ରାଜଧାନୀରେ ବୁଲିଲା ଦନ୍ତା : ସାଲିଆ ସାହିରେ ଖେଳାଇଲେ ଆତଙ୍କ; ପିସିଆର ଭ୍ୟାନ୍ ସହ ବନ କର୍ମଚାରୀ ନାକେଦମ୍

292

କନକ ବ୍ୟୁରୋ : ରାଜଧାନୀରେ ବୁଲିଲା ଦନ୍ତା । ଘଣ୍ଟାଏ ଧରି ଭୁବନେଶ୍ୱର ସାଲିଆ ସାହିରେ ଆତଙ୍କ ମଚାଇଛି ଦନ୍ତାହାତୀ । ତେବେ ହାତୀ ଘଉଡ଼େଇବା ପାଇଁ ଦୁଇଟି ପିସିଆର ଭ୍ୟାନ୍ ସହ ବନ କର୍ମଚାରୀ ନାକେଦମ୍ ହୋଇଛନ୍ତି । ମୈତ୍ରି ବିହାର ଥାନା ଅନ୍ତର୍ଗତ ରାସ୍ତାରେ ଦନ୍ତହାତୀ ବୁଲୁଥିବା ଦେଖିବାକୁ ପାଇଥିଲେ ଲୋକେ । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ ।