ମାଲକାନଗିରିରେ ପୁଣି ମାଓ ତାଣ୍ଡବ ! ପଂଚାୟତ କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ ମାଓବାଦୀ

23

କନକ ବ୍ୟୁରୋ :  କାଲିମେଳା ଥାନା ଅନ୍ତର୍ଗତ କୁରୁବ ପଂଚାୟତ ଅଫିସରେ ପଶି ମାଓବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି । ପଂଚାୟତ କାର୍ଯ୍ୟାଳୟରେ ଥିବା ଟିଭି ଓ ଅନ୍ୟାନ୍ୟ ଆସବାବ ପତ୍ରକୁ ଭଙ୍ଗାରୁଜା କରିଛନ୍ତି ମାଓବାଦୀ । ୨୦ରୁ ୨୫ ଜଣ ମାଓବାଦୀ ସଂଘବଦ୍ଧ ଭାବେ ଆସି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।