Daily Archives

November 21, 2018

ବିରାଟ ବାହିନୀକୁ ଝଟକା ଦେଲା ଡର୍କୱର୍ଥ ଲୁଇସ ନିୟମ । ଅଷ୍ଟ୍ରେଲିଆ ଠାରୁ ୧୧ ରନ ଅଧିକ କରି ମଧ୍ୟ ହାରିଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ର ରୋମାଞ୍ଚକର ମୁକାବିଲାରେ ମାତ୍ର ୪ ରନରେ ପରାସ୍ତ ହୋଇଛି ବିରାଟ ବାହିନୀ । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ  ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ଓଭରରେ ଦୁଇଟି ୱିକେଟ ନେଇ ଷ୍ଟୋନିସ ଅଷ୍ଟ୍ରେଲିଆକୁ ଦେଇଥିଲେ ଜବରଦସ୍ତ ବିଜୟ ।…

ଚମତ୍କାରୀ ବାବାଙ୍କୁ ନେଇ ବଢିଲା ଚର୍ଚ୍ଚା ! ବାବାଙ୍କ ଦାବି, ପ୍ରବଚନ ଶୁଣିଲେ ଭଲ ହୋଇଯାଏ ଯନ୍ତ୍ରଣା ।

କନକ ବ୍ୟୁରୋ : ବାରମ୍ବାର ଭଣ୍ଡ ବାବାଙ୍କ ବଦନାମ କାହାଣୀ ସାମନାକୁ ଆସୁଛି, ହେଲେ ଥମୁନାହିଁ ଅନ୍ଧବିଶ୍ୱାସ । ପୁଣି ବାବା ବେଶରେ ଧୋକାଦାରି ! ଭଗବାନଙ୍କ ସହ ନିଜକୁ ତୁଳନା କରନ୍ତି ଭଣ୍ଡବାବା । ଏ କାହାଣୀ ହେଉଛନ୍ତି ଚମତ୍କାରୀ ବାବା ଭାବେ ପରିଚିତ ଅମରସେନ୍ ନାୟକଙ୍କର । ପ୍ରାୟ ବର୍ଷେ ହେଲା…

ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକଳ୍ପ ପରେ ଜୋର ଧରିଲା ରାଜନୀତି ! ବିରୋଧୀ କହିଲେ, ଏହା ଏକ ଛଳନାମୟ ସଂକଳ୍ପ ।

କନକ ବ୍ୟୁରୋ : ରାଜନୀତିରେ ମହିଳାଙ୍କ ସ୍ଥାନକୁ ଅଧିକ ସୁରକ୍ଷିତ କରିବାକୁ ବିଧାନସଭା ଏବଂ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଆଣିବା ପରେ ଉଭୟ ବିଜେପି ଏବଂ କଂଗ୍ରେସ ବିଜେଡି ଆଗରେ କେତେକ ପ୍ରଶ୍ନ ରଖିଛନ୍ତି । ପିସିସି ସଭାପତି…

ଅମଙ୍ଗଳ ପାଲଟିଲା ମଙ୍ଗଳବାର ସନ୍ଧ୍ୟା ! ୧୦ ମିନିଟ୍ ପାଇଁ ଚାଲିଗଲା ୧୦ ଜୀବନ ।

କନକ ବ୍ୟୁରୋ : ଆଉ ମାତ୍ର ୧୦ ମିନିଟ୍ । ମହାନଦୀ ବ୍ରିଜ୍ ପାର କଲେ, ଶିଖରପୁର ଛକ । ଯାତ୍ରୀ ଓହ୍ଲାଇଥାନ୍ତେ । ହେଲେ ତାପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ବସ୍ ଖସିପଡିଲା ମହାନଦୀକୁ । ଚାହୁଁ ଚାହୁଁ ୧୦ ଜଣ ପ୍ରାଣ ହରାଇଲେ । କିଏ ଘରକୁ ଫେରୁଥିଲା ତ ଆଉ କିଏ ଯାଉଥିଲା ମିଟିଂ ପାଇଁ । ହେଲେ ସବୁ…

ଦେଶର ଅଧା ଏଟିଏମରେ ପଡିବ ତାଲା, ଦେଖା ଦେଇପାରେ ନଗଦ ଟଙ୍କା ସଙ୍କଟ! ଜାଣନ୍ତୁ କେଉଁ କାରଣରୁ ସୃଷ୍ଟି ହେବ ଏଭଳି ସ୍ଥିତି

ବନ୍ଦ ହୋଇଯିବ ଦେଶର ଅଧା ଏଟିଏମ । ଆଗାମୀ ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ୫୦ ପ୍ରତିଶତ ଏଟିଏମ ବନ୍ଦ ହେବାକୁ ଯାଉଛି । ଯଦି ଏଭଳି ହୁଏ ତେବେ ପୁଣିଥରେ ନଗଦ ଟଙ୍କାକୁ ନେଇ ସମସ୍ୟା ଦେଖାଦେବ । ଏହାଛଡା ଏଟିଏମ ବାହାରେ ଲୋକମାନଙ୍କୁ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ । The Confederation of…

ହକି ପାଇଁ ବଢୁଛି ଉତ୍ସାହ ! କେମିତି ରହିବ କିଙ୍ଗ୍ ଖାନଙ୍କ ଏଣ୍ଟ୍ରି ? ମାଟି ତଳୁ ବାହାରିବେ ମାଧୁରୀ ।

କନକ ବ୍ୟୁରୋ : ଆରମ୍ଭ ହୋଇଗଲାଣି ବିଶ୍ୱକପ ହକି କାଉଣ୍ଟଡାଉନ । ଆର୍ଜେଂଟିନା ଟିମ ପହଂଚି ସାରିଥିବା ବେଳେ ଆଜି ରାତିରେ ପହଂଚିବ ଦକ୍ଷିଣ ଆଫ୍ରିକା ଟିମ୍ । ସେପଟେ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଗଲାଣି କଳିଙ୍ଗ ଷ୍ଟାଡିୟମ । ସାରା ରାଜ୍ୟରେ ଏବେ ହକି ଫିବର । ତେଣୁ ମ୍ୟାଚକୁ ପ୍ରତ୍ୟେକ ଲୋକ କିପରି…