ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ । କହିଲେ, ଓଡ଼ିଶାବାସୀ ଯାହା ଚାହିଁବେ ସେହି ଅନୁସାରେ ପ୍ରସ୍ତୁତ ହେବ ଇସ୍ତାହାର

454

କନକ ବ୍ୟୁରୋ: ବିଜେଡିର ନିର୍ବାଚନି ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ । ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ପାଣ୍ଡିଆନ । ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି । ପାଣ୍ଡିଆନ କହିଛନ୍ତି, ଏହା ଲୋକଙ୍କ ସରକାର, ମତାମତକୁ ଗୁରୁତର ସହ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ଏପରିକି ଓଡ଼ିଶାବାସୀ ଯାହା ଚାହିଁବେ ସେହି ଅନୁସାରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି କହିଛନ୍ତି ପାଣ୍ଡିଆନ ।

 

View this post on Instagram

 

A post shared by VK Pandian (@vkpandian.odisha)