Daily Archives

March 1, 2020

କୋଣାର୍କର ‘ବାଲି’ କାହାଣୀ ! ୧୨ ଫୁଟ୍ ଦବି ଯାଇଛି କୋଣାର୍କ ଜଗମୋହନରେ ଥିବା ୧୧୭ ବର୍ଷ ତଳର ବାଲି । ବାଲି କାଢ଼ି…

କନକ ବ୍ୟୁରୋ: ସାରା ବିଶ୍ୱକୁ ଐତିହ୍ୟ ଓ ସ୍ଥାପତ୍ୟ କୀର୍ତିରାଜିର ଝଲକ ଦେଖାଇ ଆସୁଥିବା ଏହି ୮୦୦ ବର୍ଷ ପୁରୁଣା କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦର ବାଦଲ ଛାଇ ରହିଛି । ୧୧୭ ବର୍ଷ ତଳୁ ବାଲିର ଆଧାର ଉପରେ ଛିଡ଼ା ହୋଇଛି ଏହି ମନ୍ଦିରର ଜଗମୋହନ । ଆଉ ଏହି ବାଲି ଏବେ ୧୨ ଫୁଟ…

୬ ମାସର କଂଟ ପରେ ଆକ୍ସନ ମୋଡରେ ଟ୍ରାଫିକ ପୋଲିସ । ଆଇନ ଖିଲାପକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାଟିଲେ ଚାଲାଣ, ନିୟମ…

କନକ ବ୍ୟୁରୋ : ପୁଣି ରାଜରାସ୍ତା ଉପରେ ଆକ୍ସନ ମୋଡରେ ପୋଲିସ ଓ ପରିବହନ ଅଧିକାରୀ । ଯିଏ ଟ୍ରାଫିକ ନିୟମ ଭାଂଗିଲା, ଗୋଡାଇ ଗୋଡାଇ ମୋଟା ଅଙ୍କର ଚାଲାଣ କଟାଯାଉଛି । ବିଚରା ଜନତା ଆଗରେ ଆଉ କିଛି ଉପାୟ ବି ନାହିଁ । କିଏ ୫ ହଜାର ତ ଆଉ କିଏ ୧୦ ହଜାର ଫାଇନ୍ ଦେଇ, କାନମୁଣ୍ଡା ଆଉଁସି ଘରକୁ…

ଆରମ୍ଭ ହେଲା ରାଜ୍ୟସଭା ରେସ୍ । ପାଟ୍ଟଶାଣୀଙ୍କ ଭଗବାନ ଓ ସଇତାନ ଉପାଖ୍ୟାନକୁ ନେଇ ଚର୍ଚ୍ଚା, ସଞ୍ଜୟ ଦାସ ବର୍ମା କହିଲେ…

କନକ ବ୍ୟୁରୋ : ଆସନ୍ତାମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସଂଜୟ ଦାସବର୍ମାଙ୍କୁୁ ମିଳିଛି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଦାୟିତ୍ୱ । ଆଉ ଏହି ଘଟଣା ସହ ଓଡିଶାରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ପାଇଁ ରେସ୍ । ଏହି ରେସରେ ସବୁଠୁ ଆଗରେ ଥିବା…

ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ: ୮ଟି ବିଧାନସଭା ମଣ୍ଡଳୀ ପାଇଁ ୪ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ । ଏହି ୮ଟି ନିର୍ବାଚନ ମଣ୍ଡଳୀରେ ୪ ଜଣଙ୍କୁ ଦାୟିତ୍ୱ ମିଳିଛି । ଦାୟିତ୍ୱ ପାଇଥିବା ନେତାମାନେ ହେଲେ ବ୍ୟୋମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ସଂଜୀବ ମଲ୍ଲିକ ଓ ସୁଶାନ୍ତ ରାଉତ…

ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ : ଚିକିତ୍ସା କରାଇବା ପରିବର୍ତ୍ତେ ତୁରନ୍ତ ଗୁଳି ମାରିବାକୁ ନିର୍ଦ୍ଦେଶ…

କନକ ବ୍ୟୁରୋ : ସାରା ଦୁନିଆରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ୍ । ଚୀନରେ ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୨୭୮୦ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଦେଶକୁ ଭାଇରସ୍ ସଂକ୍ରମଣ ହୋଇଥିବା ବେଳେ ଉତ୍ତରକୋରିଆକୁ ମଧ୍ୟ ଡେଇଁଛି କରୋନା । ଉତ୍ତରକୋରିଆ ଜଣେ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି ।…