Daily Archives

July 29, 2019

କେଉଁଠି ବର୍ଷା ଆଣିଲା ବନ୍ୟା ଆଉ କେଉଁଠି ବିନା ବର୍ଷାରେ ମରୁଡି । ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ନଦୀରେ ପାଣି ଆସି…

କନକ ବ୍ୟୁରୋ : କେଉଁଠି ବର୍ଷା ଆଣିଲା ବନ୍ୟା ଆଉ କେଉଁଠି ବିନା ବର୍ଷାରେ ମରୁଡି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି । ସ୍ଥିତି ଏପରି ହୋଇଛି ଯେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି । ମାଲକାନଗିରି, କୋରାପୁଟ,…

ବଦଳିବ ଓଡ଼ିଶା ସଚିବାଳୟର ନାଁ । ସଚିବାଳୟର ନାଁ ବଦଳି ହେବ ‘ଲୋକସେବା ଭବନ’, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ବଦଳିବ ଓଡ଼ିଶା ସଚିବାଳୟର ନାଁ । ସଚିବାଳୟର ନାଁ ବଦଳି ହେବ ଲୋକସେବା ଭବନ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ବାରମ୍ବାର ବିରୋଧୀ ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ । କାହିଁକି ସଚିବଙ୍କ…

ଦୁଷ୍କର୍ମ ପରେ ବିଜେପି ବିଧାୟକଙ୍କ ଉପରେ ଆସିଲା ହତ୍ୟା ଅଭିଯୋଗ । ଜେଲରୁ ବସି ଦୁଷ୍କର୍ମ ପୀଡିତାଙ୍କ ହତ୍ୟାର ଷଡଯନ୍ତ୍ର…

ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକଙ୍କ କୁଳଦୀପ ସିଂହ ସେଙ୍ଗରଙ୍କ ପାଇଁ ଅଡୁଆ ବଢିଛି । ପୀଡିତା ସଡକ ଦୁର୍ଘଟଣାର ଶିକାର ହେବା ପରେ ବିଜେପି ବିଧାୟକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ନେଇ ମାମଲା ରୁଜୁ ହୋଇଛି । ଏହି ସଡକ ଦୁର୍ଘଟଣାରେ ପୀଡିତାଙ୍କ ମାଉସୀ ଓ…

ରାଜନେତାଙ୍କ ‘ରସଗୋଲା ରାଜନୀତି’ ! ଜିଆଇ ଟ୍ୟାଗ୍ ପରେ ଜନ୍ମସ୍ଥାନ ନେଇ ସୁର-ପ୍ରଦୀପ୍ତଙ୍କ ମଧ୍ୟରେ ଟଣାଓଟରା

କନକ ବ୍ୟୁରୋ: ମିଠା ଲଢେଇରେ ଓଡିଶା ଜିତିଲା । ଓଡିଶା-ପଶ୍ଚିମବଙ୍ଗ ରସଗୋଲା ଯୁଦ୍ଧରେ ଜିତିଲା ଓଡିଶା । ଦୀର୍ଘ ଦିନ ଧରି ଓଡିଶାର ରସଗୋଲାକୁ ପଶ୍ଚିମବଙ୍ଗ ନିଜର ବୋଲି ଦାବି କରି ଆସୁଥିବା ବେଳେ ଆଜି ବେଙ୍ଗଲକୁ ବଡ ଧକ୍କା ଦେଇଛନ୍ତି କେନ୍ଦ୍ର ସରକାର । ଓଡିଶାର ରସଗୋଲାକୁ ମିଳିଛି ନୂଆ ପରିଚୟ ।…

ମଦ ନିଶାରେ ଥିବା ଯୁବକଙ୍କୁ କାମୁଡିଲା ସାପ ! ରାଗିଗଲେ ଯୁବକ, ଦାନ୍ତରେ କାମୁଡି ସାପକୁ କରିଦେଲେ ଚାରିଖଣ୍ଡ ।

କନକ ବ୍ୟୁରୋ : ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି । ଅତି ନିକଟରେ ସାପକୁ ଦେଖିଦେଲେ ଛାତିରେ ଛନକା ପଶିଯାଏ । ପଶିବନି ବା କାହିଁକି, କାରଣ ସାପ କାମୁଡିଲେ, କ୍ଷଣିକ ସମୟ ମଧ୍ୟରେ ଜୀବନ ଚାଲିଯାଇପାରେ । ଅନେକ ସମୟରେ ଆପଣଙ୍କ ଟିଭିରେ ଦେଖିଥିବେ କିମ୍ବା ଖବରକାଗଜରେ…

କର୍ମଚାରୀଙ୍କୁ ଅଧିକ ସମୟ ଧରି ଖଟାଇପାରିବେନି କୌଣସି ବି ମାଲିକ: ଓଭର ଟାଇମ୍ କରାଇଲେ ଦେବାକୁ ପଡିବ ଧାର୍ଯ୍ୟ…

କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଆପଣଙ୍କର ବିନା ସହମତି ତଥା ଲିଖିତ ଅନୁମତି ବିନା ଆପଣଙ୍କୁ କଂପାନୀରେ ଅଧିକ ସମୟ ଧରି ଖଟାଇପାରିବେ ନାହିଁ କୌଣସି ବି ମାଲିକ । ଯଦି କୌଣସି କର୍ମଚାରୀ ଓଭର ଟାଇମ୍ କରନ୍ତି ତେବେ ତାଙ୍କୁ ତାଙ୍କ ଦରମାର ଦୁଇଗୁଣା କଂପାନୀକୁ ଦେବାକୁ ପଡିବ । ତେବେ ଖୁବ୍…