି ରାସ୍ତା ତ ପୁଣି କେଉଁଠି ଟ୍ରେନଟ୍ରାକ ଉପରେ…

କନକ ବ୍ୟୁରୋ: ମାଟି ଅତଡା ଖସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କାକିରିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟିଟଲାଗଡରୁ ରାୟଗଡା ଏବଂ ରାୟଗଡାରୁ କୋରାପୁଟକୁ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି ।…

ଏଜୁକେସନ୍ ସିଟି ରଚିଲା ଇତିହାସ : ଦେଶର କୋଣ-ଅନୁକୋଣରୁ ଆସିଥିବା ୩୦ହଜାର ପିଲା ଏକସଙ୍ଗେ ଜାତୀୟ ସଙ୍ଗୀତ ଗାନ କରି…

ସ୍ୱତନ୍ତ୍ରତା ଦିବସ ଅବସରରେ ଶିକ୍ଷାର ସହର କୋଟାର ଛାତ୍ରମାନେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଓ ଏହି ରେକର୍ଡ ଏକ ସାଥିରେ ୩୦ ହଜାର ଛାତ୍ରଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରିବା । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀ ଏକ ସାଙ୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି…

ସୋସିଆଲ୍ ମିଡିଆରେ ପୁଣି ଚର୍ଚ୍ଚାରେ ଭାରତୀୟ ସେନା ! କାହିଁକି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

କେରଳ ରାଜ୍ୟର ଏକ ଗ୍ରାମରେ ହୋଇଥିବା ବାତ୍ୟା ପରଠାରୁ ସେଠାକାର ଯାତାୟତର ମାଧ୍ୟମ ପାଲଟିଥିବା ଏକ ସେତୁ ଭୁଷୁଡି ପଡିଥିଲା । ଯାହାଦ୍ୱାରା ଯାତାୟତରେ ବିଭିନ୍ନ ପ୍ରକାର ଅସୁବିଧା ହେବାସହ ସ୍କୁଲ ପିଲାଙ୍କ ପାଠପଢା ମଧ୍ୟ ବ୍ୟାଘାତ ହେଲା । ତେବେ ଏହି ବିପତ୍ତିରେ ଲୋକଙ୍କୁ ସାହଯ୍ୟ କରିବା ପାଇଁ…

ସେପ୍ଟେମ୍ବର ୨୫ରୁ ‘ଆୟୁଷ୍ମାନ ଭାରତ’ ! ଜାଣନ୍ତୁ କେଉଁମାନେ ଓ କିଭଳି ଉଠାଇବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତୋଳନ କରି ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୨୫ରୁ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରେ ଏହି ଯୋଜନା ଲାଗୁ ହେବ । ଏଥିରେ…