Daily Archives

November 12, 2018

ରାଜଧାନୀବାସୀଙ୍କ ପାଇଁ କାଜ ସାଜିଛନ୍ତି ମଶା ବଂଶ ! ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଆକ୍ରାନ୍ତଙ୍କ ସ˚ଖ୍ୟା ବୃଦ୍ଧି

କନକ ବ୍ୟୁରୋ : ରାଜଧାନୀବାସୀଙ୍କୁ ମଶା କଲବଲ କରିଦେଲେଣି । ଯେଉଁଠି ନଜର ପଡ଼ୁଛି, ସେଠାରେ ମଶା ସାଲୁବାଲୁ । ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି ।   ରାଜଧାନୀର ଏମିତି କୌଣସି ଜାଗା ନାହିଁ, ଯେଉଁଠି କିଏ ବିନା ମଶାରିରେ ଶାନ୍ତିରେ ଶୋଇ ପାରୁଛନ୍ତି । ମଶାରି ଭିତରେ ଶୋଇଲେ କି…

ବିକାଶ ଠାରୁ ବହୁ ଦୂରରେ ସୁନ୍ଦରଗଡ ଜିଲ୍ଲାର ବ୍ରହ୍ମଣୀବାହାଲ ଗାଁ ! ଯାତାୟତ ପାଇଁ ଏକମାତ୍ର ଭରସା ପାଲଟିିଛି ବିଦ୍ୟୁତ୍…

କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାର ଯୋଗାଉଥିବା ସୁଖ ସୁବିଧା ତଥା ଅନେକ ଯୋଜନା ଗୁଡ଼ିକ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଯୋଜନା କଥା ଦୂରରେ ଥାଉ ଏବେ ବି ରାଜ୍ୟରେ ଏପରି ଗାଁ ଅଛି ଯେଉଁଠି ଲୋକେ ମୌଳିକ ସୁବିଧାରୁ…

ଓକିଲ-ପୋଲିସ୍ ବିବାଦ । ଚାର୍ଜସିଟ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ, କାଲି ସୁଦ୍ଧା ଦାଖଲ ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଆଜି ହୋଇପାରିଲା ନାହିଁ ଶୁଣାଣି । ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ନ କରିପାରିବାରୁ ଆସନ୍ତାକାଲି ଶୁଣାଣି କରାଯିବ । ଆସନ୍ତାକାଲି ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା…

କ୍ରିକେଟର ବେଶରେ ହଷ୍ଟେଲ ରୁମକୁ ରକେଡ ମାଡ ! କଲେଜ କ୍ୟାମ୍ପସର ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ସରିଯାଇଛି ଦୀପାବଳି କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଜବ ଦୀପାବଳି ସେଲିବ୍ରେସନ । ଘର ପରିବାର ସହ ନୁହେଁ ବରଂ କିଛି ଉଦଭ୍ରାନ୍ତ ଯୁବକ ଯେଉଁଭଳି ବାଣ ଫୁଟାଉଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରତୀକ ପ୍ରସନ୍ନଜିତଙ୍କ ଟ୍ୱିଟର ଆକାଉଣ୍ଟରେ ଛଡା…

ଦୁର୍ଗମ ଅଂଚଳରେ ପହଂଚି ପାରୁନି ସରକାରୀ ସୁବିଧା : ଶୋଷ ମେଂଟାଉଛି ନାଳ ପାଣି, ରୋଗୀଙ୍କ ଭରସା ଭାର ଆମ୍ବୁଲାନ୍ସ

କନକ ବ୍ୟୁରୋ : ସରକାର ଲୋକଙ୍କ ପାଖରେ ରାସ୍ତା ଘାଟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସର୍ବନିମ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କଳାହାଣ୍ଡି ଭଳି ଦୁର୍ଗମ ଅଂଚଳରେ ଥିବା ନିରୀହ ଆଦିବାସୀ ମାନଙ୍କ ପାଖରେ ଏହି ସୁବିଧା ପହଂଚି ପାରୁନାହି ।…

ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ନବୀନଙ୍କ ନେତୃତ୍ୱର ଗୁଣଗାନ କଲେ ଅମ୍ବାନୀ,ଜିନ୍ଦଲ ଓ ବିର୍ଲା ।

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ପ୍ରଶଂସା । ଚଳିତ ବର୍ଷ ସଂସ୍କରଣର ଦ୍ୱିତୀୟ ଦିନରେ ଆୟୋଜିତ ହୋଇଥିବା ବିଜନେସ୍ ଲିଡ଼ରସିପ୍ ସମ୍ମିଳନୀରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ବିଶିଷ୍ଟ ଶିଳ୍ପପତି । ବିଶ୍ୱର ନାମିଦାମୀ ବିଜନେସ୍ ଟାଇକୁନ ମୁକେଶ…