Daily Archives

March 10, 2020

ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ଖୋଲାଖୋଲି ନିୟମର ଉଲଂଘନ । ଜାତୀୟକରଣ ବ୍ୟାଙ୍କ ବଦଳରେ କାହିଁକି ଘରୋଇ…

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ଭିତରେ ପ୍ରଶ୍ନ ଉଠିଛି, ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଏହି ବେସରକାରୀ ବ୍ୟାଙ୍କରେ ରଖିବାକୁ କାହିଁକି ନିଷ୍ପତି ନିଆଯାଇଥିଲା । ଏଥିପାଇଁ କିଏ ଦାୟୀ । କାହାକୁ ଉତରଦାୟୀ କରାଯିବ । ଯେତେବେଳେ ସାମାନ୍ୟ ଟ୍ରାଫିକ୍ ନିୟମ ଉଲଘଂନ ପାଇଁ ଗାଡ଼ି…

ହୋଲି ରଙ୍ଗରେ ରଙ୍ଗେଇ ହେଲା ଓଡ଼ିଶା । ପରସ୍ପରକୁ ଫଗୁ ଅବିର ଲଗାଇ ରଙ୍ଗର ପର୍ବ ପାଳିଲେ ଲୋକେ, ଉତ୍ସବମୁଖର ହେଲା ରାଜ୍ୟ…

କନକ ବ୍ୟୁରୋ : କରୋନା ଭୂତାଣୁର ଭୟାବହତା ଓ ସ୍ୱାସ୍ଥ୍ୟବିଭାଗର ବ୍ୟାପକ ପରାମର୍ଶ ଭିତରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଭୂତାଣୁ ଭୟକୁ ପଛରେ ପକାଇ ଲୋକେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗ ବେରଙ୍ଗର ଅବିର ଲଗାଇଛନ୍ତି ଏବଂ ନାଚି ଗାଇ ମିଠା ଖୁଆଇ…

କାକଟପୁରରେ ମାଆ ମଙ୍ଗଳାଙ୍କ ନେତ୍ର ଉତ୍ସବ । ଚୈତ୍ର ପ୍ରଥମ ମଙ୍ଗଳବାରରେ ମାଆଙ୍କ ମନ୍ଦିରରୁ ପୁରୁଣା ନେତ କାଢି ଲଗା…

କନକ ବ୍ୟୁରୋ : ଆଜି ଚୈତ୍ର ପ୍ରଥମ ମଙ୍ଗଳବାର । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଛି । ଯାହାକୁ ପ୍ରସିଦ୍ଧ ନେତ୍ର ଉତ୍ସବ ବୋଲି କୁହାଯାଏ । ଆଜି ପ୍ରଥମ ପାଳି ଯାତ୍ରାରେ ମାଆଙ୍କ ମନ୍ଦର ଚୂଡାରେ ବନ୍ଧା ହୋଇଥିବା ପୁରୁଣା ନେତକୁ ବଦଳାଯାଇ ନୂଆ ନେତ…

ବାପା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାକୁ ନେଇ ପୁଅ ମହାଆର୍ଯ୍ୟମାନଙ୍କ ଟ୍ୱିଟ୍ । କହିଲେ ଇସ୍ତଫା ଦେବା ପାଇଁ ସାହସ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ କଂଗ୍ରେସକୁ ହୋଲିରେ ଶକ୍ତ ଝଟକା । ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଚଳଚଞ୍ଚଳ ହୋଇଛି ମଧ୍ୟପ୍ରଦେଶ ରାଜନୀତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ସିନ୍ଧିଆ ଇସ୍ତଫା ପତ୍ର…

ଆଦିବାସୀଙ୍କ ଅଜବ ପରମ୍ପରା । ରକ୍ତ ରଂଜିତ ହେଲା ମାଲକାନଗିରିର ମାଉଳି ମାଆଙ୍କ ପୀଠ, ଶରୀରକୁ ଆକ୍ଷାତ ଦେଇ ଦିଶାରୀଙ୍କ…

କନକ ବ୍ୟୁରୋ : ଆଦିବାସୀଙ୍କ ଅଜବ ପରମ୍ପରା । ଶରୀରକୁ ଆକ୍ଷାତ ଦେଇ ପୂଜାର୍ଚ୍ଚନା । ଆଦିବାସୀ ପରମ୍ପରା ଆଗରେ ହାର ମାନିଛି କୋର୍ଟଙ୍କ କଟକଣା । ଦୋଳ ପୂର୍ଣ୍ଣିମା ଅବସରରେ ଆୟୋଜିତ ହୋଇଛି ପୋଢ ବଳି । ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦିଆଯାଇଛି ପଶୁବଳି । ମାଲକାନଗିରି ଜିଲ୍ଲାରୁ ଅସିଛି…

ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ଉଜାଡି ଦେଲା ମୁଗ ଚାଷ, ଅମଳ ବେଳେ ଡାଳୁଅ ଧାନକୁ ଭିଜେଇ ଦେଲା ବର୍ଷା ।

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଂଚଳରେ ଅଦିନିଆ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପରେ ମୁଗ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ…