କାହିଁକି ଆତ୍ମହତ୍ୟା କଲେ ବିଜେପି କଲେଜ ଛାତ୍ରୀ ରୁଚିକା ? ଅନ୍ତେବାସୀଙ୍କୁ ପଚରାଉଚରା, ସୁପରିଟେଣ୍ଡଙ୍କୁ ହୋଇପାରେ…

କନକ ବ୍ୟୁରୋ : କାହିଁକି ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି । ଆତ୍ମହତ୍ୟାର କାରଣ ଖୋଜିବାକୁ ଛାତ୍ରୀ ନିବାସରେ ପୋଲିସ ପହଂଚି ଛାନଭିନ ଜାରି ରଖିଛି । ୧୩୪ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି ମହିଳା ପୁଲିସ ଓ ଏସିପିଙ୍କ ଟିମ୍ । ସେହି ୩ଜଣ ସିନିୟର କିଏ,…

ବିହାର ଗୟାରେ ମୃତ ଝିଅ ମୁହଁରେ ନିଆଁ ଦେଲା ମାଆ। ଶ୍ୱଶର ଘର ହତ୍ୟା କରିଥିବା ଅଭିଯୋଗ।

କନକ ବ୍ୟୁରୋ: ଝିଅକୁ ମୁଖାଗ୍ନି ଦେଲା ମାଆ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ବିହାରର ଗୟାରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ଜଣେ ମାଆ ନିଜ ଝିଅର ହତ୍ୟା ପରେ ତାର ଅନ୍ତିମ ସଂସ୍କାର କରିଛନ୍ତି । ଗୟାର ବିଷ୍ଣୁପଦ ଶ୍ମଶାନ ଘାଟରେ…

ମହାରାଷ୍ଟ୍ରର ଫ୍ଲୋର ଟେଷ୍ଟ ପୂର୍ବରୁ ବିଧାନସଭାର ସିନ୍ଦେ ଗୋଷ୍ଠୀକୁ ବଡ ଆଶ୍ୱସ୍ତି । ବିଜେପି ପ୍ରାର୍ଥୀ ରାହୁଲ…

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବାଚସ୍ପତି ପ୍ରାର୍ଥୀ ରାହୁଲ ନାର୍ବେକରଙ୍କ ବିଜୟୀ ହୋଇଛି । ମହାବିକାଶ ଅଘାଡିର ପ୍ରାର୍ଥୀ ରାଜନ ସାଲଭି ନିର୍ବାଚନରେ ହାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ଅନୁଗତ ହେଉଛନ୍ତି ରାଜନ । ବାଚସ୍ପତି ନିର୍ବାଚନରେ…

ପାକିସ୍ତାନର ପରିସ୍ଥିତି ଶ୍ରୀଲଙ୍କା ଭଳି ହେବନିତ? ପେଟ୍ରୋଲ ଲିଟର ୨୪୮ ଟଙ୍କା, ବଢୁଛି ଆର୍ଥିକ ସଂକଟ

କନକ ବ୍ୟୁରୋ : ଶ୍ରୀଲଙ୍କା ଭଳି ଅବସ୍ଥା ଏବେ ପାକିସ୍ତାନର ହେବାକୁ ବସିଲାଣି । ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଅନ୍ତରାଷ୍ଟ୍ରିୟ ମୁଦ୍ରାକୋଷ (ଆଇଏମଏଫ) ତରଫରୁ ରଖାଯାଇଥିବା ସର୍ତ୍ତ ଅନୁଯାୟୀ ପେଟ୍ରୋଲିୟମ୍ ପଦାର୍ଥଗୁଡିକ ଉପରେ ଦର ବୃଦ୍ଧି କରିଦିଆଯାଇଛି । ଦେଶରେ ଏହି…

ରାଜସ୍ଥାନରେ ପାହଡଧସି ବଡଧରଣର ଦୁର୍ଘଟଣା। ମାଟି ତଳେ ପୋତିହୋଇ ୨ ମୃତ, ଜଣେ ଆହତ ମେଡିକାଲରେ ଭର୍ତ୍ତି।

