Daily Archives

March 20, 2020

ଜଳ ଯନ୍ତ୍ରଣା ଦୂର ହେଲା, ମୁହଁରେ ହସ ଫୁଟିଲା । ପାଣି ପାଇଁ ସଙ୍ଘର୍ଷ କରୁଥିବା ୮୦ ପରିବାରର ଦୁଃଖ ଶୁଣିଲା ପ୍ରଶାସନ,…

କନକ ବ୍ୟୁରୋ: ପାଣି ପାଇଁ ଆଉ ପାହାଡ ଡେଇଁବାକୁ ପଡିବନି । ପୋଖରୀ ପାଣି ପାଇଁ ପାଦରେ ଚାଲିଚାଲି ଯିବାକୁ ହେବନି କି ଗଭୀର କୂଅରୁ ବିପଦ ସଙ୍କୁଳ ଅବସ୍ଥାରେ ପାଣି କାଢିବାକୁ ପଡିବନି । କାରଣ ଏବେ ଘର ଅଗଣାରେ ମିଳୁଛି ପାଣି । ବିନା କଷ୍ଟରେ ପାଖରେ ପହଞ୍ଚିଯାଉଛି ପାଇପ ପାଣି । ଗ୍ରୀଷ୍ମ ନଆସୁଣୁ…

କରୋନା ମୁକାବିଲା : ଠିପି ଖୋଲା ମଦ ଦୋକାନ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି, ଆଜି ପରୀକ୍ଷା ହୋଇଥିବା ୯ରୁ ୯…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନେଇ ଚାଲିଛନ୍ତି । ଏସବୁ ଭିତରେ ରାଜ୍ୟରେ ଥିବା ଠିପି ଖୋଲା ମଦ ଦୋକାନକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅବକାରୀ ବିଭାଗର ସଚିବ ଚିଠି ଲେଖି…

ଶ୍ରୀମନ୍ଦିରରେ ୬୦ ବର୍ଷ ପରେ ଭଗବାନଙ୍କ ଠାରୁ ଦୂରେଇ ରହିଲେ ଭକ୍ତ । ଭୁବନେଶ୍ୱର ମସଜିଦରେ ବି ବନ୍ଦ ହେଲା ନମାଜ ପାଠ ।…

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ମନ୍ଦିର, ମସଜିଦ୍ ଓ ଗୀର୍ଜାଘର ଖାଁ ଖାଁ ଦେଖିବାକୁ ମିଳିଥିଲା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିନଥିଲେ ଭକ୍ତ । ପ୍ରାୟ ୬୦ ବର୍ଷ ପରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଶ୍ରୀଜଗନ୍ନାଥ ମନ୍ଦିରରେ । ଏପଟେ ଭୁବନେଶ୍ୱର…

ସାତ ବର୍ଷ ପରେ ଆସିଲା ନ୍ୟାୟର ସକାଳ । ସୈତାନଙ୍କୁ ମିଳିଲା ସଜା, ଜାଣନ୍ତୁ ଫାଶୀର କିଛି ସମୟ ପୂର୍ବରୁ ତିହାର ଜେଲରେ…

କନକ ବ୍ୟୁରୋ : ୭ ବର୍ଷ ପରେ ଆସିଲା ନ୍ୟାୟର ସକାଳ । ଆଜି ଭୋର ୫ଟା ୩୦ରେ ଚାରି ନିର୍ଭୟା ଦୋଷୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଗଲା । ଫାଶୀ ଖୁଣ୍ଟକୁ ଯିବା ପୂର୍ବରୁ ରାତି ତମାମ ଅନିଦ୍ରା ରହି ଫାଶୀ ରୋକକୁ ଅପେକ୍ଷା କରିଥିଲେ ଚାରି ନରପିଶାଚ । ସେପଟେ ଫାଶୀ ଉପରେ ରୋକ ଲଗାଇବାକୁ ଏ କୋର୍ଟରୁ…

କରୋନା ମୁକାବିଲା : କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୭ରୁ ଅଧିକ ବ୍ୟକ୍ତି, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ…

କନକ ବ୍ୟୁରୋ : କରୋନା ବିରୋଧରେ ଲଢ଼େଇ ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ଏଟିଏମରେ ଯଥେଷ୍ଟ ଟଙ୍କା ମହଜୁଦ ରଖିବାକୁ ଆରବିଆଇକୁ ଚିଠି ଲେଖିଛି ରାଜ୍ୟ ଅର୍ଥ ବିଭାଗ । ସେପଟେ କୌଣସି ସ୍ଥାନରେ ୭ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି ।…

ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମର୍ଥନ ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ ଅସାଧାରଣ ପରିସ୍ଥିତି ପାଇଁ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କଲେ ମୁଖ୍ୟମନ୍ତ୍ରୀ । ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦୃଢ ସମର୍ଥନ କରିଛନ୍ତି ନବୀନ । ଆସନ୍ତା ୨୨ ତାରିଖ ରବିବାର ସାରା ଦେଶ ଜନତା କର୍ଫ୍ୟୁ ପାଳିବାକୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ…