Daily Archives

November 20, 2018

ନବୀନଙ୍କ ମହିଳା କାର୍ଡ ! ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତାବ । ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ସଂକ୍ରାନ୍ତରେ ଆସିଲା ବଡ଼ ନିଷ୍ପତି । ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ଆଣିଲେ…

ଷ୍ଟେସନରୁ ଜବତ ହେଲା ୧୧୦୦ କିଲୋ କୁକୁର ମାଂସ ! ହୋଟେଲକୁ ହେଉଥିଲା ରପ୍ତାନୀ ?

ଘର ଅପେକ୍ଷା ସମସ୍ତେ ବାହାରେ ହୋଟେଲରେ କିମ୍ବା ରେଷ୍ଟ୍ରୁରାଣ୍ଟରେ ଖାଇବାକୁ ଭଲ ପାଇଥାନ୍ତି । ହୋଟେଲ ଗୁଡିକ ମଧ୍ୟ ଲୋକମାନଙ୍କର ଚାହିଦାକୁ ଦେଖି ଅନେକ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଏଠାରେ ଆପଣଙ୍କୁ ଦିଆଯାଉଥିବା ଖାଦ୍ୟ କେତେ ସୁରକ୍ଷିତ, ସେନେଇ ମଧ୍ୟ ବେଳେବେଳେ…

ଚଳିତ ଥର ରାଜଧାନୀରେ ବି ହେବ ବାଲିଯାତ୍ରା

କନକ ବ୍ୟୁରୋ : କାର୍ତିକ ପୂର୍ଣ୍ଣମାଠାରୁ ଆରମ୍ଭ ହେଉଥିବା ବାଲିଯାତ୍ରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ବାଲିଯାତ୍ରା ପାଇଁ ଚଳିତ ଥର କଟକରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ସମୟରେ ପ୍ରଥମ ଥର ଲାଗି ଏ ବର୍ଷ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାଲିଯାତ୍ରା ପାଇଁ ପ୍ରସ୍ତୁତି…

ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ଲଢ଼େଇ । ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ୧୨ ଜଣିଆ ଭାରତୀୟ ଦଳ ଘୋଷଣା ।

କନକ ବ୍ୟୁରୋ: କାରବିଆନ୍ ପରେ ଏବେ କଙ୍ଗାରୁ ଟିମ ଉପରେ ବିଜୟ ଲକ୍ଷ୍ୟ କରିବା ମୁଡରେ ଭାରତୀୟ କ୍ରିକେଟ୍ ଟିମ୍ । ଆସନ୍ତା କାଲି ଅଷ୍ଟ୍ରେଲିଆର ବ୍ରିସବ୍ରେନ୍ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ୧୨ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ।…

ଦୁନିଆର ୫ମ ସବୁଠାରୁ ଭୟଙ୍କର ରୋଗ COPD ! ଧୂମ୍ରପାନ କରୁନଥିବା ବ୍ୟକ୍ତି ମଧ୍ୟ ବିପଦ ଘେରରେ

ସାରା ବିଶ୍ୱରେ ୫ମ ସବୁଠାରୁ ଭୟଙ୍କର ରୋଗ ହେଲା ସିଓପିଡ଼ି(Chronic obstructive pulmonary disease) । ସବୁବେଳେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ । ବା ଏହାକୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ରୋଗ ବୋଲି କୁହାଯାଏ । ତେବେ ବର୍ତ୍ତମାନ ଏହି ରୋଗ ଧୂମ୍ରପାନ କରୁନଥିବା…

ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ଫେଲ : ସରକାରୀ ଧାର୍ଯ୍ୟର ୧୫ ଦିନ ପରେ ବି କଳାହାଣ୍ଡିରେ ଖୋଲିନି ମଣ୍ଡି,ଦଲାଲକୁ ଧାନ…

କନକ ବ୍ୟୁରୋ: ଫେଲ ମାରିଛି ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ।  ସରକାରଙ୍କ ଘୋଷଣା ଅନୁଯାୟୀ  କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ ତାରିଖ ଠାରୁ ଚଳିତ ଖରିଫ ଧାନ ସରକାରୀ ମଣ୍ଡିରୁ କିଣା ହେବାର ଥିଲା । ହେଲେ  ଘୋଷଣାର ୧୫୦ ଦିନ ପରେ ବି ମଣ୍ଡି ଖୋଲାଯାଇ ନାହିଁ । ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ…