Daily Archives

June 11, 2018

ରଜ ଡ୍ରେସ କିଣିବାକୁ ବାପାଙ୍କୁ ପଇସା ମାଗିଥିଲା ଝିଅ : ବାପା ଅସମର୍ଥ ହେବାରୁ ଭାଙ୍ଗିଗଲା ମନ, ବେକରେ ଫାଶି ଲଗାଇ ଜୀବନ…

କନକ ବ୍ୟୁରୋ : ଜୀବନର ମୂଲ୍ୟ ମାତ୍ର ଦେଢଶହ ଟଙ୍କା । ରଜ ସଜବାଜ ପାଇଁ ଦରକାର ଥିଲା ଟଙ୍କା । ହେଲେ ଆର୍ଥିକ ଅନଟନ କାରଣରୁ ଟଙ୍କା ଦେଇପାରିଲେନି ବାପା । ନିଜର ହିତାହିତ ଜ୍ଞାନ ହରାଇ ଝିଅ ଚାଳ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା…

ଶେଷ ହେଲା ବିଜେପିର ମହିଳା ସୁରକ୍ଷା ଯାତ୍ରା ! ବିଜେପି ମହିଳାମୋର୍ଚ୍ଚାର ଅଭିଯୋଗ, ରାଜ୍ୟରେ ଅସୁରକ୍ଷିତ ମହିଳା ।

କନକ ବ୍ୟୁରୋ : ସରିଲା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟବ୍ୟାପୀ ମହିଳା ସୁରକ୍ଷା ଯାତ୍ରା । ଗତ ମେ ୧୭ ତାରିଖରୁ ରାଜ୍ୟରେ ଥିବା ୩୬ଟି ସାଂଗଠନିକ ଜିଲ୍ଲାକୁ ମହିଳା ସୁରକ୍ଷା ଏଜେଣ୍ଡା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ଥିତି ପରଖିଥଲା ବିଜେପି ମହିଳା ମୋର୍ଚ୍ଚା । ଅଭିଯାନ ସମାପ୍ତି ପରେ…

ମୋଦି ସରକାର ଆଣିଲେ ନୂଆ ଯୋଜନା ! ଏଣିକି ଘରେ ବସି କମାଇ ପାରିବେ ହଜାର ହଜାର ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା ।

ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ଏକ ନୂଆ ଯୋଜନା । ଯେଉଁଥିରେ ଆପଣ ଘରେ ବସି ରୋଜଗାରସ କରିପାରିବେ ହଜାର ହଜାର ଟଙ୍କା । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମୋଦି ସରକାର ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏଥିରେ ଭାଗ ନେଇ ଆପଣ ଜିତିପାରିବେ ୩୧ ହଜାର ଟଙ୍କା । ଏଥିରେ…

ରତ୍ନ ଭଣ୍ଡାର ଚାବିକୁ ନେଇ ବିଜେଡି-ବିଜେପି କଳି : ମୁହାଁମୁହିଁ ହେଲେ ପୀତାମ୍ବର ଆଚାର୍ଯ୍ୟ ଓ ପିନାକୀ ମିଶ୍ର

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । କମିସନ ତଦନ୍ତ ବସାଇ ମୁଖ୍ୟମନ୍ତ୍ରୀ କେବଳ ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଓଡ଼ିଆଙ୍କ…

ଦିଲ୍ଲୀ ବଜାରରେ ଓଡିଶା ଆମ୍ବ : ରାୟଗଡାରୁ ଦିଲ୍ଲୀ ଓ ରାୟପୁର ଗଲା ୨୦୦ ମେଟ୍ରିକ ଟନର ବିଭିନ୍ନ କିସମ ଆମ୍ବ

କନକ ବ୍ୟୁରୋ : ଦିଲ୍ଲୀ ଗଲା ରାୟଗଡାର ଆମ୍ବ । ନୂଆ ଦିଲ୍ଲୀର ବଜାରରେ ଏବେ ମିଳିବ ରାୟଗଡାର ସୁସ୍ୱାଦୁ ଆମ୍ବ । ଆଜି ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ୨ଶହ ମେଟ୍ରିକ୍ ଟନ୍ ଆମ୍ବ ରାୟଗଡାରୁ ଟ୍ରେନରେ ଦିଲ୍ଲୀ ପଠାଯାଇଛି । ଏବଂ ଆମ୍ବଚାଷୀ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପାଇପାରିଛନ୍ତି ।…