ଫ୍ରାନ୍ସର ନୂଆ ରାଷ୍ଟ୍ରପତିଙ୍କୁ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା : ଜୁଲାଇରେ ହାମବର୍ଗରେ ମାକରନଙ୍କୁ ସାକ୍ଷାତ ସମ୍ଭାବନା

34

କନକ ବ୍ୟୁରୋ : ଫ୍ରାନ୍ସର ନୂଆ ରାଷ୍ଟ୍ରପତି ଇମାନୁଏଲ୍ ମାକରନଙ୍କୁ ଜୁଲାଇରେ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ହାମବର୍ଗରେ ଜି-୨୦ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ଭିତରେ ହୋଇପାରେ ଦ୍ୱିପାକ୍ଷିକ ଆଲୋଚନା । ଫ୍ରାନ୍ସର ନୂଆ ରାଷ୍ଟ୍ରପତିଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୋଦି ।