ଇଡିରେ ହାଜର ହେଲେ ସାରଥୀଙ୍କ ପାଳିତ ପୁଅ ସତ୍ୟମ୍

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରଥୀଙ୍କ ଆର୍ଥିକ କାରବାର ନେଇ କ୍ରାଇମବ୍ରାଂଚର ଖୋଳତାଡ ।ଆଶ୍ରମକୁ କେଉଁଠୁ ଆସିଲା ଟଂକା । ଦାନଦକ୍ଷିଣା ନାଁରେ ଜମା ହୋଇଥିବା ଟଂକା କୁଆଡେ ଗଲା । ଏହି ଭିତିରି କଥା ଖୋଜିବାରେ କ୍ରାଇମବ୍ରାଂଚ ଫେଲ୍ ମାରିବା ପରେଏବେ ଦାୟିତ୍ୱ ନେଇଛି ପ୍ରବର୍ତନ ନିର୍ଦେଶାଳୟ । ଭାଇ ଓ ସହଯୋଗୀଙ୍କୁ ଜେରା କରିବା ପରେ ଆଜି ପାଳି ପଡିଥିଲା ବାବାଙ୍କ ପୌଷ୍ୟପୁତ୍ର ସତ୍ୟମର । ୫ ଘଂଟା ଧରି ଜେରା କରିଥିଲେ ଇଡି ଅଧିକାରୀ । ସେପଟେ ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସଠିକ ଉତର ଦେଇଥିବା କହିଛନ୍ତି ସତ୍ୟମ୍  ।

ଏହା ସହ ସାରଥୀଙ୍କ ଆଉ ୩ ସହଯୋଗୀଙ୍କୁ ଇଡିର ଜେରା