ରାଜସ୍ଥାନରେ ଏଂଟ୍ରି ମାରିଲା ବୋଲଡଜର: ୩୦୦ ବର୍ଷର ପୁରୁଣା ମନ୍ଦିର ଭାଙ୍ଗିବାକୁ ନେଇ ତେଜିଲା ଅସନ୍ତୋଷ 

95

କନକ ବ୍ୟୁରୋ: ବିକାଶ ନାଁରେ  ୩୦୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗିଲା ପ୍ରଶାସନ । ରାଜସ୍ଥାନର ଅଲୱର ଜିଲ୍ଲାରେ ଏକ ଶିବ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି ଗେହଲଟ ସରକାର । ଗୋଟିଏ ପଟେ ୟୁପି, ଏମପି ଏବଂ ଦିଲ୍ଲୀରେ ବିଜେପି ସରକାର ବୁଲଡୁଜର ଚଳାଉଥିବା ବେଳେ ଏବେ ରାଜସ୍ଥାନର କଂଗ୍ରେସ ସରକାର ସମାନ ନୀତି ଆପଣାଇଛି ।  ଯାହାକୁ ନେଇ ବିରୋଧୀ ବିଜେପି ମଧ୍ୟ ସରକାରକୁ ଘେରିଛି ।