Daily Archives

March 1, 2020

କଣ୍ଟ ପୂରିଲା, ଟ୍ରାଫିକ୍ ଟେନସନ୍ ବଢିଲା । ନିୟମ ଭାଙ୍ଗିଲେ, ତଣ୍ଡ ଗଣିଲେ, ଗୋଟିଏ ଦିନରେ କଟିଲା ୧୩୯୭ ନିୟମ…

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ କଡ଼ାକଡ଼ି ପରେ ସାରାଦିନ ଧରପଗଡ଼ର ଅନେକ ଚିତ୍ର ଆସିଛି । କେଉଁଠି ଜରିମାନା ଆଦାୟ ହୋଇଛି, ତ ଆଉ କେଉଁଠି ଯୁକ୍ତିତର୍କ ଦେଖିବାକୁ ମିିଳିଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩ଶହ ୯୭…

ରକ୍ତଦାନରେ ରେକର୍ଡ଼ କଲା ନୂଆ ପ୍ରୟାସ। ସଂଗ୍ରହ ହେଲା ୧୦୧ ୟୁନିଟ ।

କନକ ବ୍ୟୁରୋ: ଆଉ ପାଦେ ଆଗେଇଲା ନୂଆ ପ୍ରୟାସ । ଗତ ଦୁଇ ବର୍ଷ ତଳେ ଯେଉଁ ଉଦେଶ୍ୟ ଯେଉଁ ନାରା ନେଇ ଏ ଅଭିଯାନ ଆରମ୍ଭ ହୋଇଥିଲା ଆଜି ଦୁଇ ପାଦ ଆଗକୁ ଯାଇଛି ଗାଁ ମାଟିରେ ନୂଆ କରି ଗଢି ଉଠିଥିବା ସେଚ୍ଛାସେବୀ ସଙ୍ଗଠନ 'ନୂଆ ପ୍ରୟାସ' । ଆଜି ସୋର ଶିଙ୍ଗାଖୁଣ୍ଟା ମହେନ୍ଦ୍ର ନାଥ ଉପ୍ରା ପ୍ରାଥମିକ…

ଧୀରେ ଧୀରେ ସୁଧୁରୁଛି ଶ୍ରୀଜିତଙ୍କ ମାନସିକ ଅବସ୍ଥା । ବଡ଼ଦାଣ୍ଡରୁ ବଡ଼ମେଡ଼ିକାଲକୁ ବଦଳିଗଲା ଠିକଣା । ବନ୍ଧୁଙ୍କ…

କନକ ବ୍ୟୁରୋ: ବଡ଼ଦାଣ୍ଡରୁ ବଡ଼ମେଡ଼ିକାଲ । ଗତକିଛି ଦିନ ତଳେ ମାନସିକ ବିକାରଗ୍ରସ୍ତ ଶ୍ରୀଜିତ ପାଢ଼ୀଙ୍କୁ ଭଲ କରିବା ପାଇଁ ବଦାନ୍ୟ ବନ୍ଧୁମାନେ କଟକ ବଡ଼ ମେଡ଼ିକାଲକୁ ନେଇ ଆସିଥିଲେ । ଆଉ କିଛି ଦିନର ଚିକିତ୍ସା ପରେ ଏବେ ସାଙ୍ଗମାନଙ୍କୁ ଚିହ୍ନୁଛନ୍ତି ଶ୍ରୀଜିତ ପାଢ଼ି । ଫଟୋ ଉଠାଉଛନ୍ତି ହସ ଖୁସି…

ନେତାଙ୍କ ଅନନ୍ତ ଶୟନ, ପାଦ ମାଲିସ କଲେ କର୍ମୀ । ଦେଖନ୍ତୁ ବିଧାୟକଙ୍କ ‘ପାଦ ମାଲିସ’ ପଲିଟିକ୍ସ ।

କନକ ବ୍ୟୁରୋ : କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା । ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଥିବାବେଳେ ବିହାରର ପାଟନାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବିଧାୟକ ଶୋଇଥିବାବେଳେ କର୍ମୀ ତାଙ୍କର ଗୋଡ଼ ମାଲିସ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ…

କରୋନା କାୟାରେ ସାରା ଦୁନିଆ । ୫୦ରୁ ଅଧିକ ଦେଶକୁ ବ୍ୟାପିଲାଣୀ ଭୁତାଣୁ, ଆମେରିକାରେ ହେଲା ପ୍ରଥମ ମୃତ୍ୟୁ, ଚୀନରେ…

କନକ ବ୍ୟୁରୋ : ବିଶ୍ୱର ୬୦ଟି ଦେଶରେ ବ୍ୟାପିଗଲାଣି କରୋନା ଭୂତାଣୁ । ସମଗ୍ର ବିଶ୍ୱରେ ୮୬ ହଜାର ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୯ଶହରୁ ଅଧିକ । ଏହାରି ଭିତରେ ଆମେରିକାରେ କରୋନା ଭୂତାଣ ସଂକ୍ରମଣରେ ପ୍ରଥମ ମୃତ୍ୟୁର ଖବର ଆସିଛି । ସେହିପରି ଅଷ୍ଟେଲିଆ ଏବଂ…

ମମତାକୁ ଖୋଜୁଛି କୋମଳ ଶୈଶବ । କଇଁକଇଁ ହୋଇ କାନ୍ଦୁଛି ୭ ମାସର ଶିଶୁ, ମା ମା’ ଡାକୁଛନ୍ତି ୩ ନାବାଳକ । ଦୁର୍ଘଟଣାରେ…

କନକ ବ୍ୟୁରୋ: ମା’ର ମମତାକୁ ଖୋଜୁଛି କୋମଳ ଶୈଶବ । କାନ୍ଦି କାନ୍ଦି ଛାଟିପିଟି ହେଉଛି ୭ ମାସର ଶିଶୁ । ଅନ୍ୟ ୩ ଭାଇ-ଭଉଣୀ ମା- ମା’ ଡାକୁଛନ୍ତି । ହେଲେ ମା’ ଆଉ ଫେରିବେନି । କାରଣ ଦୁର୍ଘଟଣା, ୪ଜଣ ଶିଶୁଙ୍କୁ ମା’ ଛେଉଣ୍ଡ କରିଦେଇଛି । ଦୁର୍ଘଟଣାରେ ମା’ ଚାଲିଯିବା ପରେ, ଯାଜପୁର ଜରି ଗାଁରୁ…