Daily Archives

May 21, 2018

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର ! ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ୨ ଅକ୍ଟୋବରରେ ଟ୍ରେନରେ ମିଳିବନି ଆମିଷ

ଗାନ୍ଧି ଜୟନ୍ତୀରେ ରେଳ ଯାତ୍ରୀଙ୍କୁ ମିଳିବ କେବଳ ନିରାମିଷ ଭୋଜନ । ଚଳିତବର୍ଷ ଓ ଆଗାମୀ ୨ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ଟ୍ରେନ ସମେତ ଷ୍ଟେସନ ପରିସରରେ କେବଳ ନିରାମିଷ ଭୋଜନ ଦେବାକୁ ରେଳବାଇ ପ୍ରସ୍ତାବ ଦେଇଛି । ଅକ୍ଟୋବର ୨ରେ ରାଷ୍ଟ୍ରୀୟ ସ୍ୱଚ୍ଛତା ଦିବସ ପାଳନ ପାଇଁ କେନ୍ଦ୍ର…

ବିଜ୍ଞାପନ ଲଢେଇରେ ବିକାଶର କଥା । ନିର୍ବାଚନୀ ବର୍ଷର ପ୍ରଥମ ଦିନରେ ନବୀନ-ଧର୍ମେନ୍ଦ୍ର ଲଢେଇ ।

ନବୀନ ସରକାର ଚତୁର୍ଥ ପାଳିର ପଂଚମ ବର୍ଷରେ ପାଦ ଥାପିଲେ । ନିର୍ବାଚନୀ ବର୍ଷର ଆରମ୍ଭ ହେଲା ଅବଗଣନା । ଲଗାତର ୧୯ ବର୍ଷ କ୍ଷମତାରେ ଥିବା ବିଜେଡି ସରକାର ପାଇଁ ଆରମ୍ଭ ହେଲା ଅସଲ ପରୀକ୍ଷାର ବେଳ । ପଂଚମ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ କରି କାର୍ଯ୍ୟ କରୁଥିବା ଦଳ ପାଇଁ ଆହ୍ୱାନ ଅନେକ ଆଉ…

କୃଷ୍ଣ ମନ୍ଦିର ପାଇଁ ପାକିସ୍ଥାନ ଦେଲା ୨ କୋଟି ଟଙ୍କା ! ଭକ୍ତଙ୍କ ପାଇଁ ନିଆଗଲା ଏଭଳି ପଦକ୍ଷେପ ।

ପାକିସ୍ଥାନରେ ଥିବା ପଞ୍ଜାବ ପ୍ରାନ୍ତ ସରକାର ରାୱଲପିଣ୍ଡୀଠାରେ ଥିବା କୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଏହାର ବିସ୍ତାର ପାଇଁ ୨ କୋଟି ଟଙ୍କାର ଅର୍ଥରାଶି ଜାରୀ କରିଛି । ପାକିସ୍ଥାନର ରାୱଲପିଣ୍ଡୀ ଏବଂ ଇସଲମାବାଦଠାରେ ହିଁ ଏହି କୃଷ୍ଣ ମନ୍ଦିର ରହିଛି । ମନ୍ଦିରରେ ସକାଳ ଏବଂ ସନ୍ଧ୍ୟା…

କର୍ଣ୍ଣାଟକରେ ଶପଥ ପୂର୍ବରୁ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ନେଇ ଦିଲ୍ଲୀରେ ବୈଠକ! ଆଜି ରାହୁଲ ଓ ସୋନିଆଙ୍କୁ ଭେଟିବେ…

କନକ ବ୍ୟୁରୋ : ବୁଧବାର କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଆଗରୁ ଆଜି ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ରୂପରେଖ ନେଇ ସେ…

ସୋମାଲିଆ ମୁହାଁ ସାମୁଦ୍ରିକ ଝଡ଼ ‘ସାଗର’ ! ଭାରତକୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ବି ଟଳିନି ବିପଦ

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ସାଗର’ ଅବପାତରେ ପରିଣତ ହେବା ପରେ ଲଘୁଚାପର ରୂପ ନେଇ ସୋମାଲିଆ ଦେଇ ଉପକୂଳକୁ ଅତିକ୍ରମ କରିବ । ସାମୁଦ୍ରିକ ଝଡ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ପଶ୍ଚିମ ଓ…

କମ୍ ବଜେଟରେ ବଡ ସଫଳତା ! ବଲିଉଡର କିଛି ଏଭଳି ସିନେମା ଯାହା ଲୋକଙ୍କ ମନରୁ ବଡ ବଜେଟର ଭ୍ରାନ୍ତ ଧାରଣାକୁ ହଟାଇବାରେ ସଫଳ…

ଦିନ ଥିଲା ବଲିଉଡରେ ବଡ଼ ବଜେଟରେ ଫିଲ୍ମ ନିର୍ମାଣ ହେଲେ କୁହାଯାଉଥିଲା ରୋଜଗାର ମଧ୍ୟ ସେହିଭଳି ହେବ । କିନ୍ତୁ ଏବେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ହୋଇସାରିଛି । ବଳିଦଯାଇଛି ବଲିଉଡର ଗଣିତ । ପ୍ରଥମ ଥର ଏହାକୁ ବଦଳାଇଛନ୍ତି ଧର୍ମା ପ୍ରଡକ୍ସନ ବା କରଣ ଜୋହର । କୁଛ କୁଛ ହୋତା ହୈ,କଭି ଖୁସି କଭି…