ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ: ଟେକା ପଥର ଫିଙ୍ଗିଲେ ବାଲି ମାଫିଆ

223

କନକ ବ୍ୟୁରୋ: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ମାରଣାସ୍ତ୍ର ଓ ଟେକା ପଥର ଫିଙ୍ଗି ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫୁଲାଡି ନିକଟେରେ ରେଡ ବେଳେ ଏହି ଆକ୍ରମଣ ହୋଇଛି । ଆକ୍ରମଣରେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନଙ୍କ କାନ୍ଧରେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ମୁଣ୍ଡ ଫାଟିଛି । ମୁଣ୍ଡରେ ୨ଟି ଷ୍ଟିଚ ପଡିଥିବା ସୂଚନା ମିଳିଛି ।