ସୁରକ୍ଷା ଦାବିରେ ଶିଶୁଭବନ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଶିଶୁଭବନରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଦାବିରେ ପିଜି ଡାକ୍ତରମାନେ ଆନ୍ଦୋଳନ ଚଳାଇଛନ୍ତି । ଗତକାଲିଠାରୁ କାର୍ଯ୍ୟବନ୍ଦ କରି ଡାକ୍ତରମାନେ ଏହି ଆନ୍ଦୋଳନ କରୁଛନ୍ତି । ସୁରକ୍ଷା ନେଇ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ…

ଜଗମୋହନ ସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛି କେନ୍ଦ୍ରୀୟ ଟିମ୍

ପୁରୀ ବ୍ୟୁରୋ,କନକ ନ୍ୟୁଜ୍: ଜଗମୋହନ ସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛି କେନ୍ଦ୍ରୀୟ ଟିମ୍ । ଜଗମୋହନ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବ ଟିମ୍ । ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ପହଂଚି…

ସିଲଭର୍ ସ୍କ୍ରିନରେ ସରବଜିତ୍

ଫିଲ୍ମି ଫ୍ରାଇଡେରେ ଆଜି ବଡ଼ ପରଦାକୁ ଆସୁଛି ବହୁ ଚର୍ଚ୍ଚିତ ବଲିଉଡ୍ ସିନେମା ସରବଜିତ୍ । ଭୁଲ ବଶତଃ ପାକିସ୍ତାନ ଚାଲିଯାଇଥିବା ଜଣେ ଭାରତୀୟ ଯୁବକର ସତ୍ୟ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଛି ଏହି ଫିଲ୍ମ । ପାକିସ୍ତାନ ଜେଲରେ ଦୀର୍ଘ ୨୩ ବର୍ଷ ମିଛ ମାମଲାରେ ସଜା କାଟିବା ପରେ ଶେଷରେ ପ୍ରାଣ…

ନବରଙ୍ଗପୁରରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ : ଗାଁକୁ ମଦମୁକ୍ତ କରିବାକୁ ବାହାରିଲା ଠେଙ୍ଗାବାହିନୀ

ନବରଙ୍ଗପୁର: ନବରଙ୍ଗପୁରରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ । ଗାଁକୁ ମଦମୁକ୍ତ କରିବାକୁ ଶହ ଶହ ମହିଳାଙ୍କ ନେତୃତ୍ୱରେ ବାହାରିଲା ଠେଙ୍ଗାବାହିନୀ । ଏ ଦୃଶ୍ୟ ହେଉଛି ଅମଳାଭଟ୍ଟା ଗାଁର । ହାତରେ ଠେଙ୍ଗା ନେଇ, ମଦ ବିରୋଧୀ  ଅଭିଯାନରେ ବାହାରିଛନ୍ତି ଶହ ଶହ ମହିଳା । ପ୍ରଥମେ ଏନେଇ ଏକ ମିଟିଂ…

ଜୁନ୍ ୩୦ ଯାଏଁ ରାଜ୍ୟରେ ହେବନି ବିଜୁଳି କାଟ୍ : ଶକ୍ତିମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ୩୦ ଯାଏଁ ରାଜ୍ୟରେ ହେବନି ବିଜୁଳି କାଟ୍ । ଆଜି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ରାଜ୍ୟରେ ପିକ୍ ଆୱାରରେ ୪ ହଜାର ଶହେ ମେଗାୱାଟ୍ ବିଜୁଳି ଆବଶ୍ୟକ ଥିବା ବେଳେ…

ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଆସୁଛି ରୁଆନୁ : ଗୋପାଳପୁରରୁ ୧୬୦ କିଲୋମିଟର ଦୂରରେ ଘୂର୍ଣ୍ଣିଝଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ଆଡକୁ ମାଡି ଆସୁଛି ଘୁର୍ଣ୍ଣିଝଡ ‘ରୁଆନୁ’। କିଛି ଘଂଟାପରେ ‘ରୁଆନୁ’ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଏହା ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୫ କିଲୋମିଟର ବେଗରେ ମାଡି ଆସୁଛି ‘ରୁଆନୁ’…

ଘଂଟାପ୍ରତି ୧୬ କିଲୋମିଟର ବେଗରେ ଆସୁଛି ରୁଆନୁ : ଗୋପାଳପୁରରୁ ରହିଛି ୨୮୦କିଲୋମିଟର ଦୂରରେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧିରେ ଧିରେ ସାଂଘାତିକ ରୂପ ନେଉଛି ଘୁର୍ଣ୍ଣିଝଡ ରୁଆନୁ । ରୁଆନୁ କିଛି ସମୟପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଗୋପାଳପୁର ରୁ ରୁଆନୁ ୨୮୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ରୁଆନୁ ।…

ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ : ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେଲା ପରିଚାଳନା କମିଟି ବୈଠକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ । ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଟିମ୍ ସହ ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିରରେ ଟିମ ପହଚିଂଛି । ପରିଚାଳନା କମିଟି ବୈଠକରେ ପତିକ୍ରିୟା ରଖିଛନ୍ତି ଗଜପତି । ଜଗମୋହନର…

ଆଜି ୧୨ ଘଂଟିଆ ତାଳଚେର ବନ୍ଦ : ୪ ଦଫା ଦାବିରେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ବନ୍ଦ ପାଳନ

ତାଳଚେର: ଆଜି ୧୨ ଘଂଟିଆ ତାଳଚେର ବନ୍ଦ । ୪ ଦଫା ଦାବିରେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସାର କାରଖାନା ପୁନରୁଦ୍ଧାର ଦାବି, କୋଇଲା ଖଣି ବିସ୍ଥାପିତଙ୍କ ନିଆଯାଇଥିବା ନିଷ୍ପତିଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା, ତାଳଚେର-ଅନୁଗୁଳ ଲୁପ ରେଳପଥ ନିର୍ମାଣ ଓ…

ଜଗମୋହନ ମରାମତି ପ୍ରସଙ୍ଗ : ଆଜି କେନ୍ଦ୍ରୀୟ ଟିମ୍ ର ଶ୍ରୀମନ୍ଦିର ପରିଦର୍ଶନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ନିରୀକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଭୁବନେଶ୍ୱର ରେ ପହଚିଂ ପୁରୀ ଗସ୍ତ କରିଛି । ଏହି ଟିମ୍ ରେ ରହିଛନ୍ତି ଏଏସଆଇ ଡିଜି ରାକେଶ ତିୱାରୀ ଓ କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନା…