Daily Archives

June 11, 2018

ଶ୍ରୀମନ୍ଦିରରେ ଅବ୍ୟବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ ! ପ୍ରଶ୍ନ କଲେ, ଦୁଇଟି ସରକାରରେ ବିଜେପିର…

କନକ ବ୍ୟୁରୋ : ବିଜେପି ବନାମ ଶଙ୍କରାଚାର୍ଯ୍ୟ । ଭାରତୀୟ ଜନତା ପାର୍ଟି ବିରୋଧରେ ବର୍ଷିଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ବିଜେଡି-ବିଜେପି ମେଂଟ ସରକାରରେ ଦୀର୍ଘ ୯ ବର୍ଷ ଧରି ବିଜେପିର ଆଇନ ମନ୍ତ୍ରୀ ରହିଥିଲେ ମଧ୍ୟ, ଶ୍ରୀମନ୍ଦିରରେ ଅବ୍ୟବସ୍ଥା ଦୂର କରିବାକୁ କି…

୮୦ବର୍ଷର ବୃଦ୍ଧାଙ୍କୁ କାଠ ଫାଳିଆରେ ନିସ୍ତୁକ ପିଟିଲା ଜନ୍ମକଲା ପୁଅ : ହେଲେ ପୁଅ ପ୍ରତି କମୁନି ମାଆର ମମତା, କହିଲେ…

କନକ ବ୍ୟୁରୋ : ମା-ପୁଅଙ୍କ ସେହ୍ନ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ଶ୍ରବଣ କୁମାରଙ୍କଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀରାମଙ୍କ ଯାଏଁ । ମା’ ପାଇଁ ପୁଅ କ’ଣ କରିନପାରେ । ହେଲେ ଏସବୁ ପ୍ରେରଣା ଦାୟୀ କାହାଣୀ ଭିତରେ ବାଲେଶ୍ୱର ଜିଲ୍ଲରୁ ଆସିଛି ଏମିତି ଏକ ଖବର, ଯାହା ପୁଅ ଜନ୍ମ କରିଥିବା…

ପୁଅ ବୁଝିଲାନି ମା’ର ମମତା ! କଟୁରୀରେ ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କଲା ପୁଅ ।

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁ ମା ଦିନେ ନିଜ ପୁଅକୁ ଗେହ୍ଲା ବସରରେ ବଡ କରିଥିଲା ସେଇ ମା ଜାଣିନଥିଲା ଯେ ନିଜ ପୁଅ ହିଁ ତାର ମୃତ୍ୟୁର କାରଣ ସାଜିବ । ଜନ୍ମକଲା ପୁଅ ହିଁ ନିଜ ମାର ଜୀବନ ନେଇଯିବ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ଏମାନେ ହେଉଛନ୍ତି ଭାରତର ଟପ୍ ଏନକାଉଣ୍ଟର ସ୍ପେଶାଲିଷ୍ଟ ! ଯାହାଙ୍କ ନାଁ ଶୁଣିଲେ ଥରିଉଠନ୍ତି ଅପରାଧୀ ।

ଦିଲ୍ଲୀ ଛତ୍ରପୁରରେ ଗତ ଶନିବାର ଦିନ ହୋଇଥିବା ଏନକାଉଣ୍ଟରରେ ପାଞ୍ଚଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି । ବହୁବର୍ଷ ହେବ ଦିଲ୍ଲୀରେ ରାଜ କରୁଥିବା କୁଖ୍ୟାତ ଅପରାଧୀ ରାଜେଶ ଭାରତି ଏବଂ ତାଙ୍କର ୪ଜଣ ସାଥୀ ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ…

ପ୍ରଣବଙ୍କୁ ନାହିଁ ନିମନ୍ତ୍ରଣ ! ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପଡିଲା ମହଙ୍ଗା, ପ୍ରଣବ ମୂଖାର୍ଜୀଙ୍କୁ ଇଫତାର…

କଂଗ୍ରେସରେ ବଢ଼ିଲା ପ୍ରଣବଙ୍କୁ ନେଇ ରାଜନୀତି । ଗତ ୭ ତାରିଖ ଦିନ ନାଗପୁରରେ ଆୟୋଜିତ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଛୁଆଁ ହୋଇଗଲେ ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ନେତା ପ୍ରଣବ ମୂଖାର୍ଜୀ । ଆରଏସଏସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତାମାନେ…

ଏଠାରେ ୧ ଲକ୍ଷ ଟଙ୍କା ନିବେଶ ଉପରେ ମିଳିଛି ବଡ ଫାଇଦା ! ମାତ୍ର ଦୁଇ ବର୍ଷରେ ହେଲା ୫ ଲକ୍ଷ ଟଙ୍କା ।

ସୁରକ୍ଷିତ ଭବିଷ୍ୟତ ପାଇଁ ନିବେଶ କରିବା ଅତ୍ୟନ୍ତ ଜରୁରୀ ଅଟେ । ନିବେଶ ପାଇଁ ସବୁବେଳେ ଏମିତି ବିକଳ୍ପ ଖୋଜିବା ଉଚିତ, ଯେଉଁଠି ଆପଣଙ୍କ ଟଙ୍କା କମ ସମୟରେ ଦୁଇଗୁଣା କିମ୍ବା ତିନିଗୁଣା ହୋଇଯିବ । ବହୁତ ସାରା ବ୍ୟାଙ୍କ ସେଭିଙ୍ଗ ଆକାଉଣ୍ଟ, ଏଫଡି, ପୋଷ୍ଟ ଅଫିସ କିମ୍ବା ଏହିଭଳି ଅନ୍ୟ ଯୋଜନାରେ…