ସ୍ତ୍ରୀକୁ ମାରି ନିଜେ ବିଷ ପିଇଲା ସ୍ୱାମୀ । ଦମ୍ପତିଙ୍କ ଶବ ଜବତ କରି ପୋଲିସର ତଦନ୍ତ ଜାରି

175

କନକ ବ୍ୟୁରୋ : ପାଟଣାଗଡ ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ମଦ ନିଶାରେ ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କଲେ । ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଦମ୍ପତିଙ୍କ ଶବ ଜବତ କରି ପୋଲିସର ତଦନ୍ତ ଜାରି ।