Daily Archives

June 7, 2018

ପ୍ରଣବ ଦା’ କହିଲେ ଦେଶଭକ୍ତିର କଥା ! ଆରଏସଏସ୍ ଶିବିରରେ ସଂଘ ପ୍ରତିଷ୍ଠାତାଙ୍କୁ ପ୍ରଶାଂସା କଲେ ପୂର୍ବତନ ରାଷ୍ଟ୍ରପତି,…

କନକ ବ୍ୟୁରୋ : ସବୁ ବାଦ ବିବାଦକୁ ପଛରେ ପକାଇ ସଂଘ ଶିବିରରେ ପହଁଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି । ନାଗପୁର ସ୍ଥିତ ଆରଏସଏସ ମୁଖ୍ୟାଳୟରେ ସଂଘ ଶିକ୍ଷା ବର୍ଗ ତୃତୀୟ ବର୍ଷର ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରଣବ ମୁଖାର୍ଜି । କଂଗ୍ରେସ ନେତୃବୃନ୍ଦଙ୍କ…

ଏଣିକି କ୍ଷୀର, ଅଣ୍ଡା ଏବଂ ବ୍ରେଡ ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯିବାକୁ ପଡିବ ନାହିଁ ! ଏହି କମ୍ପାନୀ…

ଏଣିକି ଆପଣଙ୍କୁ କ୍ଷୀର କିଣିବା ପାଇଁ ଘରୁ ବାହାରକୁ ଯିବାକୁ ପଡିବ ନାହିଁ । ଲୋକମାନେ ଏବେ ଯେକୌଣସି ମୁହୁର୍ତ୍ତରେ ଚାହିଁବେ ଘରେ ବସି କ୍ଷୀର ଅଡର କରିପାରିବେ । କିଶୋର ବିଆନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏକ କମ୍ପାନୀ “ଫ୍ୟୁଚର ଗ୍ରୁପ” ପ୍ରତିଦିନ ସକାଳୁ କ୍ଷୀର, ଅଣ୍ଡା ଏବଂ ବ୍ରେଡ…

ମାତ୍ର ୫ ହଜାର ଟଙ୍କା ଦେଇ ଘରକୁ ଆଣନ୍ତୁ କାର ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ସୁବର୍ଣ୍ଣ ସୁଯୋଗ ।

କାର କିଣିବାରେ ସଉକ ରଖୁଥିବା ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ମାତ୍ର ୫ ହଜାର ଟଙ୍କା ଇଏମଆଇ ବିନିମୟରେ ଏବେ କିଣି ପାରିବେ କାର । ପୂର୍ବରୁ ଗୋଟିଏ କାର କିଣିବା ପାଇଁ ଉପଭୋକ୍ତାଙ୍କୁ ମୋଟା ରକମର ଡାଉନପେମେଣ୍ଟ ଦେବାକୁ ପଡୁଥିଲା । ଏବଂ ମୋଟା ରକମର ଇଏମଆଇ ମଧ୍ୟ ଦେବାକୁ ପଡୁଥିଲା ।…

ନାଁ ନନେଇ ଦଳୀୟ ନେତାଙ୍କୁ ଦିଲ୍ଲୀପ ରାୟଙ୍କ ଟାର୍ଗେଟ ! ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି ଆମ ନେତା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କ ବୟାନକୁ ନେଇ ଚର୍ଚ୍ଚା । ଜୁଏଲ ଓରାମଙ୍କ ନାଁ ନନେଇ ଦିଲ୍ଲୀପ କହିଛନ୍ତି, ତାଙ୍କ ଦଳର କିଛି ନେତା, ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରୁଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ…

ପ୍ରସ୍ତୁତ ହୋଇଯାଆନ୍ତୁ ! ଆଗାମୀ ଦିନରେ ସମସ୍ତ ବିଦ୍ୟୁତ ମିଟର ହେବ ସ୍ମାର୍ଟ ପ୍ରିପେଡ ।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ଗୁରୁବାର କହିଛନ୍ତି ଯେ, ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ସମସ୍ତ ବିଦ୍ୟୁତ ମିଟର ସ୍ମାର୍ଟ ପ୍ରିପେଡ ମିଟରରେ ପରିଣତ ହେବ । ଘରେ ଘରେ ଆଉ ବିଦ୍ୟୁତ ବିଲ ପହଞ୍ଚିବ ନାହିଁ । ମିଟର ନିର୍ମାତା ମାନଙ୍କର ଏକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଆରକେ ସିଂହ…

ଅଧିକ ଲୋକପ୍ରିୟତା ପରେ ଅଡୁଆରେ ଡ୍ୟାନ୍ସିଂ ଅଙ୍କଲ ! ଉଠାଇଲେ ଏହି ପଦକ୍ଷେପ ।

ରାତାରାତି ଇଣ୍ଟରନେଟରେ ହାଇଲାଇଟ ହୋଇଥିବା ଡବୁ ଅଙ୍କଲ ଅର୍ଥାତ ସଞ୍ଜୀବ ଶ୍ରୀବାସ୍ତବ ଦେଶବିଦେଶରେ ନିଜ ଡ୍ୟାନ୍ସ ଭିଡିଓ ପାଇଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଡବୁ ଅଙ୍କଲର ଲୋକପ୍ରିୟତା ଏତେ ମାତ୍ରାରେ ବଢିଯାଇଛି ଯେ, ଏବେ ତାଙ୍କୁ ଅନେକ ଟିଭି ସୋରୁ ଅଫର ମିଳୁଥିବା ଖବର…