ଆଜି ଇଣ୍ଡିଆ-ଇଣ୍ଡିଜ ତୃତୀୟ ଦିନିକିଆ ! ଆଂଟିଗୁଆରେ ସଂଧ୍ୟା ସାଢେ ୬ରେ ମ୍ୟାଚ୍

19

କନକ ବ୍ୟୁରୋ : ଆଜି ଇଣ୍ଡିଆ-ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ଦିନିକିଆ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି । ୧-୦ ସିରିଜରେ ଆଗୁଆ ଟିମ ଇଣ୍ଡିଆ, ଆଉ ଏକ ବିଜୟ ଅପେକ୍ଷାରେ ରହିଛି । ୱେଷ୍ଟଇଣ୍ଡିସ ସିରିଜକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ କୋହଲି ଆଣ୍ଡ କୋ’ ମ୍ୟାଚ୍ ହାତେଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରିବ ।