Daily Archives

June 15, 2018

କାହିିଁକି ହୋଇଥିଲା ରତ୍ନଭଣ୍ଡାରର ଡ଼ୁପ୍ଲିକେଟ ଚାବି ? କେବେ ମୁହଁ ଖୋଲିବେ ପୁରୀ ଗଜପତି

କନକ ବ୍ୟୁରୋ : ପ୍ରଥମେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ପରେ ଡୁପ୍ଲିକେଟ ଚାବି ମିଳିବା ପ୍ରସଙ୍ଗରେ ଗଜପତି ମହାରାଜ କେବେ ମୁହଁ ଖୋଲିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ସରକାରଙ୍କ ହାତକୁ ଆସିବା ଦିନରୁ ପ୍ରଶାସନ ଓ ସରକାର ବରମ୍ବାର ବଦଳିଛନ୍ତି । ହେଲେ…

ମନ୍ଦିରମାଳିନୀ ସହରରେ ଜୀବନ୍ତ ଠାକୁରଙ୍କୁ ଦୁର୍ବ୍ୟବହାର ଓ ଅପମାନ କରୁଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ ସନ୍ତାନ!…

ମନ୍ଦିର ମାଳିନୀ ସହରରେ ଅଧିକ ଅପମାନିତ ହେଉଛନ୍ତି ବୟସ୍କ ଲୋକ । ମନ୍ଦିର ଭଳି ପବିତ୍ର ଭୁବନେଶ୍ୱରରେ କିନ୍ତୁ ଜୀବନ୍ତ ଠାକୁରଙ୍କୁ ଅଧିକ ଦୁବ୍ୟବହାର କରାଯାଉଛି । ଆଉ ଏଭଳି କରିବାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଭୁବନେଶ୍ୱର । ଯାହା ରାଜ୍ୟ ପାଇଁ ଏକ ଲଜ୍ଜା । ଦେଶର ନମ୍ବର ୱାନ ସ୍ମାର୍ଟ…

ଆମ ପାଇଁ କର ରେଡ଼ଲାଇଟ ଜୋନ ! ଦାବି କଲା କିନ୍ନର ମହାସଂଘ, ଅନ୍ୟପଟେ ନାଗାବାବାଙ୍କୁ ନିସ୍ତୁକ ମାଡ ମାରି ଗିରଫ ହେଲେ ୭…

କନକ ବ୍ୟୁରୋ : ଖଣ୍ଡିଗିରିରେ ନାଗାସାଧୁଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ମହଙ୍ଗା ପଡିଛି କିନ୍ନରଙ୍କୁ । ଆଜି ୭ ଜଣ କିନ୍ନରଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏଥିସହ ଗତକାଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିସିପି । ଏହାରି…

ଭାରତରେ ଅଛି ଦୁନିଆର ସବୁଠାରୁ ବଡ ପଙ୍ଖା : ୬ ପାତିଆ ବିଶିଷ୍ଟ ଏହି ଅଦ୍ଭୁତ ପଙ୍ଖା ହଜାର ହଜାର ଲୋକଙ୍କୁ ରଖେ ଥଣ୍ଡା

ରାଜସ୍ଥାନର ରାଜଧାନୀ ପିଙ୍କ ସିଟି ଅର୍ଥାତ୍ ଜୟପୁର ନିଜ ଆଶ୍ଚର୍ଯ୍ୟଜନକ ଏବଂ ଅସାଧାରଣ ନିର୍ମାଣ ଶୈଳୀ ପାଇଁ ବହୁତ ଆଗରୁ ଦେଶ ଏବଂ ଦୁନିଆର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ହଜାର ବର୍ଷ ପୂର୍ବରୁ ନିର୍ମାଣାଧୀନ ଗଡ ଆଜି ବି ନିଜର ଗୈାରବଶାଳୀ ଅତୀତକୁ ସଜାଇ ରଖିଛି ।…

ଆଉ ଟ୍ରେନରେ ଅସୁବିଧାର ସମ୍ମୁଖୀନ ହେବେନି ରୋଗୀ ଓ ଗର୍ଭବତୀ ମହିଳା । ଟ୍ରେନରେ ରହିବ ୮୮ଟି ଜୀବନରକ୍ଷାକାରୀ ଔଷଧ

ଆଉ ରୋଗୀଙ୍କୁ ଟ୍ରେନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏଣିକି ସବୁ ଟ୍ରେନଗୁଡ଼ିକରେ ଓ ଷ୍ଟେସନ ଗୁଡ଼ିକରେ ୮୮ଟି ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ, ଇଂଜେକ୍ସନ ଓ ଉପକରଣ ରହିବ । ଏବେ ଏହି ବ୍ୟବସ୍ଥା କେବଳ କେତେକ ନିର୍ଦ୍ଦିଷ୍ଟ ଦୂରଗାମୀ ଟ୍ରେନ ଓ କେତେକ ପ୍ରମୁଖ ଷ୍ଟେସନରେ…

ଦୁନିଆର ସବୁଠାରୁ ବଡ କମ୍ପାନୀ ‘ଆପଲ୍’ ତା’ କର୍ମଚାରୀଙ୍କ ପାଇଁ ଆଣିଛି ଏହି ନୂଆ ବ୍ୟବସ୍ଥା : ଏଥିପାଇଁ ଖର୍ଚ୍ଚ କରିଛି…

ଯଦି ଆପଣ ଅଫିସ୍ ଯାଆନ୍ତି, ତେବେ ଆପଣ ନିଜର ସବୁ କାମ ଚୈାକିରେ ବସି କରନ୍ତି । ବହୁତ କମ୍ ହିଁ ଏମିତି ହେଉଥିବ କି ଆପଣଙ୍କୁ ଛିଡା ହୋଇ କି ନିଜ କାମ କରିବାକୁ ପଡୁଥିବ । କିନ୍ତୁ ଦୁନିଆର ସବୁଠାରୁ ବଡ ଟେକନେଲୋଜି କମ୍ପାନୀ ଆପଲ୍ ନିଜ କର୍ମଚାରୀଙ୍କୁ ଏବେ ଛିଡା ହୋଇ କାମ କରିବା ପାଇଁ ପରାମର୍ଶ…