ସେକ୍ସ ସିଡି ନେଇ ମେୟରଙ୍କ ମାନହାନୀ ମକଦ୍ଦମା ପ୍ରସଙ୍ଗ : ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କୋର୍ଟରେ ହାଜର

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସେକ୍ସ ସିଡି ନେଇ ମେୟରଙ୍କ ମାନହାନୀ ମକଦ୍ଦମା ପ୍ରସଙ୍ଗ । ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କୋର୍ଟରେ ହାଜର ହୋଇଛନ୍ତି । ଭୁବନେଶ୍ୱର ସିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । ମାନହାନୀ ମାମଲାରେ କୋର୍ଟରେ ନିଜର ପକ୍ଷ ରଖିବେ ଇତିଶ ।

ସେପଟେ ଋଷି ମୃତ୍ୟୁ ମାମଲା ନେଇ ପୁଲିସ ଛାନଭିନ ଚଳାଇଛି । ଋଷିଙ୍କ ଆଉ ଜଣେ ସାଙ୍ଗ ଅକ୍ଷୟ ଚମ୍ପତିଙ୍କ ବୟାନ ରେକର୍ଡ କରାଯାଇଛି ।୧୬୧ ଧାରାରେ ଅକ୍ଷୟଙ୍କ ବୟାନ ରେକର୍ଡ କରାଯାଇଛି ।