Daily Archives

March 10, 2020

କାହିଁକି କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ? ୧୮ ବର୍ଷର ସଂପର୍କକୁ ପଛ କରି କାହିଁକି ଛାଡିଲେ କଂଗ୍ରେସର ହାତ ?

କନକ ବ୍ୟୁରୋ : ୧୮ ବର୍ଷର ସଂପର୍କ ଛିନ୍ନ କରିବାର ସତ କ’ଣ ? କାହିଁକି କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ? ଦୀର୍ଘ ୧୮ ବର୍ଷର ସଂପର୍କକୁ ପଛକରି କଂଗ୍ରେସର ହାତ ଛାଡିବା ପାଇଁ କାହିଁକି ବାଧ୍ୟ ହେଲେ ଜ୍ୟୋତିରାଦିତ୍ୟ ? ଏହି ଗୋଟିଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କଂଗ୍ରେସ…

ପାକ୍ ମାଟିରେ ହୋଲିର ମାହୋଲ । ରଙ୍ଗର ପର୍ବକୁ ମନଭରି ଉପଭୋଗ କଲେ ହିନ୍ଦୁ କ୍ରିକେଟର ଦାନିଶ ।

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲିରେ ଝୁମିଛନ୍ତି ପୂରା ଦେଶବାସୀ । କେବଳ ଯେ ଭାରତରେ ହୋଲି ଖେଳାଯାଇଛି ତାହା ନୁହେଁ ପାକିସ୍ତାନରେ ମଧ୍ୟ ହୋଲି ଖେଳର ଭରପୂର ମଜା ଉଠାଇଛନ୍ତି ହିନ୍ଦୁ ଧର୍ମାବଲମ୍ବୀ ଲୋକେ । ଏପରିକି ପାକିସ୍ତାନର କ୍ରିକେଟର ଦାନିଶ କାନେରିଆ ମଧ୍ୟ ରଙ୍ଗର ପର୍ବରେ ନିଜକୁ…

ଭାରତରେ ୫୦ ଛୁଇଁଲା କରୋନା ଆକାନ୍ତଙ୍କ ସଂଖ୍ୟା । କେରଳ ଓ କର୍ଣ୍ଣାଟକରେ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ସେପଟେ…

କନକ ବ୍ୟୁରୋ : ଭାରତରେ ବର୍ତମାନ ବର୍ଷା ଯାଇ ଖରା ଆସିଯାଇଛି । ତଥାପି କରୋନା ଭୂତାଣୁ ସଂକ୍ରମିତ ହେବାରେ ଲାଗିଛି । ଆଜି ପୁଣି ୬ ଜଣ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣ କେରଳ ଏବଂ ଅନ୍ୟ ୩ ଜଣ କର୍ଣ୍ଣାଟକର । ସେପଟେ ବିଶ୍ୱର ଶହେଟି ଦେଶକୁ କରୋନା ଭୂତାଣୁ…

ଜ୍ୟୋତିରାଦିତ୍ୟଙ୍କୁ ନେଇ ସସପେନ୍ସ ବଢିଲା । ଆଜି ବିଜେପି ଶିବିରରେ ମାରିବେନି ଏଣ୍ଟ୍ରି, ଜାଣନ୍ତୁ ପଦ୍ମ ପୋଖରୀରେ କେବେ…

କନକ ବ୍ୟୁରୋ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ପୁଣି ସସପେନ୍ସ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଜ୍ୟୋତିରାଦିତ୍ୟ ସାମିଲ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା ତେବେ କୌଣସି…

ମଦ ପାଇଁ ମହାଭାରତ । ଦୁଇ ଗୋଷ୍ଠୀ ମୁହାଁମୁହିଁ, ଲାଠିଚାର୍ଜ କଲା ପୋଲିସ । ଲୋକଙ୍କ ଆକ୍ରମଣରେ ପୋଲିସ ଲହୁଲୁହାଣ, ୩ ଜଣ…

କନକ ବ୍ୟୁରୋ : ହୋଲିର ଉତ୍ସାହ ଭିତରେ ବାଲେଶ୍ୱରରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ମଦ ପିଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପହଁଚିଥିବା ପୋଲିସ ଉତ୍ତେଜନା ଦେଖି ଲାଠିମାଡ କରିଥିଲା । ଆଉ ପୋଲିସ ଉପରେ ଆକ୍ରମଣ କରିଥିଲେ…