Daily Archives

June 7, 2018

ରତ୍ନଭଣ୍ଡାର ଚାବିର ଗୁମର ଖୋଲିଲେ ଗଜପତି ! କହିଲେ, ମୋ ପାଖରେ ଚାବି ନାହିଁ, ୧୯୬୦ ମସିହା ପରଠାରୁ ଚାବି ରଖିବା ରାଜ୍ୟ…

କନକ ବ୍ୟୁରୋ : ମୋ ପାଖରେ ଭିତର ଭଣ୍ଡାର ଚାବି ନାହିଁ । ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ଚାବି, ଗଜପତିଙ୍କ ପାଖରେ ରହେ ନାହିଁ ବୋଲି ସୂଚନା ଦେଇଛନ୍ତି ଗଜପତିଙ୍କ କାର୍ଯ୍ୟାଳୟ । ଶ୍ରୀ ଜଗନ୍ନାଥ…

ଜୋର ଧରୁଛି ରଜୋ ନୁହେଁ ରଜ ଅଭିଯାନ ! ସାମିଲ ହେଲେ ପ୍ରଶାସନିକ ଅଧିକାରୀଙ୍କ ସମେତ ରାଜନେତା ଓ ସେଲିବ୍ରିଟି ।

କନକ ବ୍ୟୁରୋ : ରଜୋ ନୁହେଁ ରଜ । ପ୍ରାୟେ ମାସେ ହେଲା ସୋସିଆଲ୍ ମିଡିଆରେ ଚାଲିଛି ଏଭଳି ଏକ କ୍ୟାମ୍ପେନ୍ । ସାଧାରଣ ଲୋକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଏଭଳି ଅଭିଯାନରେ ସାମିଲ ହେଉଛନ୍ତି । ବିଶେଷକରି ବିଜ୍ଞାପନ ଗୁଡ଼ିକରେ ରଜକୁ ଇଂରାଜୀରେ ଲେଖିବା ବେଳେ ଯେଉଁଭଳି ଭାବେ ଏହାକୁ କଦର୍ଥ…

ସାଢ଼େ ୩ ଘଣ୍ଟାର ଅପରେସନ ହେଲା ସଫଳ, ମହିଳାଙ୍କ ଛାତିରୁ ବାହାରିଲା ୬ ଇଞ୍ଚର ତୀର!

କନକ ବ୍ୟୁରୋ : ଆଜି କଟକ ବଡ ଡାକ୍ତରଖାନାରେ ଏକ ବିରଳ ଅପରେସନ କରି ସଫଳ ହୋଇଛନ୍ତି ଡାକ୍ତର । କେନ୍ଦୁଝରର ଜଣେ ମହିଳାଙ୍କ ପିଠିରେ ତୀର ପଶିଯାଇଥିଲା । ତୀରଟି ଛାତି ଭିତରେ ଅଟକିରହିଥିବା ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ୍ ଅଣାଯାଇଥିଲା । ଆଜି ମହିଳାଙ୍କୁ ଅପରେସନ୍ କରି ସଫଳତାର ସହ ତୀରଟି…

ସୁନ୍ଦରଗଡ଼ରେ ଆଦିବାସୀ ଆରମ୍ଭ କଲେ ପଥର ଗାଡ଼ ଶାସନ ! କବଜାକୁ ନେଲେ ଶାସନ ବ୍ୟବସ୍ଥା, ପ୍ରଶାସନିକ ଅଧିକାରୀଙ୍କ ପ୍ରବେଶରେ…

କନକ ବ୍ୟୁରୋ : ଶାସନ-ପ୍ରଶାସନ ଏବଂ ଆଇନ-କାନୁନକୁ ବେଖାତିର କରି ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ଆରମ୍ଭ କରିଛନ୍ତି ପଥର ଗାଡ଼ ଶାସନ । ଅର୍ଥାତ୍ ପଥର ପୋତି, ନିଜ ଗାଁକୁ ନିଜେ ଶାସନ କରିବାକୁ ନିଷ୍ପତି ନେଇଛନ୍ତି । ଯାହା ଫଳରେ ଏହି ଆଦିବାସୀ ଗାଁ ଗୁଡ଼ିକୁ ପ୍ରଶାସନର କୌଣସି ଅଧିକାରୀଙ୍କୁ…

ଗୁଗୁଲର ବଡ ସଫଳତା ! ଭାରତର ୪୦୦ଟି ରେଲୱେ ଷ୍ଟେସନରେ ଦେଇ ସାରିଲାଣି ମାଗଣା ୱାଇଫାଇ ସେବା ।

ଭାରତର ୪୦୦ଟି ରେଲୱେ ଷ୍ଟେସନରେ ରେଲଟେଲର ସହଯୋଗରେ ଗୁଗୁଲ ପକ୍ଷରୁ ଫ୍ରି ୱାଇଫାଇ ସେବା ଆରମ୍ଭ କରାଯାଇଛି । ଏନେଇ ଗୁଗୁଲ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରକାଶ ପାଇଛି । ୨୦୧୬ ମସିହାରେ ଡିଜିଟାଲ ଇଣ୍ଡିଆ ପ୍ରକ୍ରିୟାରେ ମୁମ୍ବାଇ ଷ୍ଟେସନ ଠାରୁ ଏହାର ଶୁଭାରମ୍ଭ କରାଯାଇଥିଲା । ତେବେ ଆସାମର…

ଉଛୁଳିବ ଡ୍ରେନ, ଭାସିବ କଟକ ! ସିଲଭରସିଟିକୁ ଘାରିଛି ବର୍ଷା ଭୟ, କୁଢ଼କୁଢ଼ ଅଳିଆଆବର୍ଜନାରେ ଭର୍ତି ହୋଇଛି କେନାଲ

କନକ ବ୍ୟୁରୋ : ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୋ÷ସୁମୀ ଶୀଘ୍ର ଆସୁଛି । ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୋ÷ସୁମୀ ଓଡିଶା ଛୁଇଁବ ବୋଲି ପାଣିପାଗ ବିଭାଗ ଆଳଳନ କରିଛି । ତେବେ ବର୍ଷା ଆସିବା ପୂର୍ବରୁ ହଜାରେ ବର୍ଷର ପୁରୁଣା ସହର କଟକକୁ ଘାରିଛି ବର୍ଷା ଭୟ । ଅଳିଆ ଆବର୍ଜନାରେ ଭର୍ତି…