ଧରାକୋଟରେ ରାଜ ପରମ୍ପରା : ରାଜା ବେଶରେ ରାଜକୁମାରୀ ସୁଲକ୍ଷଣା ଗୀତାଜଂଳୀ ଦେବୀ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରଥା ଓ ପରମ୍ପରା । ପୁରୀ ଗଜପତି ମହାରାଜ ଶ୍ରୀଜିଉଙ୍କ ପ୍ରଥମ ସେବକ । ରାଜା ଛେରା ପହଁରା କରିବା ପରେ ହିଁ ଗଡେ ରଥ । ଠିକ ସେମିତି ଗଞ୍ଜାମ ଜିଲ୍ଲା ଧରାକୋଟରେ ରହିଛି ୮ଶହ ବର୍ଷର ରାଜକୀୟ ପରମ୍ପରା । ଆଉ ଏହି…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃ ରାଜ୍ୟ ପରିଷଦ ବୈଠକ : ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ଆନ୍ତଃ ରାଜ୍ୟ ପରିଷଦ ବୈଠକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ୧୭ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ…

ଇଷ୍ଟର୍ଣ୍ଣ ମିଡିଆ ଆଖଡାରେ ସାମିଲ ହେବାକୁ ଭୁବନେଶ୍ୱରରେ ଶକ୍ତି କପୁର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଇଷ୍ଟର୍ଣ୍ଣ ମିଡିଆ ଅପେରାରେ ଅଭିନୟ ପାଇଁ ଆସିଛନ୍ତି ଶକ୍ତି କପୁର । ଏହି ଅବସରରେ ସେ କହିଛନ୍ତି. ଓଡିଶା ଭଗବାନଙ୍କ ମାଟି । ଏଠାକୁ ଆସି ସେ ଧନ୍ୟ ମନେ କରୁଛନ୍ତି । ଓଡିଶାର ଲୋକେ ବହୁତ ସ୍ନେହୀ ।…

ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ : ୧୧ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ରାଜ୍ୟରେ ଉଦବେଗଜନକ ହୋଇଛି ଡେଙ୍ଗୁ ସ୍ଥିତି । ଏପର୍ଯ୍ୟନ୍ତ ୨ ଜଣଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବାବେଳେ ୧୧ଶହ ୯ ଜଣଙ୍କ ରକ୍ତରେ ପଜିଟିଭ ଚିହ୍ନଟ ହେଲାଣି । ଜଗତପୁର ଶିଳ୍ପାଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ଦେଖାଦେଇଛି । ସେଥିପାଇଁ ସେହି ଅଂଚଳକୁ ସଫାସୁତରା…

ଆଜି ତିନି ଠାକୁରଙ୍କ ଅଧରପଣା ଲାଗି

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ସୁନାବେଶ ପରେ ଆଜି ରଥ ଉପରେ ହେବ ତିନି ଠାକୁରଙ୍କୁ ଅଧରପଣା ନୀତି। ୯ ଦିନର ଯାତ୍ରା ପରେ କାଳିଆ ଠାକୁରଙ୍କୁ ନଜର ଲାଗିଛି । ରଥ ଉପରେ ଥିବା ଚଣ୍ଡି ଚାମୁଣ୍ଡାଙ୍କୁ ହଟାଇବା ପାଇଁ ରଥରେ ଭଂଗାଯିବ ଅଧରପଣା ହାଣ୍ଡି । ମାଟିରେ ତିଆରି ବଡ ବଡ ପାତ୍ରରେ ଚଣ୍ଡି…

ଅଶାନ୍ତ ଷ୍ଟିଲ ସିଟି : ଘଟଣାର ପ୍ରତିବାଦରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ

ରାଉରକେଲା ବ୍ୟୁରୋ , କନକ ନ୍ୟୁଜ୍  : ଅଶାନ୍ତ ଷ୍ଟିଲ ସିଟି । ଜାରି ରହିଛି ୧୪୪ ଧାରା । ଫ୍ଲାଗମାର୍ଚ କରିଛନ୍ତି ସିଆରପିଏଫ୍ ଯବାନ । ଚାରିଆଡେ ପୁଲିସ୍ ଛାଉଣୀ । ପ୍ରତି ରାସ୍ତା ଓ ଛକକୁ ଜଗି ରହିଛନ୍ତି ସଶସ୍ତ୍ର ଯବାନ । ସୋସିଆଲ୍ ମିଡିଆରେ ଆପତିଜନକ ଫଟୋ ଏବଂ ମେସେଜ ଦିଆନିଆକୁ ନେଇ ସହରରେ…

ବିଜେପି ସଂସଦୀୟ ଦଳର ଆଜି ଗୁମୁଡୁମାହା ଗସ୍ତ : ଏନକାଉଂଟର ସ୍ଥଳକୁ ଯାଇ ଅନୁଧ୍ୟାନ କରିବ ଦଳ

ବାଲିଗୁଡା : ବାଲିଗୁଡାରେ ପହଂଚିଛି ବିଜେପି ସଂସଦୀୟ ଦଳ । ପୂର୍ତ ବିଭାଗ ଡାକ ବଙ୍ଗଳାରେ ଆଜି ସକାଳୁ ପହଂଚିଛି ଟିମ୍ । ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବିନୟ ସହସ୍ର ବୁଦ୍ଧେ, ସାଂସଦ ଜ୍ୟୋତି ଧ୍ରୁବେ ଓ ଶ୍ରୀରାମ ବିଚାର ନେତାମ ଗତକାଲି ଭୁବନେଶ୍ୱରରେ ପହଂଚିବା ପରେ କନ୍ଧମାଳ ଗସ୍ତ…

ସମ୍ବଲପୁରରେ ପାଣିରେ ବୁଡ଼ାଇ ଦୁଇ ଶିଶୁଙ୍କ ଜୀବନ ନେଲା ମା’

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ପାଣିରେ ବୁଡ଼ାଇ ଦୁଇ ଶିଶୁଙ୍କ ଜୀବନ ନେଲା ମା’। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମ୍ବରାରେ । ପାରିବାରିକ କଳହ ଯୋଗୁଁ ଦୁଇ ଶିଶୁକୁ ମା’ ହତ୍ୟା କରିଥିବା ସୂଚନା ମିଳିଛି । ମହିଳା ଜଣକ ହେଉଛନ୍ତି ବାମ୍ବରା ବ୍ଲକ୍ ଜେଇଙ୍କ ସ୍ତ୍ରୀ ।…