Daily Archives

June 6, 2018

ଲୋକନାଥଙ୍କୁ ଛୁଇଁ ରାଣ ଖାଇଛି, ଖୋଲି ପାରିବିନି ରତ୍ନଭଣ୍ଡାରର ରହସ୍ୟ !

କନକ ବ୍ୟୁରୋ : ରାଣ ଦେଇଥିଲା ପ୍ରଶାସନ । ଏପ୍ରିଲ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ସମୟରେ ମୁହଁ ଖୋଲିବାକୁ ବାରଣ କରିଥିଲା ପ୍ରଶାସନ । ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ଏଏସଆଇ କମିଟିର ସଦସ୍ୟ ଜି.ସି ମିତ୍ର । ଏପ୍ରିଲ ମାସରେ ରତ୍ନଭଣ୍ଡାର ଯାଂଚ ପାଇଁ ଏକ କମିଟି ମନ୍ଦିର ଭିତରକୁ…

୨୦୧୯ ପାଇଁ ନିରଞ୍ଜନ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ ! ମିଶ୍ରଣ ପର୍ବରେ କଂଗ୍ରେସକୁ ବାଏ ବାଏ କରିଥିବା ନେତାଙ୍କ…

କନକ ବ୍ୟୁରୋ : ଆଉ ଏକ ରାଜନୈତିକ ଘଟଣାକ୍ରମରେ କଂଗ୍ରେସ ଦଳରେ ନୂଆ କଥା ଦେଖିବାକୁ ମିଳିଛି । ପୂର୍ବରୁ କଂଗ୍ରେସ ଦଳ ଛାଡି ନେତା ଅନ୍ୟ ଦଳକୁ ଯାଉଥିବାର ଖବର ଶିରୋନାମା ବନୁଥିବା ବେଳେ ଆଜି କଂଗ୍ରେସ ଦଳରେ ନେତାଙ୍କ ମିଶ୍ରଣକୁ ନେଇ ଆସିଛି ବଡ଼ ଖବର । ଦଳ ଛାଡିଥିବା ନେତା ଆଜି କଂଗ୍ରେସରେ ମିଶି…

ରତ୍ନଭଣ୍ଡାରରେ ରହିଛି ରହସ୍ୟମୟ ବ୍ରହ୍ମଜ୍ୟୋତି ହୀରା ! ୧୯୭୮ରେ ଶ୍ରୀଜୀଉଙ୍କ ହୀରା ଦେଖି ଚକିତ ହୋଇଯାଇଥିଲେ ଗୁଜରାଟର…

କନକ ବ୍ୟୁରୋ : ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ଚର୍ଚା ଭିତରେ ଆଜି କେହି କେବେ ଶୁଣିନଥିବା ଭଳି ଏକ ଚର୍ଚା ସାମ୍ନାକୁ ଆସିଛି । ବରିଷ୍ଠ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାଷ୍କର ମିଶ୍ର, ରତ୍ନଭଣ୍ଡାରରେ ଏକ ରହସ୍ୟମୟ ହୀରା ଥିବା ନେଇ ବହିରେ ଲେଖିଛନ୍ତି । ୧୯୭୮ମସିହାରେ ଯେତେବେଳେ…

ଜାଗୁଆର ପାଇଲଟଙ୍କୁ ସଲାମ ! ଲୋକଙ୍କ ପାଇଁ ଜୀବନ ଦେଲେ ପାଇଲଟ ସଂଜୟ ଚୌହାନ

ଗତକାଲି ଗୁଜୁରାଟ କଚ୍ଛ ଠାରେ ଭାରତୀୟ ବାୟୁସେନାର ଫାଇଟର ଏୟାରକ୍ରାଫ୍ଟ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଜାଗୁଆରର ପାଇଟ କମ୍ପାଣ୍ଡର ସଂଜୟ ଚୌହାନଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜାମନଗରର ଏୟାରବେସ ଠାରୁ ଉଡାଣ ଭରି ରୁଟିନ ତାଲିମ ପାଇଁ ଜାଗୁଆରକୁ ନେଇ…

ପ୍ରେମ ନାମରେ କଳଙ୍କ ! ପ୍ରେମିକାକୁ କୋଠାରେ ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ପ୍ରେମିକ

ଆଜିକାଲି ପ୍ରେମ ନାଁରେ ଅନେକ ପ୍ରତାରଣା ହେଉଛି । ଯୁବକ ହେଉ ବା ଯୁବତୀ ସମସ୍ତେ ପ୍ରତାରଣାର ଶିକାର ହେଉଛନ୍ତି । ଯାହାକୁ ବିଶ୍ୱାସ କରିବ ତଥା ଭଲ ପାଇବ ସେ ହିଁ ଶେଷରେ ଧୋକ୍କା ଦେଉଛି । ତେବେ ଏପରି ଘଟଣା ଏବେ ସାଧାରଣ ହୋଇଗଲାଣି । ଆଜିକା ସମୟରେ ପ୍ରେମିକ ହେଉ ବା ପ୍ରେମିକା ଉଭୟେ ଉଭୟଙ୍କୁ…

ସ୍ୱର୍ଣ୍ଣ ମନ୍ଦିରର ଅମାପ ଭଣ୍ଡାର ! ଜାଣନ୍ତୁ ଗୋଟିଏ ଦିନରେ ଦରକାର ହୁଏ କେତେ କ୍ୱିଣ୍ଟାଲ ଅଟା ଓ କେତେ କ୍ୱିଣ୍ଟାଲ…

ଭାରତର ବିଭିନ୍ନ ଦର୍ଶନୀୟ ମନ୍ଦିର ମଧ୍ୟରୁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଅନ୍ୟତମ । ଏଠାକୁ ପ୍ରତେକ ଦିନ ଆସୁଥିବା ଶ୍ରଦ୍ଧାଳୁ କେବେ ଭୋକରେ ଫେରନ୍ତି ନାହିଁ । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଏଠାକୁ ଆସିଥାନ୍ତି । ସ୍ୱର୍ଣ୍ଣ ମନ୍ଦିରରେ ଲାଗୁଥିବା ଲଙ୍ଗରକୁ ନେଇ ଅନେକ ରୋଚକ…