ଫେରାର ଆତଙ୍କବାଦୀଙ୍କୁ ଧରିବା ପାଇଁ ଭୋପାଳ ପୁଲିସର ତନାଘନା : ସହର ସାରା ନାକାବନ୍ଦି,ଚାଲିଛି ଖାନ ତଲାସ

16

କନକ ବ୍ୟୁରୋ : ଫେରାର ଆତଙ୍କବାଦୀଙ୍କୁ ଧରିବା ପାଇଁ ଭୋପାଳ ପୁଲିସ ଚଲାଇଛି ତନାଘନା । ସହର ସାରା ନାକାବନ୍ଦି କରି ଖାନ ତଲାସ ଜାରି ରହିଛି । ସେପଟେ ଏହି ଘଟଣାରେ ୫ ଜେଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।