ଆଇପିଏଲରେ ସହିପାରିଲେନି ରାଜସ୍ଥାନ ରୟାଲ୍ସର ପରାଜୟ । ଚରମ ପଦକ୍ଷେପ ନେଲେ ଯୁବକ

କନକ ବ୍ୟୁରୋ: ଆଇପିଏଲ ୨୦୨୨ ଫାଇନାଲରେ ରାଜସ୍ଥାନକୁ ହରାଇ ଟାଇଟଲ ହାତେଇ ନେଇଛି ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ପରେ ଅନେକ କ୍ରିକେଟ ପ୍ରେମୀଙ୍କ ମୁହଁରେ ହସ ଖେଳିଯାଇଥିବାବେଳେ ରାଜସ୍ଥାନର ପ୍ରଶଂସକ ନିରାଶ ହୋଇଛନ୍ତି । ତେବେ ରାଜସ୍ଥାନର ଏମିତି ଜଣେ ପଶଂସକ ଦଳର ପରାଜୟ ସହିନପାରି…

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ । ସଂଖ୍ୟା ଦୃଷ୍ଟିର ନିର୍ଦ୍ୱନ୍ଦ୍ୱରେ ଜିତିବା…

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଆଜି ନାମାଙ୍କନ ଦାଖଲ କରିବେ । ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନ ଦାଖଲ ହେବ । ସଂଖ୍ୟା…

ନେପାଳ ବିମାନ ଦୁର୍ଘଟଣା : ମିଳିଲା ୪ ଓଡିଆଙ୍କ ମୃତଦେହ; ପତ୍ନୀ, ପୁଅ, ଝିଅଙ୍କ ସହ ନେପାଳ ବୁଲିଯାଇଥିଲେ ଭୁବନେଶ୍ୱର…

କନକ ବ୍ୟୁରୋ : ନେପାଳ ବିମାନ ଦୁର୍ଘଟଣାରେ ମିଳିଛି ଅଶୋକ ପରିବାରଙ୍କ ମୃତଦେହ । ମୁସ୍ତାଙ୍ଗ ଜିଲ୍ଲାରେ ଠାବ ହୋଇଛି ହୋଇଛି ୨୦ ଯାତ୍ରୀଙ୍କ ମୃତଦେହ । କାଠମାଣ୍ଡୁରୁ ମୃତଦେହ ଆଣିଛନ୍ତି ଅଶୋକଙ୍କ ଭାଇ ରାଜନ କୁମାର । ମୃତଦେହ ଧରି ଆଜି ଦିଲ୍ଲୀରେ ରାଜନ ପହଞ୍ଚିବା ନେଇ ସୂଚନା ରହିଛି ।…

ବ୍ରଜରାଜନଗର ଉପନିର୍ବାଚନ : ଚାଲିଛି ଭୋଟ ଗ୍ରହଣ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ମତଦାନ

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେବେ ଭୋଟର । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେବେ । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ…

ବିଦେଶ ଗସ୍ତରେ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୮ ବର୍ଷ ଶାସନ କାଳରେ ୬୦ ଦେଶ ଭ୍ରମଣ କରିଛନ୍ତି,୧୧୦ ଥର…

କନକ ବ୍ୟୁରୋ : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ବିଦେଶ ଭ୍ରମଣକୁ ନେଇ ଚର୍ଚ୍ଚା ହେଉଛି । ମୋଦୀ ପ୍ରଧାନମନ୍ତ୍ରୀ ହେବାର ୮ ବର୍ଷ ମଧ୍ୟରେ ୬୦ ଟି ଦେଶ ପରିଭ୍ରମଣ କରିଛନ୍ତି । ଏହି ସମୟ ମଧ୍ୟରେ ମୋଦି ୧୧୦ ଥର ବିଦେଶ ଗସ୍ତରେ ଯାଇଛନ୍ତି । ଯଦି ପୂର୍ବତନ…

