Daily Archives

November 15, 2018

‘ଦାରୁ’ଙ୍କୁ ନେଇ ତେଜିଲା ରାଜନୀତି !

କନକ ବ୍ୟୁରୋ : ମହାପ୍ରଭୁଙ୍କ ନବକଳେବର ବେଳେ ଚିହ୍ନଟ ହୋଇଥିବା ଦାରୁକୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ଦାରୁ ଚୟନରେ ଅନିୟମିତତା ନେଇ ଅଭିଯୋଗ ଆଣିଛି ବିଜେପି । ଦଳ କହିଛି, ବ୍ରହ୍ମ ଚୟନରେ ଫିକ୍ସିଂ ହେବା ଦୁର୍ଭାଗ୍ୟଜନକ । କେଉଁ ପରିସ୍ଥିତିରେ ଗୋଟିଏ ସ୍ଥାନରୁ ତିନିଟି ଯାକ ଦାରୁ ଚିହ୍ନଟ…

ରାତି ତମାମ ଜଗି ରହିବା ପରେ ସକାଳୁ ଲାଗିଗଲା ନୋ-ଟିକେଟର ସୂଚନା! ଲୋକଙ୍କ ପ୍ରଶ୍ନ. କୁଆଡେ ଗଲା ୧୫ ହଜାର ଟିକେଟ?

କନକ ବ୍ୟୁରୋ : ବିଶ୍ୱକପ ହକିକୁ ଆଉ ମାତ୍ର ୧୧ଦିନ । ହେଲେ ଏବେଠୁ ଟିକଟ ପାଇବାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଳିଙ୍ଗ ଷ୍ଟାଡିୟମରେ ଓପନିଂ ସେରମନିର ଟିକଟ ପାଇବା ପାଇଁ ଦର୍ଶକ ଲମ୍ବା ଲାଇନ ଲଗାଇଥିବା ବେଳେ କାଉଂଟର ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ଉତେଜନାମୂଳକ…

କଂଗ୍ରେସ ମୁଖପାତ୍ରଙ୍କ ପାଇଁ ନୂଆ ଗାଇଡ଼ ଲାଇନ୍! 

କନକ ବ୍ୟୁରୋ: ରାଜ୍ୟରେ ପ୍ରଦେଶ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ନାନା ପ୍ରକାର ପ୍ରୟାସ କରୁଛନ୍ତି ପିିସିସି । ଏସବୁ ମଧ୍ୟରେ ଏକ ନୂଆ ଘଟଣା କଂଗ୍ରେସ ଶିବରରୁ ଜଣାପଡ଼ିଛି । ଏବେ ଗଣମାଧ୍ୟମ ସମ୍ମୁଖରେ ବିବୃତି କିମ୍ବା ଟେଲିଭିଜନ ଚ୍ୟାନେଲରେ କୌଣସି  ବିତର୍କରେ ଭାଗ ନେବାକୁ ହେଲେ…

ଓଡିଆ ନିର୍ଦ୍ଦେଶକଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ! କହିଲେ, ଲୋକଙ୍କୁ କହିବି ଫିଲ୍ମ ସୁଟିଂ…

କନକ ବ୍ୟୁରୋ : ଫିଲ୍ମ ନିର୍ଦ୍ଦେଶକ ଦୀଲ୍ଲିପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ବଙ୍ଗିୟ ଅଭିନେତ୍ରୀ ତଥା ଫିଲ୍ମର ଲିଡ ନାୟିକା ଏଲସା ଘୋଷ । ଫିଲ୍ମରେ ତାଙ୍କ ଦୃଶ୍ୟ କଟାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା…

ମରିଗଲା ମହାବୀର, ବାଘ ବଂଶ ବୃଦ୍ଧି ଯୋଜନାରେ ଲାଗିଲା ବ୍ରେକ୍!

କନକ ବ୍ୟୁରୋ : ବାଘ ମରିଗଲା, ମଣିଷ ବଂଚିଗଲା । ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳ ମହାବୀରର ମୃତ୍ୟୁ ହୋଇଛି । ତା ବେକରେ କ୍ଷତ ଚିହ୍ନ ଥିବା ବେଳେ ସଂକ୍ରମଣ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଜି ବାଘର ପୋଷ୍ଟମର୍ଟମ ପରେ…

ବୀର ଯବାନଙ୍କୁ ଶହେ ସଲାମ ! ନିଜର ହୃତପିଣ୍ଡ ଦାନ କଲେ, ସାଥୀ ଯବାନଙ୍କ ଜୀବନ ବଞ୍ଚାଇଲେ

ଭାରତୀୟ ସୈନିକ ନିଜର ଲଢୁଆପଣ ଓ ପେଶାଦାର ମନୋଭାବ ପାଇଁ ସାରା ବିଶ୍ୱରେ ପରିଚିତ । କିନ୍ତୁ ମାନବତାର ଏକ ମହାନ ନିଦର୍ଶନ ସୃଷ୍ଟି କରିଛନ୍ତି ଜଣେ ଭାରତୀୟ ଯବାନ । ନିଜର ହୃତପିଣ୍ଡ ଦାନ କରି ନିଜର ସାଥୀ ଯବାନଙ୍କ ଜୀବନ ବଞ୍ଚାଇଛନ୍ତି । ୩୦ ବର୍ଷୀୟ ଭାରତୀୟ ଯବାନ ଏନକେ ରାଓ ହୃତପିଣ୍ଡ ଅଚଳ…