ବିସିସିଆଇରେ ନିଯୁକ୍ତି ନେଇ ବିବାଦ ! । ନୂଆ ନିଯୁକ୍ତିକୁ କର୍ମକର୍ତ୍ତାଙ୍କ ପ୍ରତିବାଦ

51

କନକ ବ୍ୟୁରୋ: ବିସିସିଆଇର କର୍ମକର୍ତ୍ତାଙ୍କୁ ନିଯୁକ୍ତି ନେଇ ବିବାଦ । ନୂଆ ନିଯୁକ୍ତିକୁ ବିସିସିଆଇ ପକ୍ଷରୁ ପ୍ରତିବାଦ କରାଯାଇଛି । ବିସିସିଆଇ ନୂଆ ଲୋକଙ୍କ ବଦଳରେ ନିଜ ଲୋକମାନଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି ।

ତେବେ ସୁପ୍ରିମକୋର୍ଟ ନାମ ଦାଖଲ କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୭୦ ବର୍ଷ ବୟସ୍କ କାହାରି ନାଁକୁ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି ।