Daily Archives

August 13, 2018

ଶ୍ରାବଣ ମାସରେ ଶିବ ମନ୍ଦିରରେ ଜଳାଭିଷେକ ମନା : ସୁବର୍ଣ୍ଣପୁର ପଂଚରଥ ମନ୍ଦିରର ନିଆରା ପରମ୍ପରା

କନକ ବ୍ୟୁରୋ : ଶ୍ରାବଣ ମାସ । ଶୈବପୀଠରେ ବୋଲବମ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ । ପବିତ୍ର ନଦୀଗୁଡିକରୁ ପାଣି କଳସୀ ନେଇ ଭକ୍ତମାନେ ଜଳାଭିଷେକ ପାଇଁ ଛୁଟି ଯାଉଛନ୍ତି ଦୂର ଦୁରାନ୍ତରେ ଥିବା ଶୈବପୀଠଗୁଡିକୁ । ହେଲେ ସୁବର୍ଣ୍ଣପୁର ସହରରେ ଏମିତି ଏକ ଶିବ ମନ୍ଦିର ରହିଛି ଯେଉଁଠି…

ସରକାରୀ ବିଦ୍ୟାଳୟ ପରିସରରେ ଚାଲିଛି ବେସରକାରୀ ସ୍କୁଲ ! ସକାଳ ୧୦ଟା ପରିବର୍ତ୍ତେ ୧୧ଟାରେ ଆରମ୍ଭ ହେଉଛି ପାଠପଢା ।…

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟ ପରିସରରେ ଚାଲିଛି ବେସରକାରୀ ବିଦ୍ୟାଳୟ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୩ଟି ସରକାରୀ ବିଦ୍ୟାଳୟ କ୍ୟାମ୍ପସରେ ଏହି ବିଚିତ୍ର ଶିକ୍ଷାବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ରାଜନଗର ବ୍ଲକ କେରୁଆଁପାଳ ପଂଚାୟତ…

ଶିକ୍ଷକ ନା ରାକ୍ଷସ ! ଆସିବାରେ ଡେରି କରିବାରୁ ଛାତ୍ରକୁ ନିର୍ଧୁମ ଛେଚିଲେ ଶିକ୍ଷକ । ସିସିଟିଭିରେ କଏଦ ହେଲା ଦୃଶ୍ୟ

ସ୍କୁଲରେ ଶିକ୍ଷକଙ୍କ ଉନ୍ମତକାଣ୍ଡ । ଛାତ୍ରକୁ ନିର୍ଧୁମ ଛେଚିଲେ ଶିକ୍ଷକ । ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ରାଜସ୍ଥାନ ଦୌସା ଜିଲ୍ଲାର ଦେଦୱାସ୍ ରସ୍ୱାମୀ ବିବେକାନନ୍ଦ ମଡେଲ ସ୍କୁଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେହି କିଛି ବୁଝିବା ଆଗରୁ ଶିକ୍ଷକ…

ଚିଲିକା ‘ୱାଟର ଏରୋଡ୍ରମ’ ପଲିଟିକ୍ସ । ପ୍ରକଳ୍ପକୁ ନେଇ ବିଜେଡି ଉଠାଇଲା ପ୍ରଶ୍ନ , ଜବାବ ରଖିଲା ବିଜେପି

କନକ ବ୍ୟୁରୋ: ଚିଲିକାରେ ୱାଟର ଏରୋଡ୍ରମ ନିର୍ମାଣକୁ ନେଇ ବିଜେଡି ବିଜେପି ମୁହାଁ ମୁହିଁ । ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସିପ୍ଲେନ୍ ଅବତରଣ କରିବା ପାଇଁ ୱାଟର ଏରୋଡ୍ରମ ହେବା ଦ୍ୱାରା ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ ।…

ସୋଶିଆଲ ମିଡିଆରେ ଭାଇରାଲ ହେଲା ପୁରୁଣା ଟିଭି ସେଟ୍ ରେ ତିଆରି ଘରର ଫଟୋ । କିଛିି କଲେ ପ୍ରଂଶସା ତ କିଛିି କହୁଛନ୍ତି…

ଆପଣ ଏପର୍ଯ୍ୟନ୍ତ ଘର ଓ ବିଲ୍ଡିଙ୍ଗ କାନ୍ଥ ସବୁବେଳେ ଇଟା ଓ ପଥରରେ ନିର୍ମିତ ହେଉଥିବା ଦେଖିଥିବେ । କିନ୍ତୁ ଆଜିକାଲି ସୋଶିଆଲ ମିଡିଆରେ ଭିଏତନାମର ଏକ ଘରର ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି । ଭିଏତନାମର ହୋନ୍ ଥାମ୍ ନାମକ ଦ୍ୱୀପରେ ଏମିତି ଏକ ଘର ଅଛି ଯାହାର କାନ୍ଥ, ସେ ପାଖ ଦେଇ ଯାଉଥିବା…

ଦୀପାବଳିରେ ଲୋକଙ୍କ ପାଇଁ ଜିଓର ବଡ଼ ଉପହାର । ମାତ୍ର ୫୦୦ ଟଙ୍କାରେ ଯୋଗାଇବ ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା

କନକ ବ୍ୟୁରୋ : ସାରା ଭାରତରେ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ପଛରେ ପକାଇଛି ଜିଓ । ବରାମ୍ବାର ବିଭିନ୍ନ ପ୍ରକାରର ଅଫର ଦେଇ ଲୋକମାନଙ୍କ ମନକୁ କିଣି ପାରିଛି । ତେଣୁ ଲୋକମାନେ ମଧ୍ୟ ଅନ୍ୟ ସିମ ଅପେକ୍ଷା ଜିଓକୁ ଆପଣଆଇଛନ୍ତି । ଦେଶରେ ପରିସ୍ଥିତି ଏପରି ହେଲାଣି ଅନ୍ୟ ସିମକୁ ଲୋକମାନେ ଆପଣାଉ…