୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇର ନିଷ୍ପତ୍ତି: ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ

1,125

କନକ ବ୍ୟୁରୋ: ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇର ନିଷ୍ପତ୍ତି । ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ । ୩୦ ଡିସେମ୍ବର ସୁଦ୍ଧା ଅଚଳ ହେବ ୨ ହଜାର ଟଙ୍କିଆ ନୋଟ । ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ  ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲା ।