ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହେଲା ଟିମ୍ ‘ହାଇ ଏଫିସିଏନସି ରେସପନ୍ସ’ ବା HER। ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଛି ଏହି ଟିମ୍ ।

369

କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହେଲା ଟିମ୍ ‘ହାଇ ଏଫିସିଏନସି ରେସପନ୍ସ’ ବା HER । ଏସପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ତିଆରି ହୋଇଥିବା ଏହି ଟିମ୍ ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଛି । ଦୁର୍ବ୍ୟବହାର, କମେଣ୍ଟ ପାସ୍, ଖରାପ ବ୍ୟବହାର ପାଇଁ ଏହି ଟିମ୍ ଗଠନ କରାଯାଇଛି । ଅଭିଯୋଗକାରିଣୀଙ୍କ ଅଭିଯୋଗ ପାଇବା ପରେ ସ୍ପଟରେ ପହଞ୍ଚ ଖବର ସଂଗ୍ରହ କରୁଛି । ଏବେ ସୁଦ୍ଧା ମୋଟ୍ ୬ଟି ମାମଲାର ତଦନ୍ତ କରି ଏବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟତଃ ରାତିରେ କାମ ସାରି ଫେରୁଥିବା ବେଳେ ଖରାପ କମେଣ୍ଟ କରୁଥିବା ଲୋକଙ୍କ ଉପରେ ନଜର ରଖିବ ଏହି HER ଟିମ୍ ।