ଦିଲ୍ଲୀରେ ଅଦିନିଆ ଝଡ ନେଲା ୨ ଜୀବନ : ଉପୁଡିଗଲା ବଡ ବଡ ଗଛ, ବାଧାପ୍ରାପ୍ତ ହେଲା ଯାତାୟାତ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ଦୁଇ ଜଣ ବ୍ୟକ୍ତିିଙ୍କୁ ମୃତ୍ୟୁ ହୋଇଛି । ଓସ୍ତ ଗଛ ପଡି ଜଣେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ଘର ବାଲକୋନିର କିଛି ଅଂଶ ଭାଙ୍ଗି ଜଣେ ୫୦ ବର୍ଷିୟ…

ସଫଳତାର ସହ ମୋଦୀ ସରକାରଙ୍କ ପୁରିଲା ୮ ବର୍ଷ । ନୋଟ ବନ୍ଦୀଠୁ ଧାରା ୩୭୦ ହଟାଇବା ପର୍ଯ୍ୟନ୍ତ ବହୁ ବଡ ବଡ ପଦକ୍ଷେପ…

କନକ ବ୍ୟୁରୋ : ସଫଳତାର ସହ ନରେନ୍ଦ୍ର ମୋଦୀ ସରକାରଙ୍କ ୮ ବର୍ଷ ପୁରା ହୋଇଛି । ମେ ୩୦ ସୁଦ୍ଧା ମୋଦୀ ତାଙ୍କ ୮ ବର୍ଷ କାର୍ଯ୍ୟକାଳ ପୁରା କରିଛନ୍ତି । ଏହି ସମୟ ମଧ୍ୟରେ ବହୁ ଘାତ, ପ୍ରତିଘାତର ସାମ୍ନା କରିଛି ଦଳ । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଠାରୁ ଆରମ୍ଭ କରି, ନୋଟ ବନ୍ଦୀ, ସିଏଏ,…

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା : ପଞ୍ଜାବ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ; କାହିଁକି ହଟିଲା ବ୍ୟକ୍ତିଗତ ସୁରକ୍ଷା,…

କନକ ବ୍ୟୁରୋ : ପଞ୍ଜାବୀ ଲୋକପ୍ରିୟ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ବଡ ବୟାନ ଦେଇଛନ୍ତି । କ’ଣ ପାଇଁ ୪୦୦ରୁ ଅଧିକ ଜୀବନ ପ୍ରତି ବିପଦ ଥିବା ବ୍ୟକ୍ତିଙ୍କ ସୁରକ୍ଷା ହଟାଗଲା, ତା ଉପରେ ଜବାବ ରଖିବାକୁ ହାଇକୋର୍ଟ ପଞ୍ଜାବ…

ଆଜି ସୁପ୍ରିମକୋର୍ଟରେ ହେବ ପୁରୀ ଶ୍ରୀମନ୍ଦିର ପକଳ୍ପ ମାମଲାର ଶୁଣାଣି : ଶୁଣାଣି ପାଇଁ ରାଜି ହୋଇଛନ୍ତି ଭ୍ୟାକେସନ…

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଶୁଣାଣି । ହାଇକୋର୍ଟ ଗତ ମେ ୯ ତାରିଖ ଦେଇଥିବା ନିର୍ଦ୍ଦେଶ ଉପରେ ହୋଇଥିବା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁମନ୍ତ କୁମାର ଘଡେଇ ଏବଂ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ୱାରା ଦାଖଲ…

ଆଜି ବ୍ରଜରାଜନଗର ଉପନିର୍ବାଚନ : ପ୍ରତିନିଧି ବାଛିବେ ୨ ଲକ୍ଷରୁ ଅଧିକ ଭୋଟର

କନକ ବ୍ୟୁରୋ : ଆଜି ବ୍ରଜରାଜନଗର ଉପନିର୍ବାଚନ । ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେବେ । ଭୋଟ ପାଇଁ ସବୁପ୍ରକାରର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ…