Daily Archives

March 20, 2020

କରୋନା ମୁକାବିଲା : ଭୁବନେଶ୍ୱରରେ ଲାଗୁ ହେବ ଅଡ଼୍-ଇଭିନ୍ ଫର୍ମୁଲା, ଆସନ୍ତାକାଲି ଠାରୁ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଯୁଗ୍ମ -ଅଯୁଗ୍ମ ନିୟମ ଲାଗୁ କରିବାକୁ ଯାଉଛନ୍ତି । ସାମାଜିତ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହି ଫର୍ମୁଲା ଲାଗୁ ହେବ । ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା…

କରୋନା ମୁକାବିଲା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ଭିଡିଓ କନଫରେନ୍ସିଂରେ କେନ୍ଦ୍ରର…

କନକ ବ୍ୟୁରୋ: ‘ବିଶ୍ୱ ମହାମାରୀ’ କରୋନାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନେସିଂ ବୈଠକରେ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି ।…

ମୋଦିଙ୍କ ଦ୍ୱିତୀୟ ପାଳି : ଦଶ ମାସରେ କଂଗ୍ରେସ ହାତରୁ ବିଜେପି ନେଲାଣି ୨ ବଡ ରାଜ୍ୟ ।

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ପରେ ପୁଣିଥରେ ପଦ୍ମ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ପୂରା ଦେଶରେ ଗେରୁଆ ବାନା ଉଡାଇବା ସହ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନକୁ ପୂରା କରିବାକୁ ଆଉ ଗୋଟିଏ ପାଦ ଆଗକୁ ବଢାଇଛି ବିଜେପି । ମୋଦିଙ୍କ ଦ୍ୱିତୀୟ ପାଳିରେ…

ଗୋପବନ୍ଧୁଙ୍କ କଥା କହିଲେ, ଭୀମ ଭୋଇଙ୍କ ଗୀତ ଗାଇଲେ… ସଙ୍କଟ ସମୟରେ ଗୋପବନ୍ଧୁଙ୍କ ଭଳି ଅନ୍ୟକୁ ସାହାଯ୍ୟ…

କନକ ବ୍ୟୁରୋ: ସୁବ୍ରତଙ୍କ ମୁହଁରେ ଗୋପବନ୍ଧୁଙ୍କ ସାହାଯ୍ୟର କାହାଣୀ । କରୋନା ମୁକାବିଲା ଏବଂ ସଚେତନତା ପାଇଁ ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ କଥା କହିଲେ ସୁବ୍ରତ ବାଗଚୀ । ଗୀତ ଗୋବିନ୍ଦ ସଦନରେ ଗୋପବନ୍ଧୁଙ୍କ ଉଦାହରଣ ଦେଇ ସଙ୍କଟ ସମୟରେ କେମିତି ଆମେ ଅନ୍ୟକୁ ସାହାଯ୍ୟ, ସହଯୋଗ କରିପାରିବା…

ଏମ୍ସ ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର: ସର୍ବୋଚ୍ଚସ୍ତରରେ ସମୀକ୍ଷା ଚାଲିଥିବା କହିଲେ ସୁବ୍ରତ ବାଗଚୀ; କରୋନା…

କନକ ବ୍ୟୁରୋ: ଭୁବନେଶ୍ୱରରେ ଥିବା ଏମ୍ସର ରେସିଡେଂଟ ଡାକ୍ତରୀ ସଂଘ ଜଣେ କରୋନା ଆକ୍ରାନ୍ତଙ୍କୁ ବେପରୁଆ ଭାବେ ହସ୍ପିଟାଲକୁ ଆଣିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରୀ ସଂଘ ଏମ୍ସର ନିର୍ଦ୍ଦେଶିକାଙ୍କୁ ଏନେଇ ଚିଠି ଲେଖିଛନ୍ତି । ଚିଠିରେ ସେମାନେ ଲେଖିଛନ୍ତି ଯେ, ଏମ୍ସର ଜଣେ ବରିଷ୍ଠ…

କୌଣସି ବି ସ୍ଥାନରେ ଏକାଠି ହେବେନାହିଁ ୭ ଜଣରୁ ଅଧିକ ବ୍ୟକ୍ତି: ନିର୍ଦ୍ଦେଶନାମା ଜାରି କଲେ ଓଡିଶା ସରକାର; ବନ୍ଦ ରହିବ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କ ସୁରକ୍ଷାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ନିଆଯାଉଛି ଅନେକ ସତର୍କତା ମୂଳକ ପଦକ୍ଷେପ । ତେବେ ରାଜ୍ୟରେ କରୋନା ଭୂତାଣୁର ସଂକ୍ରମଣ ସତର୍କତା ଭିତରେ ଆଜି ପୁଣି ଥରେ ରାଜ୍ୟ ସରକାରଙ୍କ ତରଫରୁ ଜାରି…