Daily Archives

June 4, 2018

କଥା ରଖିଲେ ନବୀନ! ଉପ-ନିର୍ବାଚନ ପରେ ବିଜେପୁର ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ।

ବିଜେପୁର ଉପ-ନିର୍ବାଚନରେ ଲୋକଙ୍କୁ ଦେଇଥିବା କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁରର ବିକାଶ ପାଇଁ ନବୀନ ନିଜେ ଯେଉଁ ଦାୟିତ୍ୱ ନେଇଥିଲେ ତାହାର ପୁନାଦି ନିଜେ ଖୋଳିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଏହାର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଜେପୁରକୁ ଏକ ଆଦର୍ଶ ନିର୍ବାଚନ…

ସାବଧାନ ! ନକଲି ଔଷଧ ବିକ୍ରି କଲେ ହେବ ଆଜୀବନ କାରାଦଣ୍ଡ, ସରକାର ନେଲେ ନୂଆ ନିଷ୍ପତ୍ତି ।

ନକଲି ଔଷଧ ବିକ୍ରି କରୁଥିବା କମ୍ପାନୀମାନଙ୍କ ବିରୋଧରେ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବେ । ଯଦି କୌଣସି ହସ୍ପିଟାଲ କିମ୍ବା ସାଧାରଣ ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେଉଥିବାର ଜଣାପଡେ ତେବେ ମେଡିସିନ ସପ୍ଲାଏ କରିଥିବା ମାର୍କେଟିଂ କମ୍ପାନୀ ମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ…

ତେଲ ବଢାଉଛି ମୁଣ୍ଡବ୍ୟଥା ! କେମିତି କମିବ ତେଲ ଦର, ଚିନ୍ତାରେ ମୋଦି ସରକାର । ୪ ସୂତ୍ରୀ ଫର୍ମୁଲା ଉପରେ ଚାଲିଛି ବିଚାର…

ରେକର୍ଡ ସ୍ଥରରେ ପହଁଚିଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ବଢୁଥିବା ବେଳେ ସରକାର ସେପରି କିଛି ବଡ଼ ନିଷ୍ପତି ନେଇ ପାରୁନାହାନ୍ତି । ଟିକସ ବାବଦରେ କୋଟି କୋଟି ଟଙ୍କା ସରକାରଙ୍କ ତହବିଲକୁ ଯାଉଥିବା ବେଳେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ପେଟ୍ରୋଲ ଦରକୁ ନେଇ…

ମଝି ଆକାଶରେ ଉଡୁଥିଲା ପ୍ଲେନ ! ହଠାତ୍ ଘଟିଲା ଦୁର୍ଘଟଣା, ତଳକୁ ଖସିପଡିଲେ ପାଇଲଟ୍ । ଆଉ ତା ପରେ…

ଏମିତି ଏକ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ମଝି ଆକାଶରୁ ତଳକୁ ଖସି ପଡିଛନ୍ତି ପାଇଲଟ । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ୍ ଜଣଙ୍କ ସିଧା ଯାଇ ଜଙ୍ଗଲ ଭିତରେ ପଡିଥିଲେ । ତେବେ…

ହୁସିଆର! ବଜାରରେ ବିକ୍ରି ହେଉଛି ନକଲି ଅଗ୍ନି ନିର୍ବାପକ ଯନ୍ତ୍ର, ଧ୍ୟାନ ରଖନ୍ତୁ ନହେଲେ ପଡିପାରନ୍ତି ଅଡୁଆରେ ।

ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିଶିଷ୍ଟ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି, ଯଦି ଆପଣଙ୍କ ଦୋକାନ, କାର୍ଯ୍ୟାଳୟ ଏବଂ ଘରେ କୌଣସି ଅଗ୍ନି ନର୍ବିାପକ ଯନ୍ତ୍ର ରହିଛି ତେବେ ତାହାକୁ ଠିକ ଭାବରେ ଯାଞ୍ଚ କରିନିଅନ୍ତୁ ଏବଂ ଯନ୍ତ୍ରଟି ଯେପରି ଠିକ ସମୟରେ ଧୋକା ନଦିଏ ସେଥି ପ୍ରତି ମଧ୍ୟ…