କନକ ବ୍ୟୁରୋ: ରାଜସ୍ଥାନ ସକିର ଜିଲ୍ଲାର ନିମକାଥିନା ଅଞ୍ଚଳରେ ବିଲମ୍ବିତ ରାତିରେ ଖନନ ବେଳେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଖନନ ଚାଲିଥିବାବେଳେ ପାହାଡର ବଡ ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ତଳେ ଥିବା ଗାଡି ଏବଂ କାମ କରୁଥିବା ଶ୍ରମିକ ମାଟି ତଳେ ଚାପିହୋଇଯାଇଛନ୍ତି ।…

ସିନ୍ଦେଙ୍କୁ ଆଉ ଏକ ସଫଳତା । ବିଧାନସଭା ବାଚସ୍ପତି ଭାବେ ବାଜି ମାରିଲେ ବିଜେପି ପ୍ରାର୍ଥୀ ରାହୁଲ ନାର୍ବେକର,…

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ଆଉ ଏକ ସଫଳତା । ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ କାମ କରିଛି ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି । ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ବାଚସ୍ପତି ନିର୍ବାଚନରେ…

ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ। ଲସ୍କରର ୨ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରର ରିଆସି ଜେଲରେ ଲସ୍କରର ୨ ଆତଙ୍କବାଦୀ ଧରାପଡିଛନ୍ତି । ଅସ୍ତ୍ରଶସ୍ତ୍ର ସହ ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଧରିଛନ୍ତି । ସେମାନଙ୍କୁ ନିକଟରୁ ଏକେ -୪୭ ରାଇଫଲ, ୭ଟି ଗ୍ରେନେଡ, ଗୋଟିଏ ପିସ୍ତଲ ଜବତ ହୋଇଛି । ଗ୍ରାମବାସୀଙ୍କ ଏହି ଉଦ୍ୟମ ଆଉ ସଫଳତା ପାଇଁ ୨ଲକ୍ଷ…

ଚାଲାଣ କଟିଲା ବୋଲି… ପୋଲିସ ଗାଡି ଉପରେ ଡ୍ରୋଜର ଚଢାଇଦେଲେ

କନକ ବ୍ୟୁରୋ : ଚାଲାଣ କାଟିବାରୁ ପୋଲିସ ଭ୍ୟାନକୁ ଡ୍ରୋଜରରେ ଓଲଟାଇଦେଲା ଡ୍ରୋଜର ଚାଳକ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଆଉ ଏହି ଘଟଣାଟି ଘଟିଛି ମାଲେସିଆର ସବାହରେ । ପ୍ରକୃତ ଘଟଣାଟି ହେଉଛି, ମାଲେସିଆ ପୋଲିସ ଚେକିଂ କରୁଥିବା ସମୟରେ ଏକ…

ଆଜି ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ । ସୁରକ୍ଷା ଭିତରେ ପହଞ୍ଚିିଲେ ବିଦ୍ରୋହୀ ବିଧାୟକ ।

କନକ ବ୍ୟୁରୋ: କଡା ସୁରକ୍ଷା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ଭିତରେ ପ୍ରବେଶ କରିଛନ୍ତି ବିଦ୍ରୋହୀ ବିଧାୟକ । ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପି ବିଧାୟକ ରାହୁଲ ନିର୍ବେକର ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଏମଭିଏ…

ଆଇଏଏସ୍ ଟିନା ଡାବିଙ୍କଠାରୁ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବେ ଅତହର ଅମୀର ଖାନ୍ । ଜାଣନ୍ତୁ କିଏ ଏହି ଯୁବତୀ

କନକ ବ୍ୟୁରୋ: ୟୁପିଏସସି ଟପର ଏବଂ ଆଇଏଏସ୍ ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଅତହର ଅମୀର ଖାନ୍ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ଡାକ୍ତର ମେହରୀନ୍ କାଜୀଙ୍କୁ ବିବାହ କରିବେ ବୋଲି ସୂଚନା ରହିଛି । ନିକଟରେ ଅତହରଙ୍କ ପ୍ରଥମ ପତ୍ନୀ ଟିନା ଡାବି ଛାଡପତ୍ର ପରେ ଆଇଏଏସ୍ ପଦୀପ…