ଖୋଲୁଛି ଶିକ୍ଷା ବିଭାଗର ଗୁମର: ଚୂନ ଲଗାଇ ଚାକିରି କରିଥିଲେ, ଅଭିଯୋଗ ପରେ ଇସ୍ତଫା ଦେଲେ ଆଉ ୨ ଜାଲ ଶିକ୍ଷକ
କନକ ବ୍ୟୁରୋ: ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଘଟଣାକୁ ନେଇ ଗଂଜାମ ଜିଲ୍ଲା ଶିକ୍ଷା ବିଭାଗ ଏବେ ସରଗରମ ଥିବା ବେଳେ ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ମଂଗଳପୁର ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ପରମାନନ୍ଦ ସାହୁ ତାଙ୍କର ପଦବୀରୁ ଇସ୍ତଫା ଦେଇଥିବା ଗୋଷ୍ଠୀ ଶିକ୍ଷା…