Daily Archives

November 12, 2018

ଦୁନିଆ କ’ଣ ଜାଣିବା ଆଗରୁ ଅନାଥ ହୋଇଗଲା ୧୦ ବର୍ଷର ନାବାଳକ : ବାପା ପରେ କିଡନୀ ରୋଗରେ ଆର ପାରିକୁ ଚାଲିଗଲା ମା’

କନକ ବ୍ୟୁରୋ : ଜୀବନ ଜାଣିବା ପୁର୍ବରୁ ବାପ ମାଆ ଛେଉଣ୍ଡ ହୋଇଗଲା ୧୦ ବର୍ଷର ନାବାଳକ । ପରିବାର ତାକୁ ଛାଡିଦେଲେ ଆଉ କେହି ନାହିଁ । ଆଗକୁ ଲମ୍ବା ଜୀବନ । କିଏ କରିବ ତାକୁ ଆପଣାର ? କେମିତି ବଂଚିବ ଜୟପୁର ନିକଟ ଗଉଡଗୁଡାର ପୂର୍ଣ୍ଣ ଗଉଡ । ଭଙ୍ଗା ଦଦରା ଘରେ ଏକାକୀ ନିଜକୁ ନିଜେ ପଚାରୁଛି ତାର…

ମୟୂରଭଞ୍ଜ ସୀମାବର୍ତ୍ତୀ ଗାଁରେ ହାତୀ ଆତଙ୍କ : ପଶ୍ଚିମବଙ୍ଗ ପଟୁ ପଶି ଆସିଛନ୍ତି ୭୦ ହାତୀ, ରାତିରେ ଅନିଦ୍ରା ରହି…

କନକ ବ୍ୟୁରୋ : ମୟୂରଭଞ୍ଜ ସୀମାନ୍ତରେ ହାତୀ ଆତଙ୍କ । ପଶ୍ଚିମବଙ୍ଗ ପଟୁ ୭୦ରୁ ଅଧିକ ହାତୀ ବାରିପଦା ବନାଂଚଳକୁ ପଶି ଆସିଛନ୍ତି । ଯାହାକୁ ନେଇ ସୀମାବର୍ତ୍ତୀ ଗାଁ ଗୁଡିକରେ ଆତଙ୍କର ବାତାବାରଣ । ହାତୀ ଭୟରେ କିଏ ଘର ଆଗରେ ନିଆଁ ଜାଳି ବସୁଛି ଆଉ କିଏ ରାତି ସାରା ଅନିଦ୍ରା ରହି ପରିବାରକୁ ଜଗି…

ବାଙ୍ଗାଲୋରରୁ ଭାଇରାଲ ହେଲା ଓଡିଆ ଦାଦନ ଶ୍ରମିକଙ୍କ ଭିଡିଓ : ବିଦ୍ୟୁତ ଆଘାତରେ ଦୁର୍ବଳ ହୋଇପଡିବାରୁ ବାହାର କରିଦେଲା…

କନକ ବ୍ୟୁରୋ : ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଭିକ ମାଗୁଛନ୍ତି । ଦାଦନ ଶ୍ରମିକର ଏପରି ଦୁର୍ଦ୍ଦଶା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପାଖ ଗୁଳିପାଟଣା ଗାଁର ଚଉବନ ନାୟକ ବାଙ୍ଗାଲୋର ଯାଇ ଅର୍ଥ ରୋଜଗାର କରିବାକୁ । ହେଲେ ବର୍ଷେ ହେଲା ଘରକୁ ଫେରି ପାରୁ…

ଦିବ୍ୟାଙ୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ବଡ଼ ପରଦା ପାଇଁ ଷ୍ଟାର୍ ଖୋଜୁଛନ୍ତି ସବ୍ୟସାଚୀ, ଦିବ୍ୟାଙ୍ଗଙ୍କ ପାଇଁ ଚାଲିଛି…

କନକ ବୁ୍ୟରୋ: ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ପରଦାରେ ଅଭିନୟ କରିବାର ଏକ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ତରଫରୁ ଆୟୋଜିତ ହେବ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା । ଯାହାର ନାଁ ‘ମୁଁ ବି ହେବି ସେଲିବ୍ରିଟି’ । ଯାହାର ଅର୍ଥ ଦିବ୍ୟାଙ୍ଗ ମାନେ ନିଜକୁ କାହାଠୁ କମ୍ ନ ଭାବି ବଡ଼ ପରଦାରେ…

ପାଠ ପଢିବାର ନିଶା ଆଗରେ ହାର ମାନିଲା ନକ୍ସଲଙ୍କ ଧମକ । ଜଙ୍ଗଲ ଭିତରେ ଧନୁ ତୀର ଧରି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ଘଞ୍ଚ ଜଙ୍ଗଲ ମଧ୍ୟରେ କାନ୍ଧରେ ବ୍ୟାଗ, ଆଉ ହାତରେ ଧନୁ ତୀର । ଆମେ କୌଣସି ଶିକାରୀଙ୍କ କଥା କହୁନୁ ବରଂ ସ୍କୁଲ ଛାତ୍ରଛାତ୍ରୀଙ୍କ କଥା କହୁଛୁ । ଯେଉଁମାନଙ୍କ ପାଠ ପଢିବା ଜିଦ୍ ଆଗରେ ହାର ମାନିଛି ନକ୍ସଲଙ୍କ ଭୟ । ପାଠ ପଢିବା ପାଇଁ ଏମାନେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା…

ସମାଜ ପାଇଁ ଉଦାହରଣ ! ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ଆଇଏଏସ୍ ଅଧିକାରୀ

ବେସରକାରୀ ଡାକ୍ତରଖାନାକୁ ଛାଡ଼ି ସରକାରୀ ଡାକ୍ତରଖାନାରେ ସ୍ତ୍ରୀଙ୍କ ପ୍ରସବ କରାଇଲେ ଆଇଏଏସ୍ ଅଧିକାରୀ ତଥା ଜିଲ୍ଲାଧୀକାରୀ । ଏକଥା ଶୁଣି ଯିଏ ହେଲେ ଆଶ୍ଚର୍ଯ୍ୟ ହେବ । ଆଜିକାଲି ସମସ୍ତେ ରୋଗୀଙ୍କୁ ସରକାରୀ ଡାକ୍ତରଖାନା ଅପେକ୍ଷା ବେସରକାରୀ ଡାକ୍ତରଖାନାକୁ ନେବାପାଇଁ ଅଧିକ ପସନ୍ଦ କରୁଛନ୍ତି…